Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୁସଲିମଙ୍କୁ ବିବାହ କରିବା ଅର୍ଥ ନୁହେଁ ଇସଲାମ ଧର୍ମରେ ପରିବର୍ତ୍ତିତ ହୋଇଯିବା: କୋର୍ଟ

ନୂଆଦିଲ୍ଲୀ: କୌଣସି ମହିଳାଙ୍କ ଧର୍ମ ତାଙ୍କ ବିବାହକୁ ଆଧାର କରି ନିର୍ଣ୍ଣୟ କରାଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏକ ମାମଲାର ଶୁଣାଣି ସମୟରେ ହାଇକୋର୍ଟ କହିଛନ୍ତି ଯେ ଜଣେ ହିନ୍ଦୁ ମହିଳା ଯଦି ମୁସଲିମ ପୁରୁଷଙ୍କୁ ବିବାହ କରନ୍ତି ତାହେଲେ ଆପଣାଛାଏଁ ତାଙ୍କ ଧର୍ମ…

ମନୁଷ୍ୟଙ୍କ ପରି ଥିଲା କି ଆଉ ଏକ ପ୍ରଜାତି

ବେଜିଂ: ଚୀନରେ ଏ ଭଳି ଏକ ଜୀବାଶ୍ମ ମିଳିଛି ଯାହାକି ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ଜୀବାଶ୍ମ ଏ ପର୍ଯ୍ୟନ୍ତ କୌଣସି ପ୍ରଜାତି ସହ ମେଳ ଖାଉନି । ଅବଶ୍ୟ ଏହା କିଛିମାତ୍ରାରେ ମନୁଷ୍ୟ ସହ ମିଶୁଛି । ଯାହା ଫଳରେ ମନୁଷ୍ୟଙ୍କ ପରି ଆଉ ଏକ ପ୍ରଜାତି ଥିବା ଅନୁମାନ କରାଯାଉଛି ।…

ଗଣତନ୍ତ୍ର ଦିବସରେ କାହିଁକି ହୋଇଥାଏ ପରେଡ ?

ନୂଆଦିଲ୍ଲୀ: ପ୍ରତିବର୍ଷ ୨୬ ଜାନୁଆରୀରେ ବଡ ଧୂମଧାମରେ ଦେଶ ପାଳନ କରେ ଗଣତନ୍ତ୍ର ଦିବସ। ଏହି ଅବସରରେ ଦେଶର ରାଜଧାନୀ ଦିଲ୍ଲୀରେ ସେନା ପକ୍ଷରୁ ଆୟୋଜିତ ହୁଏ ପରେଡ। ହେଲେ ଆପଣ ଜାଣନ୍ତି କି, ଏହି ଐତିହାସିକ ପରେଡ କେବଳ ଦିଲ୍ଲୀରେ କାହିଁକି କରାଯାଇଥାଏ ଓ କେବେ ହୋଇଥିଲା ଏହାର ଆରମ୍ଭ ?…

ଆଇସିସି ୨୦୨୪ ଟି-୨୦ରେ ରୋହିତ ଶର୍ମା ଅଧିନାୟକ, ବାଦ୍ ପଡ଼ିଲେ କୋହଲି

ନୂଆଦିଲ୍ଲୀ: ୨୦୨୪ ଟି-୨୦ ଇଣ୍ଟରନ୍ୟାସନାଲ ଖୁବ୍ ଖାସ ଥିଲା। ଆଇସିସି ୨୦୨୪ ବର୍ଷର ସର୍ବଶ୍ରେଷ୍ଠ ପୁରୁଷ ଟିମ୍ ଘୋଷଣା କରିଛି। ଆଉ ଏହି ଶ୍ରେଷ୍ଠ ଦଳ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। ୨୦୨୪ ବର୍ଷରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ନେଇ ଆଇସିସି ପକ୍ଷରୁ ଏପରି…

ଦିଲ୍ଲୀ ଜିତିବ କିଏ…କଣ କହୁଛି ସଟ୍ଟାବଜାର ଭବିଷ୍ୟବାଣୀ ?

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ବଦଳିଲା ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ । କିଏ ଜିତିବ ଦିଲ୍ଲୀ ବାଜି? କଣ କହୁଛି ସଟ୍ଟାବଜାର ଆକଳନ? ନୂଆ ଆକଳନରେ କିଏ ବାଜିଗର? ଆମ ଆଦମୀ ପାର୍ଟିର ବିଜୟ ରଥ ଓଗାଳିବ କି ବିଜେପି ? ନା ପୁଣି ଦିଲ୍ଲୀ ଦଖଲ କରିବ ଆପ୍?…

ଜିଓ ଭାରତ ଫୋନରେ ମିଳିବ ୟୁପିଆଇ ପେମେଣ୍ଟ ଆଲର୍ଟ, କୋଟିଏ ଦୋକାନୀ ହେବେ ଉପକୃତ

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଏହି ସୁବିଧା ଜିଓ ଭାରତ ଫୋନରେ ଫ୍ରିରେ ଆଜୀବନ ଉପଲବ୍ଧ ହେବ । ଜିଓସାଉଣ୍ଡପେ ଦ୍ବାରା କୌଣସି…

କେମିତି ବନନ୍ତି ମହିଳା ନାଗା ସାଧୁ? ଅତ୍ୟନ୍ତ କଠିନ ଯାତ୍ରା…

ପ୍ରୟାଗରାଜ: କୁମ୍ଭ ମେଳାର ଆକର୍ଷଣ ପାଲଟିଛନ୍ତି ନାଗା ସାଧୁ । ସେମାନଙ୍କ ବେଶଭୂଷା ଏବଂ ସିଦ୍ଧିକୁ ନେଇ ଅନେକ ଚର୍ଚ୍ଚା ହୁଏ । ଏଥର ମହାକୁମ୍ଭ ପଡିଥିବା ବେଳେ ଅନେକ ମହିଳା ନାଗା ସାଧ୍ବୀଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ନିଜ ସାଂସରିକ ଜୀବନ ତ୍ୟାଗ କରି, ବିଭିନ୍ନ ଗୁରୁଙ୍କ ଶରଣରେ…

ଦିଲ୍ଲୀରେ ଜାରି ହେଲା ବିଜେପିର ସଂକଳ୍ପ ପତ୍ର ପାର୍ଟ-୩

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ରର ପାର୍ଟ - ୩ ଜାରି କରିଛନ୍ତି। ବିଜେପି ପକ୍ଷରୁ ଲଗାତାର ତୃତୀୟ ଥର ପାଇଁ ଏହି ସଂକଳ୍ପ ପତ୍ର ଜାରି କରାଯାଇଛି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଏହା କେବଳ…

ବଜାରରୁ ଚାରି ଟନ୍ ଲଙ୍କା ଗୁଣ୍ଡ ଫେରାଇ ଆଣିବ ପତଞ୍ଜଳି, ଏଫଏସଏସଏଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଫୁଡ୍ସ ଲିମିଟେଡ୍ ଏକ ବଡ଼ ଘୋଷଣା କରିଛି। ଲାଲ ଲଙ୍କା ଗୁଣ୍ଡରେ ତ୍ରୁଟି ମିଳିବା ପରେ ଖାଦ୍ୟ ନିୟାମକ FSSAIଙ୍କ ନିର୍ଦ୍ଦେଶ ପରେ କମ୍ପାନୀ ଏହାର ପ୍ୟାକେଟଗୁଡ଼ିକୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କମ୍ପାନୀ…

ପାରିବାରିକ କଳହରୁ ପତ୍ନୀଙ୍କ ଓଠ କାମୁଡିଦେଲେ, ୧୬ ଷ୍ଟିଚ୍ ପଡିଲା

ମଥୁରା: ପାରିବାରିକ କଳହରୁ ପତ୍ନୀଙ୍କ ଓଠ କାମୁଡିଦେଲେ ସ୍ବାମୀ। ଉତ୍ତର ପ୍ରଦେଶର ମଥୁରାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୋଲିସର ସୂଚନା ଅନୁଯାୟୀ, ସ୍ୱାମୀ ଜଣକ ତାଙ୍କ ସ୍ତ୍ରୀଙ୍କ ଓଠକୁ କାମୁଡ଼ି ରକ୍ତାକ୍ତ କରିଦେଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କୁ…