Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନ ପାଇଁ ଚାରିଆଡୁ ବିପଦ !

ନୂଆଦିଲ୍ଲୀ: ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଜାଫର ଏକ୍ସପ୍ରେସ ଟ୍ରେନ୍ ହାଇଜାକ୍ ହେଉ କି ନୌସକିରେ ସେନା ଉପରେ ଆକ୍ରମଣ ଘଟଣା, ବଲୁଚିସ୍ତାନ ସ୍ଥିତି ଏବେ ପାକିସ୍ତାନ ନିୟନ୍ତ୍ରଣ ବାହାରେ । ହିଂସା ବଢୁଥିବା ବେଳେ ପାକିସ୍ତାନ ସେନାକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି ।…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଜିଓ ହଟଷ୍ଟାରରେ ଫ୍ରି'ରେ ଦେଖିପାରିବେ ଆଇପିଏଲ। ଜିଓ ଏହାର ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି…

ସୁନା ରୂପାରେ ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର…

ନୂଆଦିଲ୍ଲୀ: ହୁ ହୁ ବଢି ଚାଲିଛି ସୁନା ଦର । ଦିନ ବଢିବା ସାଙ୍ଗେ ସାଙ୍ଗେ ସୁନା ଦରରେ ବି ରେକର୍ଢ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି, ୨୦ ମାର୍ଚ୍ଚ, ୨୦୨୫ ଗୁରୁବାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯୦୬୨.୩ ଟଙ୍କା, ଯାହା…

ଦିଶା ସାଲିଆନ ମୃତ୍ୟୁ ଘଟଣା; ଆଦିତ୍ୟ ଠାକରେଙ୍କ ବିରୋଧରେ ମାମଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ ଝିଅ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ସେ ବୁଧବାର ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଆବେଦନରେ ଶିବସେନା (UBT) ନେତା ଆଦିତ୍ୟ…

ଟାଟା ଆଣୁଛି ଡ୍ରାଇଭରଲେସ୍ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ: ଭାରତୀୟ ଅଟୋମୋବାଇଲ୍ ନିର୍ମାତା ଟାଟା ମୋଟର୍ସ ଟେସଲା ପରି ସ୍ୱୟଂଶାସିତ ଡ୍ରାଇଭିଂ ଫିଚର ଥିବା ଇଲେକ୍ଟ୍ରିକ୍ କାର ଆଣୁଛି । ଟାଟାର ଏହି ସ୍ୱୟଂଚାଳିତ ଯାନର ନାମ ହେଉଛି Tata Yu (ଟାଟା ୟୁ); ଯାହା ସେଲ୍ଫ ଡ୍ରାଇଭିଂ ଫିଚର ସହିତ ଆସେ । କିଛି ଦିନ ତଳେ ଟାଟା ମୋଟର୍ସ ଏକ ଗାଡି…

UPIରେ ଟଙ୍କା ନେଲେ ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ UPI ପେମେଣ୍ଟ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍। UPI ପେମେଣ୍ଟକୁ ଆହୁରି ଲୋକପ୍ରିୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ସରକାର। କମ ମୂଲ୍ୟର UPI ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା,…

୨୫ ସେଲିବ୍ରିଟିଙ୍କ ନାଁରେ ମାମଲା, ଫସିଛନ୍ତି ସାଉଥର ବଡ ବଡ ଷ୍ଟାର

ନୂଆଦିଲ୍ଲୀ: ୨୫ ଜଣ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କଲା ତେଲେଙ୍ଗାନା ପୋଲିସ୍ । ସାଇବରାବାଦର ମିୟାପୁର ପୋଲିସ ବେଟିଂ ଆପ୍ଲିକେସନକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣାଶୁଣା ଅଭିନେତା ରାଣା ଡାଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରକୋଣ୍ଡା, ମାଞ୍ଚୁ ଲକ୍ଷ୍ମୀ ଏବଂ ନିଧି ଅଗ୍ରୱାଲ ସମେତ…

ମହିଳାଙ୍କ ସ୍ତନ ଧରିବା, ପାଇଜାମା ଟାଣିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ଆହ୍ଲାବାଦ: ସ୍ତନ ଧରିବା, ତାଙ୍କ ପାଇଜାମାର ନାଡା ଟାଣିବା ଏବଂ ତାଙ୍କୁ କଲଭର୍ଟ ତଳକୁ ଟାଣି ନେବାକୁ ଚେଷ୍ଟା କରିବାକୁ ଦୁଷ୍କର୍ମ ବିବେଚନା କରାଯିବ ନାହିଁ ବୋଲି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ନିମ୍ନ ଅଦାଲତ ଦ୍ୱାରା ଲଗାଯାଇଥିବା ଅଭିଯୋଗରେ ପରିବର୍ତ୍ତନ…

ପାକିସ୍ତାନୀ ଗୁପ୍ତଚର ସାଜିଥିଲା ଭାରତୀୟ ଯୁବକ, ଲିକ୍ କରୁଥିଲା ଡିଫେନ୍ସ ସିକ୍ରେଟ୍

ବେଙ୍ଗାଲୁରୁ: ଗୁଇନ୍ଦା ସଂସ୍ଥାକୁ ବଡ ସଫଳତା । ପାକିସ୍ତାନୀ ଗୁପ୍ତଚର ସାଜିଥିବା ଆଉ ଜଣେ ଭାରତୀୟ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥା ।  କେନ୍ଦ୍ର, ରାଜ୍ୟ ଏବଂ ପ୍ରତିରକ୍ଷା ଗୁଇନ୍ଦା ସଂସ୍ଥାଗୁଡ଼ିକର ମିଳିତ ଅଭିଯାନରେ, ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍…

ଅଧିକ ପ୍ରୋଟିନ ଖାଉଛନ୍ତି କି ? ହୋଇପାରେ ସାଂଘାତିକ ସମସ୍ୟା

ନୂଆଦିଲ୍ଲୀ : ଗାଜିଆବାଦର ଇନ୍ଦିରାପୁରମରେ ବ୍ୟାୟାମ ସମୟରେ ଜଣେ ଜିମ୍ ପ୍ରଶିକ୍ଷକଙ୍କ ମୃତ୍ୟୁ ଘଟିଛି। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡି ନଥିଲେ ମଧ୍ୟ ବାଳକଟି ବ୍ୟାୟାମ କରିବା ପୂର୍ବରୁ ପ୍ରୋଟିନ ଶେକ୍ ଖାଇଥିବା ସୂଚନା ମିଳିଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ,…