Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ବାହାରିଲା ଆମେରିକା

ନୂଆଦିଲ୍ଲୀ : ଆମେରିକାର ୪୭ତମ ଏବଂ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଥର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଟ୍ରମ୍ପ ନେଇ ନେଇଛନ୍ତି ବଡ଼ ନିଷ୍ପତ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଆମେରିକାକୁ ବାହାର କରି ନେଇଛନ୍ତି ସେ । ଏବେ ପ୍ରଶ୍ନ ଉଠୁଛୁ କ'ଣ ହେବ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର... ? ଆମେରିକା…

ମୋତେ ପାର୍ବତୀ ଦରକାର; ପୂର୍ବତନ ପ୍ରେମିକାଙ୍କୁ ନେଇ ଆଇଆଇଟି ବାବାଙ୍କ ପ୍ରତିକ୍ରିୟା… 

ପ୍ରୟାଗରାଜ: ମହାକୁମ୍ଭ ୨୦୨୫ରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଆଇଆଇଟି ବାବା ଅଭୟ ସିଂହ। ତାଙ୍କ ଭିଡିଓଗୁଡ଼ିକ ଖୁବ୍ ଭାଇରାଲ ମଧ୍ଯ ହେଉଛି। ସେ ନିଜେ ପରିବାର, ଆଇଆଇଟି ବମ୍ବେରେ ପାଠପଢ଼ା, କାନାଡାରେ ଚାକିରି ଏବଂ ପ୍ରେମ କାହାଣୀ ବିଷୟରେ ଖୋଲାଖୋଲି ଆଲୋଚନା ମଧ୍ଯ କରିଥାନ୍ତି।…

ଆରଜି କର ମାମଲା: ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ଲାଗି ହାଇକୋର୍ଟରେ ସରକାରଙ୍କ ଆବେଦନ

କୋଲକାତା: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି। ସିଆଲଦା କୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡର ରାୟକୁ ଚ୍ୟାଲେଞ୍ଜ କରିଛନ୍ତି ପଶ୍ଚିମବଙ୍ଗ ସରକାର। ସଞ୍ଜୟକୁ ମୃତ୍ଯୁ ଦଣ୍ଡାଦେଶ ଲାଗି କୋଲକାତା ହାଇକୋର୍ଟରେ ଆବେଦନ କରିଛନ୍ତି…

ଟ୍ରମ୍ପଙ୍କ ମୁହଁ ଆକୃତିର ଡାଇମଣ୍ଡର ପ୍ରତିମୂର୍ତ୍ତି, ୪.୫ କ୍ୟାରେଟ୍‌ ହୀରାରେ ତିଆରି 

ସୁରଟ: ଗୁଜୁରାଟର ଜଣେ ହୀରା ବ୍ୟବସାୟୀ ୬୦ ଦିନର କଠିନ ପରିଶ୍ରମ ପରେ ଏକ ସୁନ୍ଦର ହୀରାର ପ୍ରତିମା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତିଙ୍କ ମୁହଁର ଚିତ୍ର ରହିଛି। ୫ ଜଣ କୁଶଳୀ କାରିଗର ନିଜର ଚମତ୍କାରିତା ଏଥିରେ ଦେଖାଇପାରିଛନ୍ତି। ସୂଚନା ଅନୁଯାୟୀ,…

ଚାକିରିରୁ ବାହାର କରିଦେବାରୁ ଅଫିସ୍ ଆଗରେ କଲେ କଳାଯାଦୁ!

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାରୀ ସହରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଚାକିରିରୁ ବାହାର କରିଦେବାରୁ ଅଫିସ ଆଗରେ କିଛି କର୍ମୀ କଳାଯାଦୁ କରିଥିବା ସନ୍ଦେହ କରାଯାଉଛି । ଅଫିସ ସମ୍ମୁଖରୁ ଯାହା ଏହି ସନ୍ଦେହକୁ ଦ୍ବିଗୁଣିତ କରିଛି । ଖବର ମୁତାବକ, କର୍ଣ୍ଣାଟକ ମିଲ୍କ ଫେଡରେସନ…

ଦିଲ୍ଲୀ ମହିଳାଙ୍କ ମନରେ କିଏ?

ନୂଆଦିଲ୍ଲୀ: କାହା ସପକ୍ଷରେ ଦିଲ୍ଲୀ ମହିଳା ଭୋଟର ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଦିଲ୍ଲୀରେ ନିର୍ଣ୍ଣାୟକ ହେବେ ମହିଳା ଭୋଟର । କାହାକୁ ଦିଲ୍ଲୀ ଗାଦିରେ ବସାଇବେ ଅଧା ଜନସଂଖ୍ୟା? ଦିଲ୍ଲୀରେ ୫ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ବଢିଛି ରାଜନୈତିକ ପାରଦ। ତେବେ ସବୁ ଦଳର ଫୋକସରେ…

ଟ୍ରମ୍ପ ଆସିବା ପରେ ବଢିଲା ଭାରତର ୫ଚିନ୍ତା

ନୂଆଦିଲ୍ଲୀ: ଟ୍ରମ୍ପ ୨.୦ରେ କେମିତି ରହିବ ଭାରତ ସହ ସଂପର୍କ? ଟ୍ରମ୍ପଙ୍କ ଆମେରିକା ଫାଷ୍ଟ ନୀତି, ଭାରତକୁ କେତେ ଲାଭ? ପ୍ରଚାର ସମୟରେ ହିଁ ଭାରତ ଉପରେ ଶୁଳ୍କ ବଢାଇବା ନେଇ ସଂକେତ ଦେଇସାରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏଭଳି ସ୍ଥିତିରେ ଭାରତକୁ ନେଇ କଣ ରହିବ ଟ୍ରମ୍ପ ପ୍ରଶାସନ ଆଭିମୁଖ୍ୟ,…

ସରକାରଙ୍କ ହାତକୁ ଯିବକି ସୈଫ ଅଲୀ ଖାନଙ୍କ ସମ୍ପତ୍ତି… 

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ପରିବାରର ୧୫ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟପ୍ରଦେଶ ସରକାର ନିଜ କବଜାକୁ ନେଇପାରନ୍ତି। ସୈଫ୍ ଅଲ୍ଲୀ ଖାନ ଏବଂ ଶର୍ମିଲା ଟାଗୋରଙ୍କ ପରିବାରର ସମ୍ପତ୍ତି କୋହେଫିଜାରୁ ଭୋପାଳର ଚିକଲୋଡ ପର୍ଯ୍ୟନ୍ତ ବ୍ୟାପିଛି। ପଟୌଦି ପରିବାରର ପ୍ରାୟ…

ଡିସଚାର୍ଜ ପରେ ଆଉ ଘରକୁ ଯିବେନି ସୈଫ୍…

ମୁମ୍ବାଇ: ଆକ୍ରମଣ ପରେ ଏବେ ଧିରେ ଧିରେ ସୁସ୍ଥ ହେଉଛନ୍ତି, ଅଭିନେତା ସୈଫ୍‌ ଅଲ୍ଲୀ ଖାନ। ଏଥିପାଇଁ ଆଜି ତାଙ୍କୁ ଡାକ୍ତରଖାନରୁ ଡିସଚାର୍ଜ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସୈଫଙ୍କ ଡାକ୍ତର। ଛୁରାମାଡ ଘଟଣାର ୬ଦିନ ପରେ ଏବେ ସୈଫଙ୍କ ଅବସ୍ଥା ସୁସ୍ଥ ଥିବାରୁ, ସେ ମୁମ୍ବାଇର ଲୀଳାବତୀ…

ମହାକୁମ୍ଭ ମେଳାରେ ଥିବା ‘ପିପେ ସେତୁ’ ଅଢ଼େଇ ହଜାର ବର୍ଷ ପୁରୁଣା, ଜାଣନ୍ତୁ ଇତିହାସ

ପ୍ରୟାଗରାଜ: ବର୍ତ୍ତମାନ ଦେଶର ଉତ୍ତରପ୍ରଦେଶ ସ୍ଥିତ ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ଭବ୍ୟସ ଆୟୋଜନ । ଏଥିରେ ଦେଶ ବିଦେଶରୁ ଅନେକ ସାଧୁ, ନାଗା ସାଧୁ, ସନ୍ତଙ୍କ ସମେତ ଭାରତ ଓ ବିଦେଶୀ ପର୍ଯ୍ୟଟକ ମାନେ ବହୁମାତ୍ରାରେ ଯାଇ ବୁଡ ପକାଉଥିବାର ଦେଖିବାକୁ ମିଳୁଛି । ଏହି ସମୟରେ ମହାକୁମ୍ଭ ସଙ୍ଗମ…