Latest Odisha News

BREAKING NEWS

Browsing Category

ଦିଲ୍ଲୀ

Delhi

ଭୂମିକମ୍ପ ଝଟକାରେ ଥରିଲା ଲେହ

ଦିଲ୍ଲୀ : ଭୁମିକମ୍ପ ଝଟକାରେ ଥରିଲା ଲେହେ । ଜମ୍ମୁ କଶ୍ମୀର ଲେହରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରେକ୍ଟର ସ୍ଲେଲରେ ଭୂମିକମ୍ପର ତୀବ୍ରତା ୪.୩ ରେକର୍ଡ କରାଯାଇଛି ।ଆଜି ସକାଳ ୭.୨୯ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି  ।…

ପ୍ରତିଭା ଏବଂ ପ୍ରମୋଦଙ୍କୁ ପଦ୍ମ ପୁରସ୍କାର: ସମ୍ମାନିତ କଲେ ରାଷ୍ଟ୍ରପତି

ଦିଲ୍ଲୀ: ଲେଖିକା ପ୍ରତିଭା ରାୟ ଏବଂ ଆଥଲେଟ ପ୍ରମୋଦ ଭଗତଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ସୁନ୍ଦର ପ୍ରଦର୍ଶନ କରିଥିବାରୁ ଏମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଲେଖିକା ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ…

ଉଡାଣ ଭରିବା ପୂର୍ବରୁ ଇଲେକ୍ଟ୍ରି ଖୁଣ୍ଟରେ ଧକ୍କା ହେଲା ବିମାନ

ଦିଲ୍ଲୀ : ଆଜି ଦିଲ୍ଲୀରେ ଅଳ୍ପକେ ଏକ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ।ଉଡାଣ କରିବା ପୂର୍ବରୁ ବିମାନଟି ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଯାଇଥିଲା । ସୋମବାର ସକାଳେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ସ୍ପାଇସ୍ ଜେଟର ବିମାନର ୱିଙ୍ଗସ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା । ଏହି ସମୟରେ…

[ଭିଡିଓ] ବିଧାନସଭା ଅଧିବେସନରେ ଅଖିଳେଶଙ୍କ ସହ ହାତ ମିଶାଇଲେ ଯୋଗୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ସୋମବାର ବିଧାନସଭା ଅଧିବେସନ ଆରମ୍ଭ ହୋଇଛି ।ଏହି ଅଧିବେସନରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦତ୍ୟନାଥ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ସହ ହାତ ମିଳାଉଥିବା ନଜର ଆସିଛନ୍ତି । ଯୋଗୀ ଅଖିଳେଶଙ୍କ କାନ୍ଧରେ ହାତ ପକାଉଥିବା ଭିଡିଓ ଏବେ ସୋସିଆଲ…

ଦେଶରେ ୨୪ ଘଣ୍ଟାରେ ୧୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ , ୩୧ ମୃତ

ଦିଲ୍ଲୀ : ଦେଶରେ କିଛି ଦିନ ହେଲା କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୨୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବା ରେକର୍ଡ କରାଯାଇଛି । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି । ସଂକ୍ରମଣ ହ୍ରାସ…

୨ ବର୍ଷ ପରେ ଅମରନାଥ ଯାତ୍ରା: କରୋନା କଟକଣା ମଧ୍ୟରେ ୪୩ ଦିନ ଅନୁମତି

ଦିଲ୍ଲୀ : ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା, କରୋନା କଟକଣା ମଧ୍ୟରେ ୪୩ ଦିନ ପାଇଁ ପ୍ରଶାସନ ଦେଲା ଅନୁମତି  ।  କରୋନା ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ…

ମନ୍ କି ବାତ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତକୁ ନେଇ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାୟୋଜିତ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୮୭ ତମ ସଂସ୍କରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତ ତରଫରୁ କରାଯାଉଥିବା ରପ୍ତାନୀ ଓ ଅନ୍ୟ ମୁଦ୍ଦା ଉପରେ ଆଲୋଚନା କରିଛନ୍ତି ।…

ନୂଆଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ପର୍ବ-୨୦୨୨

ଦିଲ୍ଲୀ: ନୂଆଦିଲ୍ଲୀଠାରେ ଓଡିଶା ପର୍ବ-୨୦୨୨ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୨କୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ମୋଡରେ ଏଥିରେ ଯୋଡି ହୋଇଛନ୍ତି ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ ।…

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଲକ୍ଷ୍ନୌର ଅଟଳ ବିହାରି ବାଜପେୟୀ ଇକ୍ନା ଷ୍ଟାଡିୟମରେ ଆଜି ଯୋଗୀ ଆଦିତ୍ୟ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଆନନ୍ଦିବେନ ପଟେଲ ଯୋଗୀଙ୍କୁ ଶପଥ ପାଠ କରାଇଛନ୍ତି । ଏହି ଶପଥ ପାଠ ସମାରୋହରେ…

[ଭିଡିଓ] ପ୍ରି ଓସ୍କାର ଆୱାର୍ଡ ଇଭେଣ୍ଟରେ ବ୍ଲାକ ଶାଢୀ ପିନ୍ଧି ଗର୍ଜିୟସ୍ ଲୁକରେ ନଜର ଆସିଲେ ପ୍ରିୟଙ୍କା ଚୋପ୍ରା

ଦିଲ୍ଲୀ : ବଲିଉଡ ବିୟୁଟି ପ୍ରିୟଙ୍କା ଚୋପ୍ରା ଦେଶୀ ଲୁକରେ ନଜର ଆସିଲେ । ଆସନ୍ତା ୨୭ ତାରିଖରେ ଓସ୍କାର ଆୱାର୍ଡ ଅନୁଷ୍ଠିତ ହେବାକୁ ଯାଉଛି ।ଏହି ଇଭେଣ୍ଟ ପୂର୍ବରୁ ମାର୍ଚ୍ଚ ୨୩ ତାରିଖରେ ଏକ ପ୍ରି ଇଭେଣ୍ଟ ଆୟୋଜନ କରାଯାଇଥିଲା । ଏହି ଇଭେଣ୍ଟରେ ପ୍ରିୟଙ୍କା ଚୋପ୍ରା ବ୍ଲାକ ଶାଢୀ ପିନ୍ଧି…