Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆସାମ କୋଇଲା ଖଣି ଅଘଟଣ: ୩ ଜଣଙ୍କ ମୃତଦେହ ଉଦ୍ଧାର, ଏତଲା ରୁଜୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଦିଶପୁର: ଜାନୁଆରୀ ୬ ତାରିଖରେ ଆସାମର ଉମରଙ୍ଗସୋରେ ଥିବା ୩୦୦ ଫୁଟ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଖଣି କର୍ମଚାରୀ ଫସିରହିଥିବା ଘଟଣାରେ ଆଜି ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଅନ୍ୟ ୬ ଜଣଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଆସାମ ରାଇଫଲ୍ସ, ଏନଡିଆରଏଫ ଓ ଏସଡିଆରଏଫ…

ଅଷ୍ଟ୍ରେଲିଆରେ ସାମୁଦ୍ରିକ ବିମାନ ଦୁର୍ଘଟଣା ଗ୍ରସ୍ତ; ୩ ଗୁରୁତର, ୩ ନିଖୋଜ

କାନବେରା: ଅଷ୍ଟ୍ରେଲିଆର ଏକ ପର୍ଯ୍ୟଟନ ଦ୍ୱୀପ ନିକଟରେ ଏକ ସାମୁଦ୍ରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ଅପରାହ୍ନରେ ରୋଟନେଷ୍ଟ ଦ୍ୱୀପରୁ ଟେକ୍ ଅଫ୍ ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣା ପଡିଛି । ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ତିନି ଜଣ ନିଖୋଜ…

କଂଗ୍ରେସର ହାତ ଛାଡ଼ିଲେ ଅଖିଳେଶ, ମମତା ଓ ଉଦ୍ଧବ ! କହିଲେ ଦିଲ୍ଲୀରେ ଆସୁ ଆପ୍ ସରକାର

ନୂଆଦିଲ୍ଲୀ : ଦିଲ୍ଲୀରେ ନିର୍ବାଚନ ବିଗୁଲ ବାଜି ସାରିଛି। ଏବେ ଆହୁରି ଜୋରଦାର ହେଉଛି ନିର୍ବାଚନ ପ୍ରଚାର। କଂଗ୍ରେସ ସମେତ ଆପ ଓ ବିଜେପି ନିଜ ନିଜର ରଣନୀତି ନେଇ ମୈଦାନକୁ ଓହ୍ଲାଇଛନ୍ତି। ହେଲେ ଏହାରି ଭିତରେ ଦିଲ୍ଲୀ ରାଜନୀତିକୁ ରୋଚକ କରାଉଛି ଇଣ୍ଡାଆ ମେଣ୍ଟରେ ଥିବା ନେତାଙ୍କ ବୟାନ।…

ତେଜିଲା ବାସଭବନ ରାଜନୀତି: ମୁହାଁମୁହିଁ ପୋଲିସ-ଆପ୍ ନେତା..

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ତାରିଖ ଘୋଷଣା ହେବା ପରେ ଏବେ ଦିଲ୍ଲୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଆସନ୍ତା ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ । କୁହାଯାଉଛି, ଏହି ଘୋଷଣାରେ ବିଜେପି ଖୁସି ଥିବା ବେଳେ ଆପ୍ ନେତେ ଏତେଟା ଖୁସି ନାହାନ୍ତି । ଯାହାକୁ ନେଇ କାଳେ ଏବେ ଦିଲ୍ଲୀ…

ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପାଇଁ କିପରି ଯାଞ୍ଚ ହେବ ପିଲାଙ୍କ ବୟସ…

ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନିକଟରେ ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ (DPDP) ନିୟମ ପାଇଁ ଡ୍ରାଫ୍ଟ ନିୟମ ପ୍ରକାଶ କରିଛି। ଉକ୍ତ ଡ୍ରାପ୍ଟକୁ ନେଇ ବର୍ତ୍ତମାନ ଲୋକଙ୍କ ମତାମତ ନିଆଯାଉଛି। ଏହି ଡ୍ରାଫ୍ଟ ନିୟମ ଅନୁଯାୟୀ ଏବେ ୧୮ ବର୍ଷରୁ…

ଆମେରିକାର ଅଂଶ ହୋଇଯିବ କାନାଡ଼ା ? ଟ୍ରମ୍ପଙ୍କ ପୋଷ୍ଟ ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ : ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନଜର ଏବେ କାନାଡ଼ା ଉପରେ। ପୂର୍ବରୁ କାନାଡ଼ାକୁ ଆର୍ଥିକ ଶକ୍ତି ଆଧାରରେ ଆମେରିକାର ଏକ ଅଂଶ କରିବାକୁ ଟ୍ରମ୍ପ ଇଚ୍ଛା ପ୍ରକାଶ କରିଥିଲେ। ଆଉ  ଏବେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ କାନାଡା ଏବଂ ଆମେରିକାର ଏକ…

ଚୀନକୁ ଚାଲାଣ ହେଉଛି ଭାରତୀୟଙ୍କ କେଶ, ଧରିଲା ଡିଆରଆଇ

ପାଟନା : ଭାରତରୁ ଚୀନକୁ ଚାଲାଣ ହେଉଛି ମଣିଷ କେଶ। ଦକ୍ଷିଣ ଭାରତର କିଛି ମନ୍ଦିରରୁ ଚୋରି କରାଯାଇ ଭାୟା ବିହାର ହୋଇ ନେପାଳ ରାସ୍ତାରେ ଚୀନକୁ ଚୋରା ଚାଲାଣ ହେଉଛି ମଣିଷ କେଶ। ଏବେ ଏହି ରାକେଡକୁ ଧରିଛି ଡାୟରେକ୍ଟରେଟ ଅଫ ରେଭିନ୍ୟୁ ଇଣ୍ଟେଲିଜନ୍ସ (ଡିଆରଆଇ) । ପଶ୍ଚିମବଙ୍ଗର ଦୁଇ ଚୋରା…

ମହାକୁମ୍ଭରେ ନିଆରା ସାଧୁ; କାହା ପାଖରେ ଲାପଟପ୍, ଆମ୍ବାସଡର ଗାଡି଼, ଆଉ ନଖ… 

ପ୍ରୟାଗ: ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିବା ପ୍ରୟାଗରାଜ ମହାକୁମ୍ଭ ମେଳାରେ ସାମିଲ ହେବା ପାଇଁ ଦେଶ ତଥା ବିଶ୍ୱରୁ ଅନନ୍ୟ ସାଧୁମାନେ ପହଞ୍ଚିଛନ୍ତି। ତେବେ ଏଠାକୁ ଆସିଥିବା ବାବା ମାନଙ୍କ ଭିନ୍ନଭିନ୍ନ ଅନ୍ଦାଜ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। * କମ୍ପ୍ୟୁଟର ବାବା ଦାସ ତ୍ୟାଗୀ ନାମକ…

ନାଗପୁର ପରେ ମୁମ୍ବାରେ ଚିହ୍ନଟ ହେଲେ ଏଚଏମପିଭି ଆକ୍ରାନ୍ତ

ମୁମ୍ବାଇ: କର୍ଣ୍ଣାଟକ, ଗୁଜୁରାଟ ପରେ ଏବେ ମହାରାଷ୍ଟ୍ରରେ ପ୍ରବେଶ କରିସାରିଲାଣି ଏଚଏମପିଭି ଭାରସ୍ । ନାଗପୁର ପରେ ଏବେ ମୁମ୍ବାଇର ପୱଇ ସ୍ଥିତ ହିରାନନ୍ଦାନୀ ହସ୍ପିଟାଲରୁ ଏକ ଏଚଏମପିଭି ମାମଲା ସାମ୍ନାକୁ ଆସିଛି। ସେଠାରେ ଏକ ୬ମାସର ଶିଶୁ ଶରୀରରେ ଏହି ଲକ୍ଷଣ ଦେଖିବାକୁ ମିଳିଛି । ଶିଶୁଟିର…