Latest Odisha News

BREAKING NEWS

Browsing Category

WORLD

US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା…

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗ ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC)ର ପ୍ରମୁଖ ନେତାଙ୍କ ବିରୁଦ୍ଧରେ 'ନ୍ୟାୟ ପାଇଁ ପୁରସ୍କାର' କାର୍ଯ୍ୟକ୍ରମ ଅଧୀନରେ ୧୦ ନିୟୁତ ଡଲାର, ଭାରତୀୟ ମୁଦ୍ରାରେ ପ୍ରାୟ ୯୨-୯୩ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଛି। ଏହି…

US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ…

ନୂଆଦିଲ୍ଲୀ: ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି ଇରାନ ଯୁଦ୍ଧ। ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ଇରାନର ଖର୍ଗ ଦ୍ୱୀପରେ ଅବସ୍ଥିତ ସାମରିକ ଘାଟି ଉପରେ ଏକ ବଡ଼ ବୋମା ଆକ୍ରମଣ କରିଥିଲା। ସେ ଦାବି…

US plane crashes in Iraq: ଯୁଦ୍ଧ ମଧ୍ୟରେ ଇରାକରେ ଟଳି ପଡିଲା ଆମେରିକୀୟ KC-135 ବିମାନ, ଥିଲେ ୫ କ୍ରୁ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। କାରଣ ଇରାନରେ ଏକ ଆମେରିକୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଟିଏ ବିମାନ ସୁରକ୍ଷିତ ଅବତରଣ କରିଥିବା ବେଳେ, ଅନ୍ୟ ଏକ ଦୁର୍ଘଟଣାଗ୍ରସ୍ତ ହୋଇଛି।…

Indian Tankers Pass Through Strait of Hormuz:ଭାରତ ପାଇଁ ଖୋଲିଲା ହରମୁଜ୍ ପ୍ରଣାଳୀ! ପାର ହେଲା ଭାରତୀୟ…

ନୂଆଦିଲ୍ଲୀ: ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କୋର୍ପସ (IRGC) ଭାରତ ସମ୍ପର୍କରେ ଦେଇଥିବା ସଂକେତ ସମ୍ପୂର୍ଣ୍ଣ ସଠିକ୍ ପ୍ରମାଣିତ ହୋଇଛି। ଇରାନ ଭାରତୀୟ ଜାହାଜ ଏବଂ ଟ୍ୟାଙ୍କର ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲି ଦେଇଛି। ଦୁଇଟି ଭାରତୀୟ ତୈଳ ଟ୍ୟାଙ୍କର, ପୁଷ୍ପକ ଏବଂ ପରିମଲ୍, ଏହି…

Iran’s ‘suicide boat’: ଛାଡୁନି ଇରାନ, ଇରାକରୁ ବାହାରିନ ପର୍ଯ୍ୟନ୍ତ ଆମେରିକା ତେଲ ଟ୍ୟାଙ୍କର୍…

ନୂଆଦିଲ୍ଲୀ: ଯୁଦ୍ଧକ୍ଷେତ୍ର ଛାଡିବା ମନୋଭାବରେ ଆମେରିକା, କିନ୍ତୁ ଛାଡୁନି ଇରାନ। ତେଲ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଛି ଇରାନ। ଇରାନର ନିରନ୍ତର ଆକ୍ରମଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଛି, ଯାହା ବିଶ୍ୱ ତୈଳ ବାଣିଜ୍ୟକୁ ବିପଦରେ ପକାଇଛି। ସମ୍ପ୍ରତି, ଇରାକର ବାସରା ବନ୍ଦର ନିକଟରେ…

LPG Fuel Made: କେଉଁ ଦେଶ ସବୁଠାରୁ ଅଧିକ ଉତ୍ପାଦନ କରେ LPG? କେମିତି ତିଆରି ହୁଏ ରନ୍ଧନ ଗ୍ୟାସ୍?

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱବ୍ୟାପୀ LPG ଗ୍ୟାସ୍ ଯୋଗାଣକୁ ପ୍ରଭାବିତ କରୁଛି। ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ଭାରତ ମଧ୍ୟ ରହିଛି। ସରକାର ବାରମ୍ବାର ଏଥିପାଇଁ ଲୋକଙ୍କୁ ଆଶ୍ଵାସନା ଦେଉଥିଲେ ମଧ୍ୟ, ଏବେ ଧିରେ ଧିରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ମଧ୍ୟରେ…

BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…

ନୂଆଦିଲ୍ଲୀ: ଶକ୍ତିଶାଳୀ ହେଉଛି ଭାରତର ପ୍ରତିରକ୍ଷା ଭାରତ ଶକ୍ତି ଦେଖି ଆତ୍କୃଷ୍ଟ ହେଉଛନ୍ତି ଅନ୍ୟ ଦେଶ ଯୁଦ୍ଧ ମଧ୍ୟରେ ହେଲା ବଡ଼ ଡ଼ିଲ ଭାରତଠୁ କିଣିବେ କ୍ଷେପଣାସ୍ତ୍ର ଏବଂ ମିସାଇଲ ଦିନେ ନିଜର ପ୍ରତିରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେଇଥିବା ଭାରତ, ଏବେ ଅନ୍ୟ…