Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ‘ହୀରୋସୀମା-ନାଗାସାକୀ’: ଏବେବି ଜନ୍ମ ନେଉଛନ୍ତି ବିକଳାଙ୍ଗ ଛୁଆ

ବେଙ୍ଗାଲୁରୁ: ଜାପାନୀ ସହର ହିରୋସୀମା ଏବଂ ନାଗାସାକି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଉପରେ ପଡିଥିବା ପରମାଣୁ ବୋମା , ଏବେ ବି ବିଭୀଷିକା ରଚିଛି । ସେଦିନ ମୃତ୍ୟୁ, ଧ୍ୱଂସ ଏବଂ ଯୁଦ୍ଧର ଅନ୍ତ ଘଟିଥିଲା ସତ ହେଲେ ଏବେ ବି ସେଠି ଘାସ ଟିଏ ବି କଅଁଳିବାକୁ ଡରେ । ସେଠିକା ପିଲା ଏବେ ବି…

ମୋହର ମାରିଲେ କୋର୍ଟ, ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ

ମୁମ୍ବାଇ: ବିବାହ ବନ୍ଧନରୁ ମୁକ୍ତ ହେଲେ ଚହଲ ଓ ଧନଶ୍ରୀ । ଭାରତୀୟ କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଅଫିସିଆଲି ଡିଭୋର୍ସ ହୋଇସାରିଛି । ଆଜି ସେମାନଙ୍କର ଡିଭୋର୍ସ ହୋଇଥିବା ନେଇ ରିପୋର୍ଟରୁ ଜଣାପଡିଛି । ଆଜି ବମ୍ବେ ହାଇକୋର୍ଟ ସେମାନଙ୍କର ପାରସ୍ପରିକ…

ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ଘୋଡାଇଲା ଏଏସଆଇ

ନାଗପୁର: ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାରେ ଥିବା ଔରଙ୍ଗଜେବଙ୍କ ସମାଧିର କିଛି ଅଂଶକୁ ଏଏସଆଇ ଟିଣ ଚାଦରରେ ଘୋଡାଇ ଦେଇଛି। ନାଗପୁରରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପରେ ଛତ୍ରପତି ସମ୍ଭାଜୀନଗର ଜିଲ୍ଲାପାଳ ଦିଲୀପ ସ୍ୱାମୀ ଏବଂ ପୋଲିସ ଅଧୀକ୍ଷକ ବିନୟକୁମାର ରାଠୋଡ ଏଏସଆଇ…

କେବଳ ଏକ ଗୀତ ନା ରହିଛି କିଛି ସତ୍ୟତା….ଛାଡପତ୍ର ବିବାଦ ଭିତରେ ଧନଶ୍ରୀଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କ୍ରିକେଟର ୟୁଜଭେନ୍ଦର ଚହଲ ଏବଂ ତାଙ୍କ ପତ୍ନୀଙ୍କର ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି…

ପାକିସ୍ତାନ ପାଇଁ ଚାରିଆଡୁ ବିପଦ !

ନୂଆଦିଲ୍ଲୀ: ପାକିସ୍ତାନର ମୁଣ୍ଡବିନ୍ଧା ବଢାଇଛି ବଲୁଚିସ୍ତାନ । ଜାଫର ଏକ୍ସପ୍ରେସ ଟ୍ରେନ୍ ହାଇଜାକ୍ ହେଉ କି ନୌସକିରେ ସେନା ଉପରେ ଆକ୍ରମଣ ଘଟଣା, ବଲୁଚିସ୍ତାନ ସ୍ଥିତି ଏବେ ପାକିସ୍ତାନ ନିୟନ୍ତ୍ରଣ ବାହାରେ । ହିଂସା ବଢୁଥିବା ବେଳେ ପାକିସ୍ତାନ ସେନାକୁ ବାରମ୍ବାର ଟାର୍ଗେଟ୍ କରାଯାଉଛି ।…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର, ଏଣିକି ଜିଓ ହଟଷ୍ଟାରରେ ଫ୍ରି’ରେ ଦେଖିପାରିବେ ଆଇପିଏଲ

ନୂଆଦିଲ୍ଲୀ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଜିଓ ହଟଷ୍ଟାରରେ ଫ୍ରି'ରେ ଦେଖିପାରିବେ ଆଇପିଏଲ। ଜିଓ ଏହାର ପୁରୁଣା ଏବଂ ନୂଆ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଅଫର ଆଣିଛି। ୨୯୯ ଟଙ୍କା କିମ୍ବା ତଦ୍ଦୁଦ୍ଧ୍ୱର୍ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି…

ସୁନା ରୂପାରେ ନିଆଁ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର…

ନୂଆଦିଲ୍ଲୀ: ହୁ ହୁ ବଢି ଚାଲିଛି ସୁନା ଦର । ଦିନ ବଢିବା ସାଙ୍ଗେ ସାଙ୍ଗେ ସୁନା ଦରରେ ବି ରେକର୍ଢ ବୃଦ୍ଧି ପରିଲକ୍ଷିତ ହୋଇଛି । ଆଜି, ୨୦ ମାର୍ଚ୍ଚ, ୨୦୨୫ ଗୁରୁବାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ୯୦୬୨.୩ ଟଙ୍କା, ଯାହା…

ଦିଶା ସାଲିଆନ ମୃତ୍ୟୁ ଘଟଣା; ଆଦିତ୍ୟ ଠାକରେଙ୍କ ବିରୋଧରେ ମାମଲା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ବାପା ସତୀଶ ସାଲିଆନ ଝିଅ ମୃତ୍ୟୁ ମାମଲାର ସାନି ତଦନ୍ତ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ସେ ବୁଧବାର ବମ୍ବେ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଆବେଦନରେ ଶିବସେନା (UBT) ନେତା ଆଦିତ୍ୟ…

ଟାଟା ଆଣୁଛି ଡ୍ରାଇଭରଲେସ୍ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ: ଭାରତୀୟ ଅଟୋମୋବାଇଲ୍ ନିର୍ମାତା ଟାଟା ମୋଟର୍ସ ଟେସଲା ପରି ସ୍ୱୟଂଶାସିତ ଡ୍ରାଇଭିଂ ଫିଚର ଥିବା ଇଲେକ୍ଟ୍ରିକ୍ କାର ଆଣୁଛି । ଟାଟାର ଏହି ସ୍ୱୟଂଚାଳିତ ଯାନର ନାମ ହେଉଛି Tata Yu (ଟାଟା ୟୁ); ଯାହା ସେଲ୍ଫ ଡ୍ରାଇଭିଂ ଫିଚର ସହିତ ଆସେ । କିଛି ଦିନ ତଳେ ଟାଟା ମୋଟର୍ସ ଏକ ଗାଡି…

UPIରେ ଟଙ୍କା ନେଲେ ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ UPI ପେମେଣ୍ଟ ଉପରେ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍। UPI ପେମେଣ୍ଟକୁ ଆହୁରି ଲୋକପ୍ରିୟ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ସରକାର। କମ ମୂଲ୍ୟର UPI ପେମେଣ୍ଟ ସହିତ ଡିଜିଟାଲ ପେମେଣ୍ଟକୁ ବୃଦ୍ଧି କରିବା,…