Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଯାତ୍ରୀଙ୍କ ପାଇଁ ଖୁସିଖବର, ଏଣିକି କେଦରନାଥ ଯାତ୍ରା ପାଇଁ ଲାଗିବ ମାତ୍ର ୩୬ ମିନିଟ୍!

ନୂଆଦିଲ୍ଲୀ: ଆଉ ୮-୯ ଘଣ୍ଟା ନୁହେଁ, ୩୬ ମିନିଟରେ ହେବ କେଦାରନାଥ ଯାତ୍ରା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ କେଦାରନାଥ ରୋପ୍ ୱେ ଏବଂ ହେମକୁଣ୍ଡ ସାହିବ ରୋପ୍ ୱେ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି । ହେମକୁଣ୍ଡ ସାହିବ ରୋପ ୱେ ନିର୍ମାଣ ପାଇଁ…

ଦୁଇଥର ଫେଲ୍ ହୋଇ ମଧ୍ଯ ରାଜୀବ ଗାନ୍ଧୀ କିଭଳି ବନିଲେ ପ୍ରଧାନମନ୍ତ୍ରୀ; ମଣିଶଙ୍କରଙ୍କ ବୟାନକୁ ନେଇ ବିବାଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ନିଜ ବିବାଦୀୟ ବୟାନ ଯୋଗୁ ପୁଣି ଥରେ ଦଳକୁ ଅପ୍ରିତିକର ସ୍ଥିତିରେ ପକାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି…

ଚୀନର ଧମକ! ଯଦି ଚାହୁଁଛ ଯୁଦ୍ଧ ହେବ

ନୂଆଦିଲ୍ଲୀ: ଆରମ୍ଭ କଲା ଆମେରିକା। ଏବେ ବିଶ୍ବରେ ହେବାକୁ ଯାଉଛି ଟ୍ରେଡ ଓ୍ବାର। ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରି ମେକ୍ସିକୋ, କାନାଡା ସହ ଚୀନ୍ ଓ ଭାରତ ଉପରେ ପାରସ୍ପରିକ ଆମଦାନୀ ଶୁଳ୍କ ଲଗାଇବା ନେଇ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ କଡା ଜବାବ ରଖିଛି ଚୀନ। ଚୀନ୍…

ବ୍ୟାଙ୍କ ଖାଲି କରିଦେଇଛି ମହାକୁମ୍ଭ ମେଳା

ପ୍ରୟାଗରାଜ: ପ୍ରୟାଗରାଜର ମହାକୁମ୍ଭ ମେଳା ଯୋଗୁ ଖାଲି ହୋଇଯାଇଛି ବ୍ୟାଙ୍କ ଆକାଉଣ୍ଟ। ମହାକୁମ୍ଭକୁ ଯିବା ପାଇଁ କୋଟି କୋଟି ଲୋକ ନିଜ ବ୍ୟାଙ୍କ ଆକାଉଣ୍ଟ ରୁ ବହୁ ପରିମାଣରେ ଟଙ୍କା ଉଠାଇଥିଲେ ଯାହାଫଳରେ ବର୍ତ୍ତମାନ ବ୍ୟାଙ୍କଗୁଡ଼ିକ ପାଖରେ ଋଣ ଦେବା ପାଇଁ ମଧ୍ଯ ଟଙ୍କା ନାହିଁ। ଏହି ଅବସ୍ଥାକୁ…

କିଏ ସେଇ ମୋଗଲ ସମ୍ରାଟ ଯାହାଙ୍କୁ ନେଇ ରାଜନୀତି ?

ନୂଆଦିଲ୍ଲୀ:  ଔରଙ୍ଗଜେବଙ୍କୁ ନେଇ ଜୋରଦାର ହୋଇଛି ରାଜନୀତି। ଔରଙ୍ଗଜେବଙ୍କ ମହିମାମଣ୍ଡନ କରି ବିବାଦରେ ମହାରାଷ୍ଟ୍ରର ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ। ବିବାଦ ବଢିବା ପରେ ସେ କ୍ଷମା ମାଗିଛନ୍ତି। ତେବେ ଇମ୍ରାନ ମସୁଦ ହୁଅନ୍ତୁ କି ରସିଦ ଅଲଭି, ଅବୁ ଆଜମୀଙ୍କ ବୟାନକୁ ସମର୍ଥନ କରିଛନ୍ତି ।…

ଶସ୍ତା ହେଲା Galaxy Z Flip 6, ଏହି ସପିଂ ଆପ୍ ରେ ଉପଲବ୍ଧ…

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ବହୁତ ଦିନ ଧରି ସାମସଙ୍ଗର ନୂତନତମ ଫୋଲ୍ଡେବଲ୍ ଫୋନ୍ ଅର୍ଥାତ୍ Galaxy Z Flip 6 ଉପରେ ନଜର ରଖିଛନ୍ତି, ତେବେ ଏହାକୁ କିଣିବାର ଏହା ସଠିକ୍ ସମୟ । ପ୍ରକୃତରେ, Amazon ଏହି ଫୋଲ୍ଡେବଲ୍ ଡିଭାଇସ୍ ଉପରେ 28 ହଜାର ଟଙ୍କାରୁ ଅଧିକ ରିହାତି ଦେଉଛି, ଯାହା ଏହାକୁ…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଲେ ଭାରତକୁ ଛଡ଼ାଯିବ ନାହିଁ

ନୂଆଦିଲ୍ଲୀ:କୌଣସି ପରିସ୍ଥିତିରେ ଭାରତକୁ ଛଡ଼ାଯିବ ନାହିଁ କି ଭାରତ ଛାଡ଼ ପାଇବ ନାହିଁ । ଆମେରିକୀୟ ଉତ୍ପାଦ ଉପରେ ଭାରତ ସରକାର ଯେଉଁଭଳି ଟାରିଫ୍ ଲଗାଇଛନ୍ତି, ଠିକ୍ ସେହିଭଳି ସମାନ ପରିମାଣର ଟାରିଫ୍ ଲଗାଇବ ଆମେରିକା । ଆମେରିକା କଂଗ୍ରେସକୁ କରିଥିବା ପ୍ରଥମ ସମ୍ବୋଧନରେ ଏହା କହିଛନ୍ତି…

ଅଭିନେତ୍ରୀ ରାନ୍ୟା ରାଓଙ୍କ ଗିରଫ ପରେ ଏପରି କହିଲେ ବାପା

ବେଙ୍ଗାଲୁରୁ: ଦୁବାଇରୁ ସୁନା ଚୋରା ଚାଲାଣ ମାମଲାରେ କନ୍ନଡ-ତାମିଲ ଚଳଚ୍ଚିତ୍ର ଅଭିନେତ୍ରୀ ରାନ୍ୟା ରାଓଙ୍କୁ ଗିରଫ କରିଛି ବେଙ୍ଗାଲୁରୁର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଅଭିନେତ୍ରୀଙ୍କୁ ୧୨.୫୬ କୋଟି ଟଙ୍କା ମୂଲ୍ୟର ୧୪.୮…

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କ ଗଳା କାଟିଦେଲା ଅଭିଯୁକ୍ତ, ନିଜକୁ ବି ଭୁସି ଦେଲା ଛୁରୀ

ନୂଆଦିଲ୍ଲୀ:ବିବାହ ପାଇଁ ମନା କଲେ ଯୁବତୀ ଓ ତାଙ୍କ ପରିବାର । ଯେଉଁଥିରେ ଉତକ୍ଷିପ୍ତ ହୋଇ ପ୍ରମିକାଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ସେହି ଛୁରୀରେ ନିଜ ତଣ୍ଟି କାଟି ଆତ୍ମହତ୍ୟା କରିଛି ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକ ବେଲଗାଭି ଜିଲ୍ଲାରେ । ୨୦ ବର୍ଷୀୟା…

ଅମରନାଥ ଯାତ୍ରା ପାଇଁ ଆସିଲା ତାରିଖ, ଏହି ଦିନଠୁ ଆରମ୍ଭ…

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଅମରନାଥ ଯାତ୍ରା ଜୁଲାଇ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୯ ପର୍ଯ୍ୟନ୍ତ ୩୯ ଦିନ ଧରି ଚାଲିବ । ପଞ୍ଜୀକରଣ ଉଭୟ ଅନଲାଇନ୍ ଏବଂ ଅଫ୍ଲାଇନ୍ ମାଧ୍ୟମରେ ହେବ । ଯାତ୍ରା ସମୟରେ ସରକାରଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…