Latest Odisha News

BREAKING NEWS

Browsing Category

WORLD

Pakistan Afghanistan conflict: ପାକିସ୍ତାନ ଉପରେ ଆକ୍ରମଣରେ ଭାରତୀୟ ଡ୍ରୋନ୍? ପାକ୍ ସେନା ଡିଜିଙ୍କ ଅଭିଯୋଗ ଉପରେ…

ନୂଆଦିଲ୍ଲୀ: ପାକ୍-ଆଫଗାନ ସୀମାରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ପାକିସ୍ତାନ ସିଧାସଳଖ ଆଫଗାନ ତାଲିବାନକୁ ଡ୍ରୋନ ଯୋଗାଇବା ପାଇଁ ଭାରତ ଉପରେ ଅଭିଯୋଗ କରିଛି। ପାକିସ୍ତାନ ସେନାର ଡିଜି-ଆଇଏସ୍ପିଆର, ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ଦାବି କରିଛନ୍ତି ଯେ ସମ୍ପ୍ରତି ଆକ୍ରମଣରେ…

India behind Pakistan in Happiness: ଭାରତଠୁ ଅଧିକ ଖୁସିରେ ଅଛି ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଆଗରେ, ଭାରତ ପଛରେ ବେଶୀ ଆନନ୍ଦରେ ପାକିସ୍ତାନୀ ଭାରତୀୟଙ୍କ ଠାରୁ ବେଶୀ ଖୁସିରେ ଅଛନ୍ତି ଦେଶରେ ନା ଅଛି ଭଲ ଶିକ୍ଷା ବ୍ୟବସ୍ଥା, ନା ଚାକିରି କ୍ଷେତ୍ରରେ ଅଛି ଭଲ ସୁଯୋଗ। ସ୍ଥିର ଅର୍ଥନୀତି ତ ଦୂରର କଥା ପେଟକୁ ଦାନା ଟିକକ ଯୋଗାଇବା ପାଇଁ ଯୁଝୁଛି। ବିଶ୍ଵ ଆଗରେ…

Bunker Buster Bombs On Iran Missile Sites: ଭୟଙ୍କର ରୂପ ନେଲା ଯୁଦ୍ଧ! ଇରାନୀ କ୍ଷେପଣାସ୍ତ୍ର ଘାଟି ଉପରେ…

ନୂଆଦିଲ୍ଲୀ: ଭୟଙ୍କର ମୋଡ଼ ନେବାରେ ଲାଗିଛି ଇରାନ ଆମେରିକା ଇସ୍ରାଏଲ ଯୁଦ୍ଧ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହର୍ମୁଜ୍ ପ୍ରଣାଳୀ ଦଖଲ କରିବା ପାଇଁ ଆକ୍ରମଣକୁ ତୀବ୍ର କରିଛନ୍ତି। ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନୀ କ୍ଷେପଣାସ୍ତ୍ର ସ୍ଥାନଗୁଡ଼ିକୁ ଟାର୍ଗେଟ କରିଛି।…

Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ

ନୂଆଦିଲ୍ଲୀ: ତେଲ ସଙ୍କଟରେ ବିଶ୍ଵ ଭାରତ ବନ୍ଦରରେ ଲାଗୁଛି ଜାହାଜ ପରେ ଜାହାଜ ଭାରତୀୟ ପତାକା ଦେଖି ବାଟ ଖୋଲିଦେଉଛି ଇରାନ ପଶ୍ଚିମ ଏସିଆରେ ଏବେ ନୂଆ ଜଳୁଥିବା ବେଳେ ହର୍ମୂଜ ପାର ହେଉଛି ଭାରତୀୟ ଜାହାଜ। ସୁରକ୍ଷିତ ଭାବେ ଭାରତୀୟ ବନ୍ଦରରେ ଲାଗୁଛି। ଦେଶରେ ଏଲପିଜି ଯୋଗାଣ ଅଭାବ…

Afghanistan Pakistan Conflict: ‘ଆଉ ଆଲୋଚନା ନୁହେଁ, ସିଧା ପ୍ରତିଶୋଧ ନେବୁ…’, କାବୁଲରେ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ପ୍ରତିଦିନ ବୃଦ୍ଧି ପାଉଛି। ଏହି ସଂଘର୍ଷ ଏକ ମାସ ପୂରଣ ହେବାକୁ ଯାଉଛି। ତଥାପି, କମିବାର କୌଣସି ସଙ୍କେତ ନାହିଁ। ପ୍ରକୃତରେ, ପରିସ୍ଥିତି ଦ୍ରୁତ ଗତିରେ ଖରାପ ହେଉଛି। ସମ୍ପ୍ରତି, ସୋମବାର ବିଳମ୍ବିତ ରାତିରେ…

Nuclear Weapon Against Iran: ଯୁଦ୍ଧରେ ଇରାନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ କି ଇସ୍ରାଏଲ? ଟ୍ରମ୍ପ…

ନୂଆଦିଲ୍ଲୀ: ଇରାନ ଇସ୍ରାଏଲ ଆମେରିକା ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯୁଦ୍ଧ ରୋକିବା ନେଇ ମନୋଭାବ ଦେଖାଉଥିବା ବେଳେ ଇରାନର ଏଭଳି କୌଣସି ଉଦ୍ଦେଶ୍ୟ ନଥିବା ଜଣାପଡୁଛି। ଏହାରି ଭିତରେ ଏହି ଯୁଦ୍ଧ ଏକ ପରମାଣୁ ଯୁଦ୍ଧରେ ପରିଣତ ହେବାକୁ ନାହିଁ…

Iran Vows to ‘Hunt & Kill’ Israeli PM: IRGC ର ଖୋଲା ପ୍ରତିଜ୍ଞା, ” ନେତାନ୍ୟାହୁଙ୍କୁ ଖୋଜିକି…

ନୂଆଦିଲ୍ଲୀ: ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ (IRGC) ଯେକୌଣସି ମୂଲ୍ୟରେ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ପ୍ରତିଜ୍ଞା କରିଛି। IRGC ଧମକ ଦେଇଛି ଯେ, "ଯଦି ଶିଶୁ ହତ୍ୟାକାରୀ ନେତାନ୍ୟାହୁ ଜୀବିତ ଅଛନ୍ତି, ତେବେ ଆମେ ଆମର ସମସ୍ତ ଶକ୍ତି ସହିତ ତାଙ୍କୁ ପିଛା କରିବୁ ଏବଂ ତାଙ୍କୁ…

Russia oil sanctions debate: “ରୁଷୀୟ ତେଲ କିଣିବାକୁ ଭାରତ ଆଗରେ ହାତ ପତାଉଛି ଆମେରିକା…”,…

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ବିଶ୍ୱ ଶକ୍ତି ସଙ୍କଟ ଆହୁରି ଖରାପ ହୋଇଛି। ଇରାନର ବୈଦେଶିକ ମନ୍ତ୍ରୀ ସୈଦ ଆବାସ ଆରଘାଚି ଏବେ ରୁଷୀୟ ଅଶୋଧିତ ତୈଳ ଉପରେ ଆମେରିକାକୁ ଟାର୍ଗେଟ କରିଛନ୍ତି। ଆମେରିକା ଏବଂ ଟ୍ରମ୍ପ ପ୍ରଶାସନକୁ ସମାଲୋଚନା କରି ସେ ଦାବି କରିଛନ୍ତି…

Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ

ନୂଆଦିଲ୍ଲୀ: ଭାରତକୁ ନିଜର ବନ୍ଧୁ କହିଲା ଇରାନ ବନ୍ଧୁତ୍ୱ ବି ନିଭେଇଲା ହରମୁଜ୍ ଦେଇ ପାର ହେଉଛି ଭାରତୀୟ ଜାହାଜ ଚୁପଚାପ୍ ଛିଡ଼ା ହୋଇଛି ଯୁଦ୍ଧପୋତ ଦେଶରେ ଗ୍ୟାସ୍ ତେଲ ସଙ୍କଟ ମଧ୍ୟରେ ଇରାନରୁ ସାନ୍ତ୍ୱନାଦାୟକ ଖବର ଆସୁଛି। ସୁରକ୍ଷିତ ଭାବରେ ହରମୁଜ୍ ଦେଇ ପାର ହେଉଛି ଭାରତୀୟ…

US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା…

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ବିଭାଗ ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପସ (IRGC)ର ପ୍ରମୁଖ ନେତାଙ୍କ ବିରୁଦ୍ଧରେ 'ନ୍ୟାୟ ପାଇଁ ପୁରସ୍କାର' କାର୍ଯ୍ୟକ୍ରମ ଅଧୀନରେ ୧୦ ନିୟୁତ ଡଲାର, ଭାରତୀୟ ମୁଦ୍ରାରେ ପ୍ରାୟ ୯୨-୯୩ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଛି। ଏହି…