Latest Odisha News

BREAKING NEWS

Browsing Category

WORLD

Macron Tells Meloni To Stay In Own Lane: ମେଲୋନିଙ୍କ ଉପରେ ରାଗିକି ଫାୟର ମାକ୍ରନ, କହିଲେ, ‘ନିଜ ସୀମା…

ନୂଆଦିଲ୍ଲୀ: ଭାରତରୁ ଫେରିବା ସମୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଉପରେ ରାଗିଯାଇଛନ୍ତି। ଭାରତରୁ ଫେରିବା ବାଟରେ ହିଁ ମେଲୋନିଙ୍କ ଉପରେ ବର୍ଷିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଏକ ପ୍ରଶ୍ନର ଉତ୍ତରରେ, ମେଲୋନିଙ୍କୁ…

Donald Trump To PAK PM: ଟ୍ରମ୍ପଙ୍କ ନିର୍ଦ୍ଦେଶ ପାଉ ପାଉ ଛିଡା ହୋଇଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ,…

ନୂଆଦିଲ୍ଲୀ: ଆମେରିକାର ଶାନ୍ତି ବୋର୍ଡ ବୈଠକ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଯାହା କରିଥିଲେ ତାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ…

India’s Ties Improving With Bangladesh: ବାଂଲାଦେଶରେ ସମସ୍ତ ଭିସା ସେବା ପୁଣି ଆରମ୍ଭ କରିବ ଭାରତ, ତାରିକ…

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସମ୍ପର୍କ ପୁଣିଥରେ ଟ୍ରାକକୁ ଫେରିଥିବା ପରି ମନେ ହେଉଛି। ବାଂଲାଦେଶରେ ଜଣେ ଶୀର୍ଷ ଭାରତୀୟ କୂଟନୀତିଜ୍ଞ କହିଛନ୍ତି ଯେ ଭାରତ ଖୁବ୍ ଶୀଘ୍ର ବାଂଲାଦେଶରେ ସମସ୍ତ ଭିସା ସେବା ପୁନଃସ୍ଥାପିତ କରିବ। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ସବୁଠାରୁ ଖରାପ ପର୍ଯ୍ୟାୟର ଅନ୍ତ…

Taliban Legalises Domestic Violence: ‘ଘରୋଇ ହିଂସା ନୁହେଁ ସ୍ତ୍ରୀ କିମ୍ୱା ମହିଳାଙ୍କୁ ମାଡ଼…

ନୂଆଦିଲ୍ଲୀ: ସବୁ ବର୍ବରତା ଟପିଗଲେ ତାଲିବାନ୍ ସରକାର ଘରୋଇ ହିଂସାକୁ ଦେଲେ ଲାଇସେନ୍ସ ଲାଗୁ କଲେ ନୂତନ ଆଇନ୍ "ସ୍ତ୍ରୀ ଏବଂ ମହିଳାଙ୍କୁ ମାଡ଼ ମାରିବା ଘରୋଇ ହିଂସା ନୁହେଁ..., ଯେପର୍ଯ୍ୟନ୍ତ ନ ଭାଙ୍ଗିଛି ହାଡ଼" ଦିନକୁ ଦିନ ମହିଳାଙ୍କ ପ୍ରତି ନିଷ୍ଠୁର ହେବାରେ ଲାଗିଛି…

Solar Eclipse: ଆଣ୍ଟାର୍କଟିକାରେ ଦେଖିବାକୁ ମିଳିଲା ପୃଥିବୀର ସବୁଠାରୁ ଚମତ୍କାର ସୂର୍ଯ୍ୟଗ୍ରହଣ, ଆପଣ ବି ହୋଇଯିବେ…

ନୂଆଦିଲ୍ଲୀ: ଆଣ୍ଟାର୍କଟିକାରେ ବିଶ୍ଵର ସବୁଠାରୁ ଚମତ୍କାର ସୂର୍ଯ୍ୟଗ୍ରହଣ ଦେଖାଯାଇଛି। ୧୭ ଫେବୃଆରୀରେ ଆଣ୍ଟାର୍କଟିକାର ଦୁର୍ଗମ, ବରଫ ଆଚ୍ଛାଦିତ ଅଞ୍ଚଳରେ ଦେଖାଯାଇଥିବା ଏହି ସୂର୍ଯ୍ୟଗ୍ରହଣକୁ ଏକ ବିରଳ ଏବଂ ଉଲ୍ଲେଖନୀୟ ଖଗୋଳୀୟ ଘଟଣା ଭାବରେ ବିବେଚନା କରାଯାଏ। ଏହି ଘଟଣାର ଏକ ଭିଡିଓ ମଧ୍ୟ…

NASA Scientist Warning: ଧ୍ଵଂସ ହୋଇଯିବ ଅନେକ ସହର!

ନୂଆଦିଲ୍ଲୀ: ଆସୁଛି ବଡ଼ ଭୂକମ୍ପ! ରଚାଇବ ଧ୍ଵଂସ ଲୀଳା! ମାଟିରେ ମିଶିଯିବ ବିଶ୍ଵର ଅନେକ ସହର! ଡରାଇଲାଣି ନାସା ନାସାର ଜଣେ ବୈଜ୍ଞାନିକ ପୃଥିବୀ ପାଇଁ ଏକ ଭୟଙ୍କର ଚେତାବନୀ ଜାରି କରିଛନ୍ତି। ନାସାର ଗ୍ରହ ପ୍ରତିରକ୍ଷା ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି ଯେ ପୃଥିବୀର ୧୫ ହଜାର…

Gavaskar, Kapil On Imran Khan Health: ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଲେ କପିଲ ଦେବ୍ ଏବଂ…

ନୂଆଦିଲ୍ଲୀ: ଜେଲରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅବନତି ହେଉଥିବା ରିପୋର୍ଟ ମଧ୍ୟରେ, ବିଶ୍ୱର ବିଭିନ୍ନ ସ୍ଥାନରୁ କ୍ରିକେଟରମାନେ ଏକାଠି ହୋଇଛନ୍ତି। ପୂର୍ବତନ ଭାରତୀୟ କିମ୍ବଦନ୍ତୀ କପିଲ ଦେବ ଏବଂ ସୁନୀଲ ଗାଭାସ୍କର ଇମ୍ରାନ ଖାନଙ୍କୁ ସମର୍ଥନ…

ବିଦାୟୀ ଭାଷଣରେ ମହମ୍ମଦ ୟୁନୁସଙ୍କ ବିବାଦୀୟ ବୟାନ, ଶେଷ ଭାଷଣରେ ଓଗାଳିଲେ ବିଷ…’ସାତ ଭଉଣୀ’ ନେଇ…

ନୂଆଦିଲ୍ଲୀ: ଆଜି ବାଂଲାଦେଶ ରାଜନୀତିରେ ଏକ ନୂତନ ଯୁଗ ଆରମ୍ଭ ହେବାକୁ ଯାଉଛି। ଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ଏବଂ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ସହିତ, ବାଂଲାଦେଶରେ ନୂତନ ନିର୍ବାଚିତ ସରକାର ଗଠନର ପଥ ସମ୍ପୂର୍ଣ୍ଣ ପରିଷ୍କାର…

Bangladesh Election: ନିଜ ଦେଶ ଫେରିଯିବେ କି ନିର୍ବାସିତା ଶେଖ ହସିନା?…ଏବେ ତାରିକ ରହମାନ ଯୁଗରେ କେମିତି…

ନୂଆଦିଲ୍ଲୀ: ସଂସଦୀୟ ନିର୍ବାଚନରେ ବିଜୟୀ ହେବା ପରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ଏକ ମେଣ୍ଟ ସରକାର ଗଠନ କରିବ, ଏବଂ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରଧାନମନ୍ତ୍ରୀ ହେବେ। ଖାଲିଦା ଜିଆ ଏବଂ ଶେଖ ହସିନାଙ୍କ ବ୍ୟତୀତ, ତାରିକ ରହମାନ ବାଂଲାଦେଶୀ ରାଜନୀତିରେ ଏକ ନୂତନ ମୁହଁ…