Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଧାନମନ୍ତ୍ରୀଙ୍କ ଫିଟନେସ୍ ମନ୍ତ୍ର, ମେଦବହୁଳତା ହ୍ରାସ ପାଇଁ କରିବାକୁ ହେବ ଏହି କାମ..

ନୂଆଦିଲ୍ଲୀ: ଦେଶରେ ମେଦବହୁଳତା ବୃଦ୍ଧି ପାଉଥିବା ସମସ୍ୟା ଉପରେ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡରେ ଜାତୀୟ କ୍ରୀଡାର ଉଦଘାଟନୀ ଉତ୍ସବରେ ମୋଦି ତାଙ୍କ ଭାଷଣରେ କହିଛନ୍ତି ଯେ, 'ଆପଣ ସମସ୍ତେ ଫିଟନେସ ବୁଝନ୍ତି, ତେଣୁ ମୁଁ ଏକ ଚ୍ୟାଲେଞ୍ଜ…

ଦିଲ୍ଲୀରେ ‘ଯମୁନା’ ରାଜନୀତି

ନୂଆଦିଲ୍ଲୀ: ଦିନେ ଦିଲ୍ଲୀର ଲାଇଫ୍ ଲାଇନ୍ ରହିଥିବା ଯମୁନା ଏବେ ପାଲଟିଛି ରାଜନୀତିର କେନ୍ଦ୍ର । ନିର୍ବାଚନର ଦିନ କେଇଟା ପୂର୍ବରୁ ଯମୁନାରେ ଜହରକୁ ନେଇ ବଡ଼ ଅସ୍ତ୍ର ଛାଡିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଯମୁନା ପ୍ରଦୂଷଣ ପଛରେ ହରିୟାଣାର ବଡ ଷଡ଼ଯନ୍ତ୍ର ଆଡକୁ ଆଙ୍ଗୁଳି…

ନୋବେଲ ଶାନ୍ତି ପାଇଁ ଏଲନ ମସ୍କ ମନୋନୀତ

ନୂଆଦିଲ୍ଲୀ: ୨୦୨୫ ନୋବେଲ ଶାନ୍ତି ପାଇଁ ଏଲନ ମସ୍କଙ୍କ ନାମ ମନୋନୀତ କରାଯାଇଛି। ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ ବ୍ରାଙ୍କୋ ଗ୍ରିମ୍ସ ଏନେଇ ସ୍ପଷ୍ଟ କରିଛନ୍ତି। ନୋବେଲ ଶାନ୍ତି ପାଇଁ ଏଲନ୍ ମସ୍କଙ୍କ ନାମକୁ ଏକ ଆବେଦନ ଜରିଆରେ ନରୱେଜିଆନ୍ ନୋବେଲ୍ କମିଟିକୁ ପଠାଯାଇଛି। ଗ୍ରିମ୍ସ…

ଫେବୃଆରୀ ୪ ଯାଏଁ ମହାକୁମ୍ଭକୁ ବସ ସେବା ବାତିଲ କଲା ଓଏସଆରଟିସି

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି) ମହାକୁମ୍ଭ ମେଳାକୁ ବସ ସେବା ବାତିଲ କରିଛି। ଫେବୃଆରୀ ୪, ୨୦୨୫ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ। "ଏହି ବାତିଲକରଣ ଯୋଗୁଁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ", ବୋଲି ଓଏସଆରଟିସି ପକ୍ଷରୁ ସୋସିଆଲ…

ବ୍ୟାପୁଛି ଜିବିଏସ ରୋଗ, କୋଲକାତାରେ ୩ ଜଣଙ୍କ ମୃତ୍ୟୁ ସନ୍ଦେହ

କୋଲକାତା: ଦେଶରେ ଜିବିଏସ ରୋଗର ଆତଙ୍କ ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହି ରୋଗ ଏବେ ରାଜ୍ୟ ପରେ ରାଜ୍ୟ ବ୍ୟାପିବା ଆରମ୍ଭ କରିଛି। ବଙ୍ଗଳାରେ, ଗତ ଚାରି ଦିନ ମଧ୍ୟରେ ଜଣେ ଶିଶୁ ସମେତ ତିନି ଜଣଙ୍କର ସନ୍ଦେହଜନକ ଜିବିଏସ କାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଗତ କିଛି ଦିନ…

କୋଲନ୍ କ୍ୟାନସର ଚିହ୍ନଟ ହେଲା ସହଜ; କେବଳ ରକ୍ତ ପରୀକ୍ଷା ମାଧ୍ୟମରେ ମିଳିପାରିବ ଲକ୍ଷଣ

ନୂଆଦିଲ୍ଲୀ: କୋଲୋନ୍ କ୍ୟାନସର ହେଉଛି ଏକ ପ୍ରକାର କ୍ୟାନସର । ଏହା ଉପରେ ଏକ ନୂଆ ଅନୁସନ୍ଧାନ କରାଯାଇଛି ଯେଉଁଥିରେ ଜଣାପଡିଛି ଯେ ବର୍ତ୍ତମାନ ଏହା କେବଳ ରକ୍ତ ପରୀକ୍ଷା ମାଧ୍ୟମରେ ଚିହ୍ନଟ ହୋଇପାରିବ, ଯାହା ରୋଗୀଙ୍କୁ ଯଥାଶୀଘ୍ର ଚିକିତ୍ସା କରିବା ସମ୍ଭବ ହେବ। କର୍କଟ ରୋଗର ଲକ୍ଷଣ:…

ବିରାଟ କୋହଲିଙ୍କୁ ଦେଖିବା ପାଇଁ ଠେଲାପେଲା, ଅନେକ ଆହତ

ନୂଆଦିଲ୍ଲୀ: ଆଜି ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ଦିଲ୍ଲୀ ଏବଂ ରେଲୱେ ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳାଯାଉଛି। ବିରାଟ କୋହଲି ଏହି ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଖେଳିବେ। ମ୍ୟାଚରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ରେଲଓ୍ବେ ଦଳ ବ୍ୟାଟିଂ କରୁଛି। ତେବେ ମ୍ୟାଚ୍…

ଲିଭ୍-ଇନ୍‌ରେ ରହିବାକୁ ହେଲେ ଦେବାକୁ ପଡିବ ପୂର୍ବ ସମ୍ପର୍କର ବିବରଣୀ, ଭରିବାକୁ ପଡିବ ୧୬ ପୃଷ୍ଠାର ଫର୍ମ

ଡେରାଡୁନ: ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (UCC) ଲାଗୁ ହୋଇଛି। ଏହା ଲାଗୁ ହେବା ପରେ ଅନେକ ନିୟମ ପରିବର୍ତ୍ତନ ହୋଇଛି। ଯଦି ଆପଣ ରାଜ୍ୟରେ ଲିଭ୍-ଇନ୍ ସମ୍ପର୍କରେ ରହୁଛନ୍ତି କିମ୍ବା ରହିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବହୁତ ଆଇନଗତ ପ୍ରକ୍ରିୟା ଦେଇ ଯିବାକୁ ପଡିବ। ଏଥିମଧ୍ୟରୁ…

ହେବ କି ମହାବିନାଶ; ପ୍ରଳୟ ସମୟ କହିଲେ ପରମାଣୁ ବିଜ୍ଞାନୀ…

ୱାଶିଂଟନ: ସାରା ଦୁନିଆରେ ହେବ କି ମହାବିନାଶ। ସୂଚନା ଅନୁଯାୟୀ, ପରମାଣୁ ବୈଜ୍ଞାନିକମାନେ ୭୮ ବର୍ଷ ପୂର୍ବେ ଏକ ଅନନ୍ୟ ପ୍ରକାରର ଘଣ୍ଟା ତିଆରି କରିଥିଲେ। ଯାହାକୁ ଡୁମ୍ସଡେ ଘଣ୍ଟା ବୋଲି କୁହାଯାଇଥିଲା। ମଙ୍ଗଳବାର ଦିନ ଘଣ୍ଟାକୁ ପୁନଃ ସେଟ୍ କରାଯାଇ ମଧ୍ୟରାତ୍ରି ପୂର୍ବରୁ ୮୯ ସେକେଣ୍ଡ…

ବିମାନ ଦୁର୍ଘଟଣା, ବଢୁଛି ମୃତ୍ୟୁ ସଂଖ୍ୟା, ୧୯ ମୃତ ଦେହ ଉଦ୍ଧାର

ନୂଆଦିଲ୍ଲୀ: ଆମେରିକାରେ ଘଟିଥିବା ବିମାନ ଦୁର୍ଘଟଣାରେ ବଢୁଛି ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୧୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆସଙ୍କା କରାଯାଉଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ବିମାନ…