Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ପିଲାର ସାଜ୍ଞାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଗଲା ଛାଡ଼ପତ୍ର, କୋର୍ଟଙ୍କ ନିଷ୍ପତ୍ତି ସମସ୍ତଙ୍କୁ କଲା ତାଜୁବ

ନୂଆଦିଲ୍ଲୀ: ପିଲାର ସାଜ୍ଞାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ହୋଇଛି ଛାଡ଼ପତ୍ର। ଆଉ ଏପ୍ରରି ଛାଡ଼ପତ୍ରକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଏପରି ଘଟଣା ଘଟିଛି ଚୀନରେ। ନିଜ ପିଲାଙ୍କର ଉପନାମକୁ ନେଇ ଦମ୍ପତିଙ୍କ ମଧ୍ୟରେ ବିବାଦ ଏମିତି ହେଲା ଯେ ଶେଷରେ ସେମାନଙ୍କ…

42 ଦିନରେ 25 କେଜି ଓଜନ କମାଇ ଦେଲେ ଡାକ୍ତର, ପାଇଲେ ବଡ଼ ଆୱାର୍ଡ

ନୂଆଦିଲ୍ଲୀ: ଚୀନର ଜଣେ ଡାକ୍ତର ନିଜର ଫିଟନେସ ଯାତ୍ରା ପାଇଁ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛନ୍ତି। 31 ବର୍ଷୀୟ ଡାକ୍ତର ୱୁ ତିୟାନଜେନ ଝୋଙ୍ଗନାନ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି। ସେ 42 ଦିନରେ 25 କିଲୋ ଓଜନ କମ କରି ପ୍ରତିଷ୍ଠିତ ବଣ୍ଡବିଲିଂ ପ୍ରତିଯୋଗତାରେ କମାଲ…

ଏହି ଗ୍ରାମରେ କ୍ଷୀର ବିକିବା ପାପ

ରାଜସ୍ଥାନରେ ଏ ଭଳି ଏକ ଗ୍ରାମ ଅଛି ଯେଉଁଠାରେ କ୍ଷୀର ବିକ୍ରି କରିବା ମନା । ଏହାକୁ ଏଠାରେ ପାପ ମନେ କରାଯାଏ । କ୍ଷୀର ବିକ୍ରି କରିବା ପୁଅ ବିକିବା ସହ ସମାନ ଭାବେ ବିବେଚନା କରାଯାଏ । ସୋନେଲା ପଂଚାୟତର ମାଲୀପୁରା କୁସମା ଗ୍ରାମବାସିନ୍ଦାଙ୍କ କହିବା ଅନୁସାରେ ଭଗବାନ ଶ୍ରୀରାମଙ୍କ ପୁତ୍ର…

କାହିଁକି ପୁଅକୁ ସବୁଆଡେ ସାଙ୍ଗରେ ନିଅନ୍ତି ଏଲନ ମସ୍କ?

ନୂଆଦିଲ୍ଲୀ: ପୁଅ ଏକ୍ସକୁ ଏଲନ ମସ୍କଙ୍କ ସାଙ୍ଗରେ ସବୁଠି ଦେଖିବାକୁ ମିଳୁଛି । ହ୍ବାଇଟ୍ ହାଉସର ଓଭାଲ ଅଫିସ ହେଉ କି ମହାକାଶଚାରୀଙ୍କ ସହ ବୈଠକ, କିମ୍ବା ବିଶ୍ବର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ମିଟିଂ । ଆମେରିକା  ଡିପାର୍ଟମେଣ୍ଟ ଅଫ୍ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି ବା ସରକାରୀ…

ୟୁରୋପ ଉପରେ ଅସନ୍ତୁଷ୍ଟ ଟ୍ରମ୍ପ, ଚୀନ ନେବ ଫାଇଦା !

ନୂଆଦିଲ୍ଲୀ: ନିକଟରେ ଜର୍ମାନୀରେ ହୋଇଥିବା ମ୍ୟୁନିଖ ସୁରକ୍ଷା ସମ୍ମେଳନରେ ୟୁରୋପକୁ ନେଇ ତେଢା ଆଭିମୁଖ୍ୟ ଦେଖାଇଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ବେନ୍ସ । ନାଟୋ ରହିବାକୁ ହେଲେ ୟୁରୋପୀୟ ୟୁନିୟନ ଦେଶଗୁଡିକ ସେମାନଙ୍କ ପ୍ରତିରକ୍ଷା ବଜେଟ୍ ବଢାଇବା ଉଚିତ୍ ବୋଲି ସେ କହିଛନ୍ତି । ପୂର୍ବରୁ…

ଦିଲ୍ଲୀ ଦଳାଚକଟା ପରେ ଅଣ୍ଟା ଭିଡିଲେ କେନ୍ଦ୍ର ସରକାର: ୬୦ ଷ୍ଟେସନ ଉପରେ ନଜର ରଖିବ ଏଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଦଳାଚକଟା ପରେ ଏବେ ରେଳ ଷ୍ଟେସନ ପାଇଁ କିଛି ନୂଆ ଯୋଜନା ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହାକୁମ୍ଭ ଭକ୍ତଙ୍କ ପ୍ରୟାଗରାଜ ଅଭିମୁଖେ ଟ୍ରେନ୍ ଧରିବା ସମୟରେ ହଠାତ୍ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ହେବା ପରେ କିଛି ଏପରି…

ଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ୨୬ ଯାଏଁ ମିଳିବନି ପ୍ଲାଟଫର୍ମ ଟିକେଟ

ନୂଆଦିଲ୍ଲୀ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭକୁ ଯିବା ପାଇଁ ଦିଲ୍ଲୀର ରେଳ ଷ୍ଟେସନଗୁଡ଼ିକରେ ପ୍ରବଳ ଭିଡ଼ ପରିଲିକ୍ଷିତ ହେଉଛି। ନିକଟରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ପ୍ରାୟ ୨୦ରୁ ୨୫ ଜଣ ଆହତ ହୋଇଥିଲେ। ସୂଚନା ଅନୁଯାୟୀ, ଏହି ଘଟଣା…

ଫେବୃଆରୀ, ମାର୍ଚ୍ଚ ନା ଏପ୍ରିଲ ? କେଉଁ ମାସରେ ଆସିଥାଏ ଅଧିକ ଭୂକମ୍ପ

ନୂଆଦିଲ୍ଲୀ: ଦୁନିଆରେ ଶକ୍ତିଶାଳୀ ଭୂକମ୍ପ କେଉଁ ମାସରେ ଅନୁଭୂତ ହୋଇଥାଏ ? ଏହି ପ୍ରଶ୍ନ ଆପଣଙ୍କ ମନରେ ବି ଆସୁଥିବ ନିଶ୍ଚୟ। ନିକଟରେ ଆସିଥିବା ଏକ ରିପୋର୍ଟ ଏନେଇ ଖୁଲାସା କରିଛି। 8 ତୀବ୍ରତାରୁ ଅଧିକ ଝଟକା ଦେଉଥିବା ଭୂକମ୍ପକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପୂରା ବିଶ୍ୱରେ…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିବାଦ, ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ଉଡିଲାନି

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଆୟୋଜକ ହେଉଛି ପାକିସ୍ତାନ। କିନ୍ତୁ ସୁରକ୍ଷାକୁ ନଜରରେ ରଖି ପାକ୍ ଗସ୍ତ ଭାରତ ସରକାର ଟିମ୍ ଇଣ୍ଡିଆକୁ ଅନୁମତି ଦେଇନଥିଲେ। ଯାହା ଫଳରେ ହାଇବ୍ରିଡ୍ ମଡେଲ୍ ଆଧାରରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। ତେବେ ଏହାରି ମଧ୍ୟରେ ଲାହୋରର…

ଭଏସ କମାଣ୍ଡ ଦ୍ବାରା ଗୁଗୁଲ୍ ପେରେ ହେବ ପେମେଣ୍ଟ !

ଭୁବନେଶ୍ବର: ଗୁଗୁଲ୍ ପେ ନିଜର ୟୁଜରଙ୍କ ପାଇଁ ଏକ ନୂତନ ଏବଂ ସାନଦାର୍ ଫିଚର ଆଣିବାକୁ ଯାଉଛି। ଯାହାଦ୍ବାରା  ଡିଜିଟାଲ୍ ପେମେଣ୍ଟ ଦୁନିଆରେ ଏକ ବଡ ପରିବର୍ତ୍ତନ ଆସିବ । ଖବରମୁତାବକ, ଭଏସ ଫିଚର ଗୁଗୁଲପେ ରେ ଯୋଡାଯିବ, ଫଳରେ ୟୁଜରମାନେ ଭଏସ କମାଣ୍ଡ ଦ୍ବାରା ନିଜର ପେମେଣ୍ଟ୍ କରିପାରିବେ ।…