Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ସଫା

ସୁକୁମା: ଛତିଶଗଡର ସୁକୁମା ବିଜାପୁର ସୀମାରେ ପୁଣି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ରହିଛି । ଡିଆରଜି, ଏସଟିଏଫ୍‌, କୋବ୍ରା ବାହିନୀର ମିଳିତ ଅପରେସନରେ ଏହି ସଫଳତା ମିଳିଛି । ଏବେ ମଧ୍ୟ ଉକ୍ତ…

କାଲିଫର୍ଣ୍ଣିଆ ଜଙ୍ଗଲରେ ବ୍ୟାପୁଛି ନିଆଁ: ଗଭର୍ଣ୍ଣର ଏବଂ ବାଇଡେନଙ୍କ ଉପରେ ବର୍ଷିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ଲସ୍ ଏଞ୍ଜଲିସ ଏବେ ଭୟାବହ ଅଗ୍ନିକାଣ୍ଡର ସାମ୍ନା କରୁଛି । ଜଙ୍ଗଲ ନିଆଁ ଏବେ ଧିରେ ଧିରେ ଜନବସତି ଆଡକୁ ମୁହାଁଇଲାଣି ।  ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ…

ଛୁଆ ପାଇଁ କ୍ଷୀର ଆଣିବା ଲାଗି ଓହ୍ଲାଇଥିଲେ, ଛାଡି ଦେଲା ଟ୍ରେନ… 

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କ ଶିଶୁ ପାଇଁ କ୍ଷୀର କିଣିବା ପାଇଁ ଷ୍ଟେସନରେ ଓହ୍ଲାଇଥିଲେ। କିନ୍ତୁ ଏହାରି ମଧ୍ଯରେ ଟ୍ରେନ୍ ଛାଡିବା ଆରମ୍ଭ କରିଦେଇଥିଲା। ଏହା ଦେଖି ମହିଳା ଜଣକ ପ୍ଲାଟଫର୍ମରେ ଦୌଡ଼ିବାକୁ ଲାଗିଥିଲେ। କିନ୍ତୁ ସେତେବେଳକୁ ଟ୍ରେନ୍ ଦ୍ରୁତ ଗତିରେ ଆଗକୁ ମାଡି ଯାଇଥିଲା।…

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ରାଙ୍କିଂ ଜାରି; ଜାଣନ୍ତୁ କାହାକୁ ମିଳିଛି କେଉଁ ସ୍ଥାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ରାଙ୍କିଂ ପ୍ରକାଶ ପାଇଛି । ୨୦୨୫ ବର୍ଷର ପ୍ରଥମ ଛଅ ମାସ ପାଇଁ ଏହା ପ୍ରକାଶ ପାଇଛି । ହେନଲି ଗ୍ଲୋବାଲ ପ୍ରତିବର୍ଷ ଏହି ତାଲିକା ପ୍ରକାଶ କରେ । ରାଙ୍କିଂ ଏହି ଆଧାରରେ ପ୍ରସ୍ତୁତ କରେ ଯେ, ଜଣେ ପାସପୋର୍ଟଧାରୀ ବ୍ୟକ୍ତି ବିନା ଭିସାରେ…

ପ୍ରଥମ ଥର ପାଇଁ ଆଣ୍ଡାମାନର ଜରାୱା ଜନଜାତିକୁ ମିଳିଲା ଭୋଟର ପରିଚୟ ପତ୍ର

ନୂଆଦିଲ୍ଲୀ: ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଜରାୱା ଜନଜାତିକୁ ଭୋଟର ତାଲିକାଭୁକ୍ତ କରାଯାଇଛି। ଏହି ସମ୍ପ୍ରଦାୟର ୧୯ ଜଣ ସଦସ୍ୟଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିଛି ପ୍ରଶାସନ। ସେମାନଙ୍କୁ ଭୋଟର ପରିଚୟପତ୍ର…

ଦୁବାଇରେ ତାଲିବାନ ମନ୍ତ୍ରୀ ସହ ଭାରତୀୟ ବୈଦେଶିକ ସଚିବଙ୍କ ଆଲୋଚନା

ନୂଆଦିଲ୍ଲୀ: ଭାରତ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସହିତ ଉଚ୍ଚସ୍ତରୀୟ ଆଲୋଚନା କରିଛି। ବୈଦେଶିକ ସଚିବ ବିକ୍ରମ ମିସ୍ରି ବର୍ତ୍ତମାନ ଦୁବାଇ ଗସ୍ତରେ ଅଛନ୍ତି। ଭାରତୀୟ ବୈଦେଶିକ ସଚିବ ବିକ୍ରମ ମିସ୍ରି ଦୁବାଇରେ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର…

ଡୋମେଷ୍ଟିକ୍ ଏୟାରଲାଇନ୍ ଆଇଏମଡିକୁ ଦେବେ ପାଣିପାଗ ତଥ୍ୟ

ନୂଆଦିଲ୍ଲୀ: ଏୟାରଲାଇନ୍‌ଗୁଡ଼ିକ ଖୁବ୍‌ଶୀଘ୍ର ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍‌ଡି)କୁ ଦେବେ ପାଣିପାଗ ତଥ୍ୟ । ବର୍ଷକ ଭିତରେ ଡୋମେଷ୍ଟିକ୍ ଏୟାରଲାଇନ୍‌ଗୁଡ଼ିକ ଲାଗି ପାଣିପାଗ ତଥ୍ୟ ଦେବା ବାଧ୍ୟତାମୂଳକ କରାଯିବ ବୋଲି ସରକାର ବିଚାର କରୁଛନ୍ତି । ବିମାନ ଉଡ଼ାଣ ଓ ଅବତରଣ ବେଳେ…

ପୁଣି ଥରେ ସ୍ଥଗିତ ରହିଲା ସ୍ପାଡେକ୍ସ ମିଶନ ଇନ-ସ୍ପେଶ୍ ଡକିଂ

ନୂଆଦିଲ୍ଲୀ: ପୁଣି ଥରେ ସ୍ପାଡେକ୍ସ ମିଶନ ଡକିଂକୁ ସ୍ଥଗିତ ରଖିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । ମହାକାଶରେ ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପାଡେକ୍ସ ମିଶନରେ ହେବାକୁ ଥିବା ଇନ-ସ୍ପେଶ୍ ଡକିଂକୁ ସମୟକୁ ପୁଣି ଥରେ ଘୁଞ୍ଚାଇଛି । ପୂର୍ବରୁ ମଧ୍ୟ ଜାନୁଆରୀ ୭ରୁ ୯ ତାରିଖକୁ…

କାଲି ଶାମ୍ବ ଦଶମୀ: ବିନା ଏଣ୍ଟ୍ରି ଫି’ରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ

କୋଣାର୍କ: ଶାମ୍ବଦଶମୀରେ ମାଗଣାରେ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ କରିବେ ପର୍ଯ୍ୟଟକ। ଗୁରୁବାର ଶାମ୍ବଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ପର୍ଯ୍ୟଟକମାନଙ୍କ ନିମନ୍ତେ ପ୍ରବେଶ ଶୁଳ୍କ  ଛାଡ କରାଯାଇଥିବା ଏଏସ୍‌ଆଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ପବିତ୍ର…

ତିରୁପତି ମନ୍ଦିରରେ ଦଳାଚକଟା, ୬ ମୃତ ଅନେକ ଆହତ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ବଡ଼ ଅଘଟଣ । ମନ୍ଦିରରେ ବୈକୁଣ୍ଠ ଦ୍ବାର ନିକଟରେ ହୋଇଛି ଦଳାଚକଟା । ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବୁଧବାର ମନ୍ଦିରରେ ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନର ଟିକେଟ୍ ପାଇଁ ଏପରି ଦଳାଚକଟାର ହୋଇଛି…