Latest Odisha News

BREAKING NEWS

Browsing Category

WORLD

Middle East Reset: ଇସ୍ରାଏଲ-ଆମେରିକା ବ୍ରେକଅପ୍! ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ନୂଆ ସମୀକରଣ… ଭାରତର ଡବଲ ଲାଭ! କିଛି ସପ୍ତାହ ପୂର୍ବରୁ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁରେ ଜଳୁଥିଲା। ଇରାନ-ଇସ୍ରାଏଲ ସଂଘର୍ଷ ବିଶ୍ୱ ଅର୍ଥନୀତିକୁ ଚିନ୍ତାରେ ପକାଇଦେଇଥିଲା। ହର୍ମୁଜ ଜଳସନ୍ଧିକୁ ନେଇ ଆଶଙ୍କା ବଢ଼ିଥିଲା। ତେଲ ଓ ଗ୍ୟାସ ଦର ଉପରମୁହାଁ ଯାଉଥିଲା।…

G7 hot-mic moments: ସିଗାରେଟ୍ ଛାଡିଲେ ମେଲୋନୀ, ଟ୍ରମ୍ପଙ୍କୁ ମିଳିଲା ସାଇକେଲ, ହଜିଗଲା ମାକ୍ରୋନଙ୍କ…

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ କେବଳ ଆନୁଷ୍ଠାନିକ ବୈଠକ ଏବଂ ବିଶ୍ୱ ପ୍ରସଙ୍ଗ ପର୍ଯ୍ୟନ୍ତ ସୀମିତ ନଥିଲା, ବରଂ ଅନେକ ଅନୌପଚାରିକ ଏବଂ କିଛି ହାଲୁକା ମୁହୂର୍ତ୍ତ ମଧ୍ୟ ମୁଖ୍ୟ ଖବର ପାଲଟିଥିଲା। ହଟ୍ ମାଇକ୍ରୋଫୋନ୍ ଏବଂ ବ୍ୟକ୍ତିଗତ କଥାବାର୍ତ୍ତା ବିଶ୍ୱ ନେତାମାନଙ୍କର…

G-7 Summit 2026: G-7 ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦୀ, ସଦସ୍ୟ ନଥାଇ ବି କାହିଁକି ଭାରତର…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୁଇ ରାଷ୍ଟ୍ର ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ଫ୍ରାନ୍ସର ଇଭିଆନରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ G7 ଶିଖର ସମ୍ମିଳନୀରେ ଯୋଗଦେବେ। ଶିଖର ସମ୍ମିଳନୀ ସମୟରେ, ସେ…

Iran War: ସକାଳୁ ସକାଳୁ ବଡ ଦାବି କରିଦେଲେ ଟ୍ରମ୍ପ, “ତେହେରାନ ଆଉ ଚାହୁଁନାହିଁ ପରମାଣୁ ଅସ୍ତ୍ର, ଆଜି ଯୁଦ୍ଧ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଫେବୃଆରୀ ମାସରୁ ଲାଗି ରହିଥିବା ଉତ୍ତେଜନା ଆଜି ଶେଷ ହୋଇପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଶାନ୍ତି ଚୁକ୍ତି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହେବ। ଏହାପରେ…

Multiple People Shot in US: ଆମେରିକାରେ ଏକ ମହୋତ୍ସବରେ ଆଖିବୁଜା ଗୁଳିମାଡ, ଅନେକ ଆହତ; ଆକ୍ରମଣକାରୀଙ୍କୁ ଖୋଜୁଛି…

ନୂଆଦିଲ୍ଲୀ: ଆମେରିକା ମହୋତ୍ସବରେ ଗୁଳିବର୍ଷା । ବହୁସଂଖ୍ୟାରେ ଲୋକ ଆହତ । ଆମେରିକାର ଟୋଲେଡୋରେ ଏକ ଗୁଳିକାଣ୍ଡ ଘଟଣା ଘଟିଛି। ଟୋଲେଡୋରେ ଏକ ମହୋତ୍ସବ ନିକଟରେ ଅନେକ ଲୋକଙ୍କୁ ଅଚାନକ ଗୁଳି କରାଯାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ସେପଟେ ଏହି ଗୁଳିଚାଳନା କିଏ ଏବଂ କାହିଁକି…

Putin backs India’s autonomy: ଭାରତକୁ ନେଇ ଟ୍ରମ୍ପଙ୍କ ଚେତାଇ ଦେଲେ ପୁଟିନ୍; କହିଲେ, “ଓଲଟା ପଡିପାରେ…”

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତର ଆର୍ଥିକ ସ୍ୱାଧୀନତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକୁ ଖୋଲାଖୋଲି ଭାବରେ ପ୍ରଶଂସା କରିଛନ୍ତି। ସେଣ୍ଟ ପିଟର୍ସବର୍ଗ ଅନ୍ତର୍ଜାତୀୟ ଅର୍ଥନୈତିକ ଫୋରମରେ ଭାଷଣ ଦେଇ ପୁଟିନ କହିଛନ୍ତି ଯେ ଭାରତ ସର୍ବଦା ଏକ ସାର୍ବଭୌମ…

85 crore Alimony: ଛାଡପତ୍ର ପାଇଁ ୮୫ କୋଟି ନେଇ ଛାଡିଲେ ଭାରତୀୟ ବଂଶୋଦ୍ଭବ ମହିଳା…

ନୂଆଦିଲ୍ଲୀ: ୨୩ ବର୍ଷ ପର୍ଯ୍ୟନ୍ତ ଛାଡିଲେନି ସ୍ବାମୀଙ୍କ ପିଛା ସାଢେ ୩ କୋଟି ଆଲିମନି ଦେଇ ରଫାଦଫା କରିଦେଇଥିଲେ ସ୍ବାମୀ ୮୫ କୋଟି ନେଇ ମାନିଲେ ମହିଳା ଛାଡପତ୍ର ନେବାର ୨୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା । କିଛି ଏପରି ଘଟଣା ସାମ୍ନାକୁ…

WHO on Food Safety: ବାହାର ଖାଇବା ଖାଉଛନ୍ତି କି? ଖରାପ ଖାଇବା ଯୋଗୁଁ ପ୍ରତିବର୍ଷ ଯାଉଛି ୧୫ ଲକ୍ଷ ଜୀବନ

ନୂଆଦିଲ୍ଲୀ: କ’ଣ ଆପଣ ଏବଂ ଆପଣଙ୍କ ପିଲାମାନେ ବି ବାସି ଏବଂ ବାହାରର ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି କି? ସାବଧାନ୍! ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ପ୍ରମାଣିତ ହୋଇପାରେ। ଗୁରୁବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଦ୍ୱାରା ପ୍ରକାଶିତ ନୂଆ ଆକଳନ ଆପଣଙ୍କ ହୋସ୍ ଉଡାଇଦେବ ।…

Most Dangerous Fighter Jet: ଦୁନିଆର ସବୁଠୁ ଖତରନାକ୍ ଫାଇଟର ଜେଟ୍! ୧ ମିନିଟରେ ସବୁ ଶେଷ…

ନୂଆଦିଲ୍ଲୀ: ଆକାଶର ମୃତ୍ୟୁଦୂତ! ନାଁ ଶୁଣିଲେ କମ୍ପିଯାଏ ଶତ୍ରୁଙ୍କ ଛାତି ଭାରତୀୟ ସେନାରେ ଅଛି କି ଏହି ଦାନବ ଜେଟ୍? ଯାହା ଠାରୁ ବଞ୍ଚିବା ଅସମ୍ଭବ! ଆଧୁନିକ ଯୁଦ୍ଧରେ ଫାଇଟର୍ ଜେଟ୍ ବା ଯୁଦ୍ଧ ବିମାନର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ବିଶ୍ବର ବଡ ବଡ ଦେଶ ଭୟଙ୍କରରୁ…

Putin’s anti-ageing push: ମଣିଷକୁ ଅମର କରିଦେବେ ପୁଟିନ୍?

ନୂଆନିଲ୍ଲୀ: ବିଶ୍ବରେ ଆଉ କିଏ ହେବେନି ବୁଢାବୁଢୀ! ରାମବାଣ ଆଣୁଛନ୍ତି ଭାରତର ବନ୍ଧୁ ପୁଟିନ୍! ସବୁଦିନ ଯୁବ ଏବଂ ଫିଟ୍ ରହିବ ମଣିଷ? ୭୦ ବର୍ଷ ବୟସରେ ବି ପୂରା ଫିଟ୍ ଆଉ ୟଙ୍ଗ ଅଛନ୍ତି ଭାରତର ଘନିଷ୍ଠ ବନ୍ଧୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଆଉ ଏବେ ଏହାର ସିକ୍ରେଟ୍…