Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର, ୩୦ ବର୍ଷ ପରେ ଏହି ସ୍ଥାନରେ ଦେଖାଗଲେ ଶାଗୁଣା ପଲ

ଧାମପୁର: ପକ୍ଷୀ ତଥା ପରିବେଶ ପ୍ରେମୀଙ୍କ ପାଇଁ ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ଏହି ଅଂଚଳରେ ଶାଗୁଣା ପଲ ଦେଖିବାକୁ ମିଳିଛନ୍ତି । ଅମାନଗଢ଼ ରିଜର୍ଭ ଫରେଷ୍ଟ ବ୍ୟତୀତ ଅନ୍ୟ ସ୍ଥାନରେ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଛି । ରିପୋର୍ଟ ମୁତାବକ ୧୦୦ରୁ ଅଧିକ ଶାଗୁଣାଙ୍କୁ ଏକତ୍ର ଦେଖିବାକୁ…

ରାଜଧାନୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ:ଦିଲ୍ଲୀରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ବ୍ରିଟେନର ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଥିବା ବସନ୍ତକୁଞ୍ଜ ଥାନାରେ ଅଭିଯୋଗ ହୋଇଛି । କିଛି ମାସ ତଳେ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିବା କୈଳାସ ନାମକ ଜମେ ଯୁବକ, ସଂପୃକ୍ତ ମହିଲାଙ୍କୁ ଦୁଷ୍କର୍ମ କରିଥିବା…

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଆସିଲା ବଡ଼ ଖବର, ତିିନି ସପ୍ତାହ ମଧ୍ୟରେ ଖତମ

ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ଲାଗିପରେ ବିରାମ । ଆମେରିକାର ପ୍ରସ୍ତାବିତ ୩୦ ଦିନିଆ ଯୁଦ୍ଧବିରତି ପାଇଁ ୟୁକ୍ରେନ ରାଜି ହୋଇଥିବା ବେଳେ ରୁଷିଆ ମଧ୍ୟ ସେହି ଦିଗକୁ ଆଗେଇ ଥିବା ଜଣାପଡ଼ିଛି । ମସ୍କୋ ଏନେଇ ଦାବି ତାଲିକା ଦେଇଥିବା ଜଣାପଡ଼ିଛି । ତାଲିକାରେ କଣ ରହିଛି ତାହା ଜଣାପଡ଼ି…

ଗାଡ଼ି ପାର୍କିଂକୁ ନେଇ ମାରପିଟ୍, ବୈଜ୍ଞାନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗାଡ଼ି ପାର୍କିଂକୁ ନେଇ ମାରପିଟ୍, ବୈଜ୍ଞାନିକଙ୍କ ମୃତ୍ୟୁ। ପଞ୍ଜାବ ମୋହାଲିର ସେକ୍ଟର ୬୭ରେ ଏମିତି ଅଭାବନୀୟ ଘଟଣା ଘଟିଛି। ମୃତ ବୈଜ୍ଞାନିକଙ୍କ ନାମ ଡକ୍ଟର ଅଭିଷେଖ ସ୍ବର୍ଣ୍ଣକାର ଏବଂ ତାଙ୍କ ଘର ଜାଡ଼ଖଣ୍ଡ ଧାନବାଦରେ । ମୋହାଲି ସ୍ଥିତ Indian Institute of Science…

ଦୁନିଆର ସବୁଠୁ ଦାମୀ ଔଷଧ, ଜାଣନ୍ତି କି…

ନୂଆଦିଲ୍ଲୀ: ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ବର୍ଷ ମାନଙ୍କରେ ପୁରା ଦୁନିଆରେ ପ୍ରଳୟ କରିଥିବା କରୋନା । କରୋନା ସତେ ଯେମିତି ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଥିଲା । ତେବେ ଏବେ ବି କରୋନା ସମ୍ପୁର୍ଣ୍ଣ ଭାବରେ ଦୁନିଆରୁ…

ଜୀବନ ସାରା ଶୋଇନାହାନ୍ତି ଏହି ବ୍ୟକ୍ତି…..ଆଶ୍ଚର୍ଯ୍ୟ!… ବଞ୍ଚିଥିଲେ କେମିତି?

ନୂଆଦିଲ୍ଲୀ: ଶରୀର ପାଇଁ ପର୍ଯ୍ୟପ୍ତ ପରିମାଣର ନିଦ୍ରା ଆବଶ୍ୟକ । ନହେଲେ ସ୍ବାସ୍ଥ୍ୟବସ୍ଥା ବିଗିଡିପାରେ । ପ୍ରତିଟି ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ ଠଶରୁ ଏହି ଉକ୍ତି ନିହାତି ଶୁଣିଥିବେ । ଆଉ ଯେତେବେଳେ ଆମେ ପର୍ଯ୍ୟାପ୍ତ ନିଦ ବି ନ ପାଉ, ସେତେବେଳେ ଆମେ କ୍ଳାନ୍ତ ହିଁ ଅନୁଭବ କରୁ ।…

କିଡନୀ ରୋଗରୁ ରକ୍ଷା ପାଇଁ କେତେ ସମୟ ବ୍ୟାୟାମ ଆବଶ୍ୟକ? ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରତିବର୍ଷ ମାର୍ଚ୍ଚ ମାସର ଦ୍ୱିତୀୟ ଗୁରୁବାରରେ ବିଶ୍ୱ କିଡନୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କିଡନୀ ରୋଗର ବର୍ଦ୍ଧିତ ବିପଦ, ଏହାର ପ୍ରତିରୋଧ ଏବଂ ଉପଯୁକ୍ତ ଯତ୍ନ ବିଷୟରେ ସଚେତନ କରିବା । କିଡନୀ ଆମ ଶରୀରର ସବୁଠାରୁ…

ଥମୁନି ଭାଷା ବିବାଦ: ବଜେଟରେ ଟଙ୍କା ପ୍ରତୀକକୁ ବଦଳାଇଲେ ତାମିଲନାଡୁ ସରକାର

ନୂଆଦିଲ୍ଲୀ: ତାମିଲନାଡୁରେ ହିନ୍ଦୀ ଭାଷାକୁ ନେଇ ଲଢ଼େଇ ଥମିବାର ନାଁ ନେଉନାହିଁ । ଯାହାକୁ ନେଇ ଏବେ ବାଦ ବିବାଦ ଜାରି ରହିଥିବା ବେଳେ ଏବେ ଏହାକୁ ନେଇ ଏକ ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ତାମିଲନାଡୁରେ ହିନ୍ଦୀରେ ଟଙ୍କାର ପ୍ରତୀକ '₹' ହଟାଇ ଦେଇଛନ୍ତି । ଏହାକୁ…

ହୋଲି ଖେଳିବାରୁ ମିଳିଥିଲା ଦଣ୍ଡ, ଚିଠିରେ ଲେଖିଥିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ରଙ୍ଗର ଓ ଭାଇଚାରାର ପର୍ବ ହୋଲି । ଭାରତର ପ୍ରମୁଖ ପର୍ବ ମାନଙ୍କ ମଧ୍ୟରୁ ହୋଲି ହେଉଛି ସ୍ବତନ୍ତ୍ର । ବର୍ଷକୁ ଥରେ ଏହି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ରଙ୍ଗ ମୟ ହୋଇଯାଏ ସାରା ଭାରତ । କୁକର୍ମ ଏବଂ କୁପ୍ରଥାକୁ ଜାଳି ପାରସ୍ପରିକ ଭାଇଚାରା ବଜାୟ ରଖିବା ହେଉଛି ହୋଲି…

ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାବେ ପୁଣି ଫେରିବେ ଶେଖ ହାସିନା। ହାସିନାଙ୍କ ଘନିଷ୍ଠ ସହଯୋଗୀ ତଥା ଆମେରିକା ଆୱାମୀ ଲିଗର ଉପାଧ୍ୟକ୍ଷ ଡକ୍ଟର ରାବି ଆଲାମ ବୁଧବାର ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ଶେଖ ହସିନା ଖୁବ୍ ଶୀଘ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ ଫେରିବେ। ଏହା…