Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ: ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ଲକ୍ଷ୍ୟ

ନୂଆଦିଲ୍ଲୀ: ସଂସଦରେ ଆଜିଠୁ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ। ସଂସଦର ଉଭୟ ଗୃହର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ସେହିପରି ଆଜି ଅର୍ଥ ମନ୍ତ୍ରୀ…

ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ। ବଜେଟ୍ ଅଧିବେଶନ ଅବସରରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବଜେଟ୍ ଅଧିବେଶନ ଅବସରରେ ଅଭିଭାଷଣରେ…

ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍‌ରେ ସେନା ମୁଖ୍ୟଙ୍କ ମୃତ୍ୟୁ: ସ୍ପଷ୍ଟ କଲା ହମାସ୍

ନୂଆଦିଲ୍ଲୀ: ଇସ୍ରାଏଲ୍ ଏୟାର ଷ୍ଟ୍ରାଇକ୍‌ରେ ମହମ୍ମଦ ଦୈଫ୍‌ଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ମାସକ ପରେ ସେନା ମୁଖ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ହମାସ୍। ସେନା ମୁଖ୍ୟଙ୍କ ମୃତ୍ୟୁ ନେଇ ଭିଡିଓ ଜରିଆରେ ସ୍ପଷ୍ଟ କଲା ହମାସ୍। ହମାସ୍‌ ସେନାର ଡେପୁଟି କମାଣ୍ଡର୍‌ଙ୍କ ମୃତ୍ୟୁ…

ଏଲଓସିରେ ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ, ସେନା ଗୁଳିରେ ଟଳିରେ ୩ ଆତଙ୍କୀ

ଶ୍ରୀନଗର: ସୁରକ୍ଷାକର୍ମୀକୁ ବଡ ସଫଳତା। ଏଲଓସିରେ ଆତଙ୍କୀଙ୍କ ପ୍ରବେଶ ଯୋଜନା ପଣ୍ଡ ହୋଇଛି। ସୀମାରେ ଫୁଟିଲା ଗୁଳି। ଯବାନଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ। ଜମ୍ମୁକାଶ୍ମୀର ପୁ଼ଞ୍ଛରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୩ ଆତଙ୍କୀଙ୍କୁ ନିପାତ…

ପୋଲିସକୁ ବଡ଼ ସଫଳତା: କୋମ୍ବିଂ ଅପରେସନ ବେଳେ ବଡ଼ ମାଓ କ୍ୟାମ୍ପ ଠାବ

ବିଜାପୁର: ଛତିଶଗଡ଼ର ବିଜାପୁର ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା। ତୁମରେଲ ଜଙ୍ଗଲରେ ଯବାନଙ୍କ କୋମ୍ବିଂ ଅପରେସନ ବେଳେ ଏକ ବଡ଼ ମାଓ କ୍ୟାମ୍ପ ଠାବ ହୋଇଛି। ମାଓ କ୍ୟାମ୍ପରେ ଚାଲିଥିଲା ଇଆଇଡି ତିଆରି କାରଖାନା। ଯାହାକୁ ଠାବ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ଅନୁସାରେ ମାଟି ତଳେ…

ଏହି ଦେଶରେ ରହିବା ପାଇଁ ଲକ୍ଷାଧିକ ଟଙ୍କା ସହ ମିଳିଥାଏ ଅନେକ ସୁବିଧା

ନୂଆଦିଲ୍ଲୀ: କିଛି ଦେଶ ଏପରି ଅଛି ଯେଉଁଠାରେ ସରକାର ସେମାନଙ୍କର ବିରଳ ଜନବସତି ଥିବା ଅଞ୍ଚଳଗୁଡ଼ିକୁ ପୁନଃ ଜନବସତି କରିବା ପାଇଁ ଲୋକଙ୍କୁ ଟଙ୍କା ଦିଅନ୍ତି? ଏହା ଟିକେଶୁଣିବାକୁ ଅଜବ ଲାଗିପାରେ, କିନ୍ତୁ ଏହା ସତ୍ୟ । ଇଟାଲୀ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ପର୍ତ୍ତୁଗାଲ ଏବଂ ଗ୍ରୀସ ଭଳି ଦେଶ…

୧୫ ମିନିଟ ସମୟ ସାମ୍ନାରେ ୭୦ କୋଟି, ଯେତେ ଗଣି ପାରିବ ସେତେ ନେଇପାରିବ : ଏମିତି ବନସ ଦେଲା କମ୍ପାନି

ନୂଆଦିଲ୍ଲୀ: ଯଦି ଆପଣଙ୍କ କମ୍ପାନି କୌଣସି ଏକ ଉତ୍ସବରେ ୧୫ କୋଟି ଟଙ୍କା ବନସ ଭାବେ ଆପଣଙ୍କ ସାମ୍ନାରେ ରଖେ ତେବେ ଆପଣ କ’ଣ କରିବେ ? ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସେଠାକାର ଏକ କମ୍ପାନି ବନସ ଭାବେ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ଏକ ଟେବୁଲ ଉପରେ ରଖିଥିଲା। ଆଉ କମ୍ପାନି…

ଭାରତର ଏକ ମାତ୍ର ଟ୍ରେନ୍ ଯେଉଁଥିରେ ବିନା ଟିକେଟରେ ହୁଏ ଯାତ୍ରା

ନୂଆଦିଲ୍ଲୀ: ଭାରତୀୟ ରେଳବାଇର ପ୍ରତ୍ୟେକ ଟ୍ରେନ୍‌ ରେ ବିନା ଟିକେଟରେ ଯାତ୍ରା କରିବା ଏକ ଅପରାଧ ହୋଇଥିବାବେଳେ, ଏପରି ଏକ ଟ୍ରେନ୍‌ ଅଛି ଯେଉଁଥିରେ ଆପଣ ମାଗଣାରେ ଯାତ୍ରା କରିପାରିବେ । ଗତ ୭୫ ବର୍ଷ ଧରି ଏହି ଟ୍ରେନ୍ ରେ ସମ୍ପୂର୍ଣ୍ଣ ମାଗଣାରେ ଯାତ୍ରା କରୁଛନ୍ତି ଲୋକେ । ହେଲେ କାହିଁକି?…

ଛାତ୍ରଙ୍କୁ ବିବାହ କଲେ ପ୍ରଫେସର ମାଡାମ, ଭାଇରାଲ ହେଲା ଭିଡିଓ ଆଉ ତା’ପରେ…

କୋଲକାତା: ଛାତ୍ରଙ୍କୁ ବିବାହ କଲେ ପ୍ରଫେସର୍ ମାଡାମ୍ । ତାହା ପୁଣି କଲେଜ ପରିସରରେ ଏହି ବାହାଘର ହୋଇଛି । ପ୍ରଫେସର ମାଡାମ୍ ପୂରା କନିଆଁ ବେଶରେ ସଜେଇ ହୋଇଥିଲେ । ଛାତ୍ର ଜଣକ ତାଙ୍କ ସୀମନ୍ତରେ ସିନ୍ଦୁର ଲଗାଇ ଦେଇଛନ୍ତି । ପୁଣି ଉଭୟଙ୍କ ମଧ୍ୟରେ ହୋଇଛି ବରଣମାଳା ଆଦାନ-ପ୍ରଦାନ । ଭାଇରାଲ…

୨୭ବର୍ଷ ହେଲା ଖୋଜୁଥିଲେ କୁମ୍ଭମେଳାରେ ପାଇଲେ…

ନୂଆଦିଲ୍ଲୀ: ଥିଲେ ଗଙ୍ଗାସାଗର ଯାଦବ ହେଲେ ବାବା ରାଜକୁମାର ! ସିଧାସାଧା ସଂସାରୀ ମଣିଷରୁ ଅଘୋରୀ ବାବା ! ପରିବାରକୁ ଚିହ୍ନିବାକୁ ବାବା ନାରାଜ ! ସତ ଜାଣିବାକୁ ବାବାଙ୍କ ଡିଏନଏ ଟେଷ୍ଟ ପାଇଁ ଦାବି କଲେ ପରିବାର । ଉତ୍ତରପ୍ରଦେଶ ପ୍ରୟାଗରାଜ କୁମ୍ଭମେଳାରେ ୨୭ବର୍ଷ ପରେ ହଜିଲା ପୁଅକୁ ପାଇଥିବା…