Latest Odisha News

BREAKING NEWS

Browsing Category

ରାଜନେତା

ନନ୍ଦିନୀ ଶତପଥୀ

ନନ୍ଦିନୀ ଶତପଥୀ (୧୯୩୧-୨୦୦୬) କ୍ଷେତ୍ର: ରାଜନୀତି (ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ) ‘ଉତ୍କଳ ଦିବସ’କୁ ସରକାରୀ ସ୍ତରରେ ପ୍ରଥମେ ପାଳନ କରାଇଥିବା ଚର୍ଚ୍ଚିତ ରାଜନେତ୍ରୀ ଓ ଲେଖିକା ନନ୍ଦିନୀ ଶତପଥୀ ଥିଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ । ୧୯୩୧ ମସିହା ଜୁନ୍ ୯ ତାରିଖରେ କଟକର…

ହରେକୃଷ୍ଣ ମହତାବ

ହରେକୃଷ୍ଣ ମହତାବ (୧୮୯୮-୧୯୮୭) କ୍ଷେତ୍ର: ରାଜନୀତି ଓଡ଼ିଶାର ଶେଷ ପ୍ରଧାନମନ୍ତ୍ରୀ, ପ୍ରଥମ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଏବଂ ପ୍ରଥମ ଓଡ଼ିଆ ରାଜ୍ୟପାଳ ଭାବେ ଜଣାଶୁଣା ଡ. ହରେକୃଷ୍ଣ ମହତାବ ଥିଲେ ଏକାଧାରରେ ଜଣେ ରାଷ୍ଟ୍ରନୀତିଜ୍ଞ, ଚିନ୍ତାନାୟକ, ସଂଗଠକ,…

ବିଜୁ ପଟ୍ଟନାୟକ

ବିଜୁ ପଟ୍ଟନାୟକ (୧୯୧୬-୧୯୯୭) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଦୁର୍ଦ୍ଧର୍ଷ ପାଇଲଟ୍, ଦକ୍ଷ ଶିଳ୍ପପତି ଓ ବିଚକ୍ଷଣ ରାଜନୀତିଜ୍ଞ ଭାବେ ସୁପରିଚିତ ବିଜୁ ପଟ୍ଟନାୟକ ଜାତୀୟସ୍ତରର ଜଣେ ସର୍ବମାନ୍ୟ ନେତା ଓ ଜନନାୟକ । ପ୍ରବାଦପୁରୁଷ, କଳିଙ୍ଗବୀର, ଦ୍ୱିତୀୟ ଖାରବେଳ, ଭୂମିପୁତ୍ର ଆଦି ଅନେକ…

ସାରଙ୍ଗଧର ଦାସ

ସାରଙ୍ଗଧର ଦାସ (୧୮୮୬-୧୯୫୬) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଗଡ଼ଜାତ ଗାନ୍ଧୀ ଭାବେ ସାରା ଓଡ଼ିଶାରେ ସୁପରିଚିତ ସାରଙ୍ଗଧର ଦାସ ଥିଲେ ଅନ୍ଧାରି ମୂଲକର ଶୋଷିତ, ଅତ୍ୟାଚାରିତ ଗଡ଼ଜାତ ପ୍ରଜାଙ୍କର ତ୍ରାଣକର୍ତ୍ତା। ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗ୍ରାମରେ ୧୮୮୬ ଅକ୍ଟୋବର…

ନବକୃଷ୍ଣ ଚୌଧୁରୀ

ନବକୃଷ୍ଣ ଚୌଧୁରୀ (୧୯୦୧-୧୯୮୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଜନମାନସରେ ଗଭୀର ପ୍ରତିଛବି ଛାଡ଼ିଯାଇଥିବା ଓଡ଼ିଶାର ଅନ୍ୟତମ ବିଶିଷ୍ଟ ଜନନାୟକ ହେଲେ ନବକୃଷ୍ଣ ଚୌଧୁରୀ । ୧୯୦୧ ମସିହା ନଭେମ୍ବର ୨୩ ତାରିଖରେ କଟକର ସ୍ୱରାଜ୍ୟ ଆଶ୍ରମରେ ତାଙ୍କର ଜନ୍ମ । ପ୍ୟାରୀମୋହନ ଏକାଡେମୀରେ…

କୃଷ୍ଣଚନ୍ଦ୍ର ଗଜପତି

କୃଷ୍ଣଚନ୍ଦ୍ର ଗଜପତି (୧୮୯୨-୧୯୭୪) କ୍ଷେତ୍ର: ରାଜନୀତି, ଗଣନେତୃତ୍ୱ ଓଡ଼ିଶାର ଅଂଧକାର ସମୟକୁ ଆଲୋକିତ କରି ସର୍ବଭାରତୀୟ ସ୍ତରରେ ଓଡ଼ିଆ ଜାତିର ନବନିର୍ମାଣ କରିବା ପାଇଁ ଆଜୀବନ ଉଦ୍ୟମ କରିଥିବା ହାତଗଣତି କେତେଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ରହିବେ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ।…