Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଟ୍ୱିଟରରେ ଶଶୀ ଥରୁର ଲେଖିଥିବା ଇଂଲିଶ ଶବ୍ଦର ଅର୍ଥ ଜାଣିଛନ୍ତି କି ?

ନୂଆଦିଲ୍ଲୀ: କେରଳ ଥିରୁଅନନ୍ତପୁରମ ସାଂସଦ ତଥା କଂଗ୍ରେସ ନେତାଙ୍କ ଶଶି ଥରୁରଙ୍କର ଆଉ ଏକ ପରିଚୟ ରହିଛି । ତାହା ହେଉଛି ଥରୁର ବ୍ରାଣ୍ଡ ଇଂରାଜୀ । ଯାହାକୁ ବୁଝିବା ବହୁତ କଷ୍ଚକର । ଅନେକ ଥର ତାଙ୍କ ଇଂରାଜୀ ଭାଷାକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ମନମୋହନ ସିଂହ ସରକାରରେ ଥିବା ବେଳେ ସେ…

ତିନି ଦିନରେ ତିନି ଥର ସୋନିଆ-ପ୍ରଶାନ୍ତ ଭେଟଘାଟ, କ’ଣ କହୁଛନ୍ତି କଂଗ୍ରେସ ନେତା ?

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଉ ଥରେ ଭେଟିଛନ୍ତି ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର (ପିକେ)। ତିନି ଦିନରେ ତିନି ଥର ପରସ୍ପରକୁ ଭେଟିଛନ୍ତି । ଇତିମଧ୍ୟରେ ତିନିଟି ପର୍ଯ୍ୟାୟରେ ବୈଠକ ସରିଛି ଏବଂ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ…

ଦିଲ୍ଲୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ , ନପିନ୍ଧିଲେ ଗଣିବ ୫ଶହ ଟଙ୍କା ଜରିମାନା

ଦିଲ୍ଲୀ : ଦିଲ୍ଲୀରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢି ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବୁଧବାର କରାଯାଇଥିବା ଡିଡିଏମଏ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ ନିୟମ ଭଙ୍ଗ କରିବେ ସେମାନଙ୍କୁ ୫ଶହ ଟଙ୍କା…

ବଢ଼ୁଛି କରୋନା ସଂକ୍ରମଣ, ପାଞ୍ଚ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣର ଉପର ତଳ ଭିତରେ ୫ ରାଜ୍ୟ ଉପରେ ଜୋର ଦେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାର ଦିଲ୍ଲୀ, ହରିଆଣା, ମିଜୋରାମ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶ ସରକାରକୁ ଚିଠି ଲେଖି କୋଭିଡ ସଂକ୍ରମଣ ବୃଦ୍ଧି ଉପରେ ନଜର ରଖିବାକୁ କହିଛନ୍ତି। ନିଜ…

ଏସପି, ଡିଆଇଜି ଡେପୁଟେସନରେ ନଗଲେ ପଦନ୍ନୋତି ମିଳିବନି !

ନୂଆଦିଲ୍ଲୀ: ଏସପି, ଡିଆଇଜି କେନ୍ଦ୍ରୀୟ ଡେପୁଟେସନରେ ନଗେଲ ପଦନ୍ନୋତି ମିଳିବନି । ଏଭଳି ଏକ ପ୍ରସ୍ତାବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛି କେନ୍ଦ୍ର ସ୍ୱରାଷ୍ଚ୍ରମନ୍ତ୍ରାଳୟ। ଏହି ପ୍ରସ୍ତାବରେ କୁହାଯାଇଛି ଏସପି ଏବଂ ଡିଆଇଜି ରାଙ୍କର ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଆସିଲେ…

ଦିଲ୍ଲୀ ଜାହାଙ୍ଗୀରପୁର ହିଂସା ଘଟଣା, ନଜର ପକାନ୍ତୁ ୧୦ଟି ବଡ଼ ଅପଡେଟ୍

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲାରେ ଦିଲ୍ଲୀ ପୋଲିସ ବିଳମ୍ବିତ ରାତିରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ପୂର୍ବରୁ ଏକ ଡକାୟତି ଏବଂ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଜଣାପଡିଛି। ଏପର୍ଯ୍ୟନ୍ତ ୨୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ହନୁମାନ ଜୟନ୍ତୀ…

ରାଜଧାନୀକୁ ଡରାଇଲାଣି କରୋନା, ଦିନକରେ ୧୨%ରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି। ପଜିଟିଭ୍ ହାର ୪.୨୧ ପ୍ରତିଶତ ରହିଛି। ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି…

ଥମୁନି ଋଷ-ୟୁକ୍ରେନ ଯୁଦ୍ଧ, ରାଜଧାନୀ କିଭରେ ମିଳିଲାଣି ୯୦୦ରୁ ଅଧିକ ଶବ

ଦିଲ୍ଲୀ : ୫୨ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ । ପୋର୍ଟ ସିଟି ମାରିୟୁପୋଲକୁ ନେଇ ଜୋରଦାର ସଂଘର୍ଷ ଜାରି । ରାଜଧାନୀ କିଭରେ ୯୦୦ରୁ ଅଧିକ ଶବ ମିଳିଲାଣି ବୋଲି ଦାବି କରିଛି ୟୁକ୍ରେନ । କିଭରୁ ଋଷ ସୈନ୍ୟ ହଟିବା ପରେ ବିଭିନ୍ନ ଅଞ୍ଚଳରେ ଶବ ଠାବ ପ୍ରକ୍ରିୟା ଜାରିରହିଛି । ସେମାନଙ୍କ ମଧ୍ୟରୁ ୯୫…

ଦିଲ୍ଲୀରେ ହନୁମାନ ଜୟନ୍ତୀ ବେଳେ ହିଂସା, ତଦନ୍ତ କରିବ ୧୦ ଜଣିଆ ଟିମ୍

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଥିବା କୁଶଲ ସିନେମା ନିକଟରେ ଶନିବାର ସନ୍ଧ୍ୟାରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ଏହି ସମୟରେ ଶୋଭାଯାତ୍ରା ଉପରେ ପଥର ମାଡ଼ ହୋଇଥିଲା। ପଥର ଫିଙ୍ଗିବା ପରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏହାପରେ ଅନେକ ଯାନବାହନ…

ରାଜଧାନୀ ଦିଲ୍ଲୀରେ ବଢୁଛି କରୋନା ସଂକ୍ରମଣ, ମାଗଣାରେ ବୁଷ୍ଟର ଡୋଜ ଦେବ ଆପ୍ ସରକାର

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ୩୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛି। ତେଣୁ କରୋନାର ଏକ ନୂଆ ଲହର ଆସିପାରେ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଚିନ୍ତାପ୍ରକଟ କରିବା ସହ ଏ ନେଇ ସତର୍କ ରହିବାକୁ ପରାମର୍ଶ…