Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

୧୯ରେ ଆସିବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ..୨୦ରେ ଶପଥ ଗ୍ରହଣ!

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରେ ଦିଲ୍ଲୀକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ ଚେହେରା । ଏନେଇ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ମିଳିଥିବା ସୂଚନା ମୁତାବକ, ଆସନ୍ତା ୧୯ ତାରିଖରେ ଦିଲ୍ଲୀ ବିଧାୟକ ଦଳ ବୈଠକ ବସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ।…

ଭୂମିକମ୍ପରେ ଥରିଲା ରାଜଧାନୀ, ଭୟଭୀତ ଲୋକେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଭୂକଂପ ଝଟକା । ଦିଲ୍ଲୀ ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଛି। ଭୂମିକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଧୋଲାକୁଆଁ ନିକଟରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଆଜି ସକାଳ ୫ଟା…

ଶେଷ ହେଉଛି ଲାଲ ଚନ୍ଦନ !

ନୂଆଦିଲ୍ଲୀ: ସିନେମା ହଲରୁ ଆରମ୍ଭ କରି ଓଟିଟି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି ପୁଷ୍ପା ୨ : ଦ ରୁଲ। ଅଲୁ ଅର୍ଜୁନଙ୍କ ଏହି ଫିଲ୍ମ ସମସ୍ତଙ୍କୁ ପଛରେ ପକାଇଛି। ଏହି ଫିଲ୍ମ ଭାରତରେ ୧ ହଜାର କୋଟିରୁ ଅଧିକ ଟଙ୍କା ରୋଜଗାର କରି ସାରିଛି। ଏହି ଫିଲ୍ମ ଲାଲ ଚନ୍ଦନ ତସ୍କରି ଆଧାରିତ ହୋଇଥିବା ବେଳେ,…

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ; କାଲି ଘୋଷଣା, ୧୮ରେ ଶପଥ ଗ୍ରହଣ

ନୂଆଦିଲ୍ଲୀ: କିଏ ହେବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ଏନେଇ କାଲି ଚୂଡାନ୍ତ ନିଷ୍ପତ୍ତି ହେବ। କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶପଥ ଗ୍ରହଣ ସମାରୋହ ୧୮ ତାରିଖରେ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଶପଥ ଗ୍ରହଣ ଉତ୍ସବରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ…

ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ, ତେଜିଲା ବିବାଦ

ନୂଆଦିଲ୍ଲୀ: ଋଷର ଏକ ମଦ କମ୍ପାନୀ ରୋବର୍ଟ ତାର ବିଅର କ୍ୟାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଲୋକମାନେ ଋଷ ନିକଟରେ ଏହି ପ୍ରସଙ୍ଗ ଉଠାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ନିବେଦନ…

ସାମ୍ନାକୁ ଆସିଲା ଏଲନ୍‌ ମସ୍କଙ୍କ ଆଉ ଗୋଟେ ଛୁଆ, ଏହା ତାଙ୍କର ୧୩ ନମ୍ୱର ପିଲା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଏଲନ୍‌ ମସ୍କଙ୍କ ଆଉ ଗୋଟେ ଛୁଆ । ସେଣ୍ଟ କ୍ଲେୟାର୍ ନାମକ ଜଣେ ମହିଳାଙ୍କ ଗର୍ଭରୁ ମସ୍କଙ୍କର ଏହି ୧୩ ନମ୍ବର ପିଲାଟି ଜନ୍ମ ହୋଇଥିବା ଜଣାପଡ଼ିଛି । ଏଲନ୍‌ ମସ୍କ ହିଁ ତାଙ୍କ ପିଲାର ବାପା ବୋଲି ସେଣ୍ଟ କ୍ଲାୟାରେ କହିଛନ୍ତି । ପିଲାଟିକୁ ଏବେ ୫ ମାସ । ସେଣ୍ଟ…

ଷ୍ଟେସନରେ ଦଳାଚକଟା; ଏକାଭଳି ଦୁଇ ଟ୍ରେନର ନାମକୁ ନେଇ ଯାତ୍ରୀଙ୍କ ମଧ୍ୟରେ ହଇଚଇ… 

ନୂଆଦିଲ୍ଲୀ: ଗତ ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ମଧ୍ଯ ହୋଇଥିଲେ। ତେବେ ଫୁଟ ଓଭର ବ୍ରିଜ୍ ରୁ ଓହ୍ଲାଇବା ସମୟରେ କିଛି ଯାତ୍ରୀ ନିଜର ଭାରସାମ୍ୟ ହରାଇ ଅନ୍ୟମାନଙ୍କ ଉପରେ ପଡ଼ିଯିବାରୁ ଏପରି ଅଭାବନୀୟ ଘଟଣା ଘଟିଥିବା…

ମହାକୁମ୍ଭରେ ବୁଡ ପକାଇବେ ରାହୁଲ ଏବଂ ପ୍ରିୟଙ୍କା

ନୂଆଦିଲ୍ଲୀ: ମହାକୁମ୍ଭରେ ବୁଡ ପକାଇବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ । ଆସନ୍ତା ୧୯ ତାରିଖରେ ରାହୁଲ ଏବଂ ପ୍ରିୟଙ୍କା ମହାକୁମ୍ଭ ଯିବେ । ଏନେଇ କଂଗ୍ରେସ ନେତା ଅଜୟ ରାୟ ବଡ ଖୁଲାସା କରିଛନ୍ତି । ରାହୁଲ ଏବଂ ପ୍ରିୟଙ୍କା ସାଙ୍ଗ ହୋଇ ଫେବୃଆରୀ ୧୯ରେ…

ଆପଣଙ୍କର ବ୍ରେକଅପ୍ କରିପାରେ ଏହି ଅଭ୍ୟାସ, ତୁରନ୍ତ ବଦଳାନ୍ତୁ…

ନୂଆଦିଲ୍ଲୀ: ଆଜିର ସମୟରେ ଲଭ ବ୍ରେକଅପ୍ ଏକ ସାଧାରଣ କଥା ହେଇଗଲାଣି । ଛୋଟ ଛୋଟ କଥାରେ ସମ୍ପର୍କ ଭାଙ୍ଗିବା ବହୁ ସମୟରେ ନଜର ଆସୁଛି । ବର୍ତ୍ତମାନ ସମୟରେ କେହି କାହାରି କଥା ଶୁଣିବା, ସହିବାକୁ ପ୍ରସ୍ତୁତ ନାହାନ୍ତି । ପ୍ରତ୍ୟେକ କଥାରେ ମିଛ ସ୍ବାଭିମାନ ଆଗକୁ ଆସୁଛି ଯାହାଫଳରେ ସମ୍ପର୍କ ଭଲ…

‘ନିଜ ପ୍ରତି ଦୟାଳୁ ହୁଅ’: ପରୀକ୍ଷା ପେ ଚର୍ଚ୍ଚାରେ ପିଲାଙ୍କୁ ଟିପ୍ସ ଦେଲେ ବିକ୍ରାନ୍ତ, ଭୂମି

ନୂଆଦିଲ୍ଲୀ: ପରୀକ୍ଷା ପାଖେଇ ପାଖେଇ ଆସିଲାଣି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ସବୁ ବର୍ଷ ପିଲାମାନଙ୍କୁ ଉଦବୋଧନ ଦେଇଥାନ୍ତି । କିନ୍ତୁ ଏବେ ସେଲିବ୍ରିଟି ମାନେ ମଧ୍ୟ ପିଲାଙ୍କ ମନୋବଳ ବଢାଇବା ପାଇଁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ…