Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ସମୁଦ୍ରର ୬ ହଜାର ମିଟର ଭିତରକୁ ଯିବା ହେବ ସହଜ! ଭାରତ ଲଞ୍ଚ କରିବ ଏହି ପ୍ରଡକ୍ଟ

ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ କାହାଠାରୁ ପଛରେ ନାହିଁ। ଭାରତରେ ଅନେକ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ସଫଳ ହୋଇଛି। ଏଥିମଧ୍ୟରୁ ଗୋଟିଏ ହେଉଛି ହ୍ୟୁମାନ ଅଣ୍ଡରୱାଟର ସବମର୍ସିବଲ ବା ମାନବ ଜଳମଗ୍ନ ବୁଡ଼ାଜାହାଜ। ଏହି ବୁଡାଜାହାଜକୁ ସମ୍ପୂର୍ଣ୍ଣ ରୂପେ ଭାରତରେ ଡିଜାଇନ୍ କରାଯାଇଛି। ଏହା…

ଭାଇରସ ନା ବିଷାକ୍ତ ପଦାର୍ଥ! ରଜୌରୀରେ ରହସ୍ୟମୟ ମୃତ୍ୟୁ ପଛର କାରଣ କ’ଣ?

ଶ୍ରୀନଗର: ଗତ ୭ ଡିସେମ୍ବରରୁ ଜମ୍ମୁ-କାଶ୍ମୀରର ଏକ ଗାଁରେ ଅଜଣା ରୋଗ ଯୋଗୁଁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଏହି ରୋଗ ଯୋଗୁଁ ଏପର୍ଯ୍ୟନ୍ତ ୧୭ ଜଣଙ୍କର ମୃତ୍ୟୁ ହୋଇସାରିଛି। ରାଜୌରୀର ବଡହାଲ ଗାଁରେ ଏହି ରୋଗ ଯୋଗୁଁ ଲୋକେ ଭୟରେ ଆତଙ୍କିତ ହୋଇପଡିଛନ୍ତି। ସମଗ୍ର ଗାଁକୁ କଣ୍ଟେନମେଣ୍ଟ ଜୋନ…

ଜେପିସିରୁ ନିଲମ୍ବିତ ହେଲେ ୧୦ ସାଂସଦ

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ । ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ । ନିଲମ୍ବିତ…

ଆମେରିକା: ଆଗୁଆ ପ୍ରସବ ଲାଗି ଡାକ୍ତରଖାନାରେ ଭାରତୀୟ ଦମ୍ପତିଙ୍କ ଭିଡ

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଜନ୍ମଗତ ଅଧିକାର ଶେଷ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ ଏହି ଆଦେଶ ପାଳନ ଲାଗି ୩୦ଦିନ ସମୟ ଦେଇଛନ୍ତି । ଫେବୃଆରୀ ୧୯ରେ ଏହି ସମୟସୀମା ଶେଷ ହେଉଛି । ତେଣୁ ଏହା ପୂର୍ବରୁ ଆମେରିକାରେ ରହୁଥିବା ପ୍ରବାସୀ ତଥା ଶରଣାର୍ଥୀ…

ମହଙ୍ଗା ହେଲା ନେଟ୍ ଫ୍ଲିକ୍ସ: ଏଥର ଏତିକିରୁ ଆରମ୍ଭ ହେବ ସବସ୍କ୍ରିପସନ୍..

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସ ସବସ୍କ୍ରିପସନ୍ । ନେଟଫ୍ଲିକ୍ସ ଦେଖିବା ପାଇଁ ଏବେ ଉପଭୋକ୍ତାଙ୍କୁ ଅଧିକ ଦେୟ ଦେବାକୁ ପଡିବ । ସଦ୍ୟତମ ଆୟ ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ପ୍ଲାଟଫର୍ମ ସେବାରେ ଉନ୍ନତି ଆଣିବା ପାଇଁ ଏହି ସବସ୍କ୍ରିପସନ ମୂଲ୍ୟ ବୃଦ୍ଧି…

ଅସ୍ତ୍ରଶସ୍ତ୍ର କାରଖାନାରେ ବଡ ବିସ୍ଫୋରଣ: ୮ ମୃତ, ୭ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ବିସ୍ଫୋରଣ । ଆଜି ମହାରାଷ୍ଟ୍ର ଜବାହାର ନଗର ଭଣ୍ଡାରାରେ ଏକ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଶ୍ରମିକ ଭିତରେ ଫସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ଏବଂ ୭ଜଣ ଗୁରୁତର ଆହତ ହୋଇଛନ୍ତି…

ଗଣତନ୍ତ୍ର ଦିବସରେ କାହିଁକି ପତାକା ଉତ୍ତୋଳନ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଉ ଦିନକ ପରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ବା ଗଣତନ୍ତ୍ର ଦିବସ । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଭାରତରେ ଗଣତନ୍ତ୍ର ଦିବସ ପାଳନ କରାଯାଏ । ଏହି ଦିବସ ଭାରତରେ ସମ୍ବିଧାନର କାର୍ଯ୍ୟକାରି ହେବା ଏବଂ ଦେଶରେ ଗଣତନ୍ତ୍ରର ପ୍ରତିଷ୍ଠା ହେବା ଉଦ୍ଦେଶ୍ୟରେ ପାଳନ କରାଯାଏ । ଏହି…

ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀରେ ପଞ୍ଜାବ ପୋଲିସର ସୁରକ୍ଷା ପ୍ରତ୍ୟାହାର। ହଟିଲା କେଜ୍ରିୱାଲଙ୍କ ଜେଡ୍ ପ୍ଲସ୍ ସୁରକ୍ଷା। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ଅତିରିକ୍ତ ସୁରକ୍ଷା ପ୍ରତ୍ୟାହାର କରିବାକୁ ପଞ୍ଜାବ ପୋଲିସ ନିଷ୍ପତ୍ତି ନେଇଛି। ଦିଲ୍ଲୀ ପୋଲିସର…

ଛାତି ଥରାଇଦେବ ଏହି ଘଟଣା, ୬ ବର୍ଷରେ ଅନେକ ଥର ଦୁଷ୍କର୍ମ, ଜଣେ ନୁହେଁ ହଜାର ହଜାର ଲୋକ ରଖୁଥିଲେ ସମ୍ପର୍କ

ନୂଆଦିଲ୍ଲୀ: ବ୍ରିଟେନରେ ଝିଅ ମାନଙ୍କର ଭୟର କାରଣ ସାଜିଛି ଗ୍ରୁମିଙ୍ଗ୍ ଗ୍ୟାଙ୍ଗ । ରୋଶଡେଲ, ରାଁଦରହୋମ୍ ଏବଂ ଓଲ୍ଡହୋମ୍ ସମେତ ବ୍ରିଟେନର ଅନେକ ସହରରେ ପାକିସ୍ତାନୀମାନଙ୍କ ଦ୍ୱାରା ପରିଚାଳିତ ଗ୍ରୁମିଙ୍ଗ୍ ଗ୍ୟାଙ୍ଗ ଅନେକ ନିରୀହ ଝିଅଙ୍କ ଜୀବନକୁ କଳା ଅନ୍ଧାର ମଧ୍ୟକୁ ଠେଲି ଦେଇଛି । ଏହି…

ଚିନ୍ତା ବଢାଇଲା ୟୁନିସେଫର ରିପୋର୍ଟ, ଏହି କାରଣରୁ ବ୍ୟାହତ ହେଉଛି ପିଲାଙ୍କ ଶିକ୍ଷା

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ । ଚିନ୍ତା ବଢାଇଲା ୟୁନିସେଫର ଏହି ରିପୋର୍ଟ । ଯେତେବେଳେ ବିଶ୍ଵ କୌଣସି ବିପଦର ସାମ୍ନା କରେ ସେତେବେଳେ ସେହି ବିପଦରେ ପ୍ରଥମେ ପ୍ରଭାବିତ ହୁଅନ୍ତି ପିଲାମାନେ । ମିଳିତ ଜାତିସଂଘର ଶିଶୁ ପାଣ୍ଠି (ୟୁନିସେଫ୍) ନିକଟରେ ଏକ ରିପୋର୍ଟ ପ୍ରକାଶ…