Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ବିଧାନସଭାରେ ପାନ, ଗୁଟଖା ବ୍ୟାନ

ଲକ୍ଷ୍ନୌ: ଏଣିକି ବିଧାନସଭାରେ ପାନ, ଗୁଟଖା ବ୍ୟାନ। ୟୁପିର ବିଧାନସଭାରେ ମଙ୍ଗଳବାର ଦିନ ଅଧିବେଶନ ଚାଲିଥିବା ସମୟରେ ଜଣେ ବିଧାୟକ ପାନ ମସଲା ଖାଇ ବିଧାନସଭାର ମୁଖ୍ୟ ଦ୍ୱାରରେ ଛେପ ପକାଇଥିଲେ। ଯାହାକୁ ନେଇ ବାଚସ୍ପତି ଖୁବ୍ ବର୍ଷିବା ସହ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏପରିକି କାର୍ପେଟରେ…

ଔରଙ୍ଗଜେବଙ୍କୁ ପ୍ରଶଂସା କରି ସପା ବିଧାୟକ ନିଲମ୍ବିତ

ନୂଆଦିଲ୍ଲୀ: ମୋଗଲ ଶାସକ ଔରଙ୍ଗଜେବଙ୍କୁ ପ୍ରଶଂସା କରି ସପା ବିଧାୟକ ଆବୁ ଆଜମୀ ଅଡୁଆରେ ପଡିଛନ୍ତି। ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ବେଳେ ତାଙ୍କୁ ବିଧାନସଭାରୁ ନିଲମ୍ବିତ କରାଯାଇଛି। ମହାରାଷ୍ଟ୍ରର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ ଗୃହରେ ଆବୁ ଆଜମୀଙ୍କ ବିରୋଧରେ…

ଭାଙ୍ଗି ପଡିଲେଣି ସୁନୀତା: କହିଲେ, ‘ସବୁଠୁ କଷ୍ଟ ହେଉଛି ପରିବାର ଠାରୁ ଦୂରରେ ରହିବା’

ନୂଆଦିଲ୍ଲୀ: ୮ ଦିନ ପାଇଁ ଯାଇ ୯ ମାସ ହେଲାଣି ମହାକାଶରେ ଜୀବନ ବିତାଉଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର । କୁହାଯାଉଥିଲା ଫେବୃଆରୀ ଶେଷକୁ ସେମାନେ ପୃଥିବୀ ଫେରିବେ । ହେଲେ ଏବେ ଖବର ସାମ୍ନାକୁ ଆସିଛି, ଏପ୍ରିଲ୍…

‘ଅବୁ ଆଜମୀଙ୍କୁ ଉତ୍ତରପ୍ରଦେଶ ପଠେଇଦିଅ, ତାଙ୍କର ଭଲ ସତ୍କାର କରିବୁ’

ଲକ୍ଷ୍ନୌ: ମହାରାଷ୍ଟ୍ର ରାଜନୀତିରେ ଔରଙ୍ଗଜେବଙ୍କୁ ନେଇ ବିବାଦ ଜାରି ରହିଛି । ସମାଜବାଦୀ ପାର୍ଟିର ମହାରାଷ୍ଟ୍ର ସମାଜବାଦୀ ପାର୍ଟି ନେତା ଅବୁ ଆଜମୀ ନିକଟରେ ଔରଙ୍ଗଜେବଙ୍କ ସମର୍ଥନରେ ଏକ ବୟାନ ଦେଇଥିଲେ । ତାଙ୍କର ଏହି ବୟାନ ଯାହା ରାଜନୈତିକ ବିବାଦ ସୃଷ୍ଟି କରିଥିଲା । ଶିବସେନା ମୁଖ୍ୟ…

ଏସବିଆଇ ନାଁରେ ଡିପଫେକ୍ ଭିଡିଓ, ସତର୍କ କଲା ବ୍ୟାଙ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ଡିପଫେକ୍ ଭିଡିଓକୁ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନିଜ ଗ୍ରାହକ ଏବଂ ସାଧାରଣଲୋକଙ୍କୁ ସତର୍କ କରାଇଛି। ଏହି ଭିଡିଓ ଗୁଡ଼ିକରେ ବ୍ୟାଙ୍କର ନିବେଶ ଯୋଜନା ବିଷୟରେ ସୂଚନା ଦିଆଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ। ଏ ବିଷୟରେ ସୂଚନା ଦେଇ ଷ୍ଟେଟ…

ଆଗାମୀ ୨୫ ବର୍ଷରେ ବଢିଯିବ ମୁସଲମାନଙ୍କ ଜନସଂଖ୍ୟା

ନୂଆଦିଲ୍ଲୀ: ଦେଶ ଏବଂ ବିଶ୍ୱରେ ଅନେକ ଧର୍ମ ଅଛି ଯାହାର ଅନୁଗାମୀଙ୍କ ସଂଖ୍ୟା କୋଟି କୋଟି। ଏସବୁ ମଧ୍ୟରେ ଖ୍ରୀଷ୍ଟିଆନ, ଇସଲାମ ଏବଂ ହିନ୍ଦୁ ଧର୍ମର ଲୋକଙ୍କ ସଂଖ୍ୟା ସର୍ବାଧିକ। ୟୁରୋପ, ଆମେରିକା, ଏସିଆ ଏବଂ ଆଫ୍ରିକା ଭଳି ମହାଦେଶରେ ଖ୍ରୀଷ୍ଟଆନ୍ ଏବଂ ଇସଲାମ ଧର୍ମର ଅନୁଗାମୀଙ୍କ ସଂଖ୍ୟା…

ସୁଧୁରୁନି ଚୀନ: ମିଆଁମାର ମାଧ୍ୟମରେ ଭାରତ ବିରୁଦ୍ଧରେ ରଚୁଛି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ଧରି ଗୃହଯୁଦ୍ଧରେ ଜଡ଼ିତ। ଯୁଦ୍ଧକ୍ଷେତ୍ରରେ ଅରାକାନ୍ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟପଟେ ଯୁଣ୍ଟା ଶାସନର ସେନା ଅଛନ୍ତି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ ଏବଂ ଚୀନ୍ ସମେତ ଅନ୍ୟାନ୍ୟ ପଡ଼ୋଶୀ…

‘ଲିଙ୍ଗ କେବଳ ଦୁଇଟି…ପୁରୁଷ-ମହିଳା’ କହି, ତୃତୀୟ ଲିଙ୍ଗକୁ ବ୍ୟାନ୍ କଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆଜି ଆମେରିକା ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ଆମେରିକାର ଆଭିମୁଖ୍ୟ କ’ଣ ହେବ, ସେନେଇ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତୃତୀୟ ଲିଙ୍ଗକୁ…

ଟପ୍ସ ବ୍ରାଣ୍ଡର ମାଲିକ ହେବେ ଗୌତମ ଆଦାନୀ, ଖୁଚୁରା ବ୍ୟବସାୟରେ ରିଲାଏନ୍ସକୁ ଦେଇ ପାରିବେ କି ଜବାବ?

ନୂଆଦିଲ୍ଲୀ: ଅମ୍ବାନୀଙ୍କୁ ପ୍ରତିଯୋଗିତା କରୁଛନ୍ତି ଅଦାନୀ? କାରଣ ଗୌତମ ଆଦାନୀ ଖାଇବା ତେଲ ଏବଂ ଗ୍ରୋସରୀ ଉତ୍ପାଦରେ ଅତ୍ୟଧିକ ଉନ୍ନତ ଫର୍ଚୁନ୍ ବ୍ରାଣ୍ଡ ମାଧ୍ୟମରେ ଏଫଏମସିଜି କ୍ଷେତ୍ରରେ ଏକ ସୁପ୍ରତିଷ୍ଠିତ ପାଦ ରଖିଛନ୍ତି। କମ୍ପାନୀ ଖାଦ୍ୟ ତେଲ ଠାରୁ ଆରମ୍ଭ କରି କିରାଣି ସାମଗ୍ରୀ…

ଧନୀ ହୋଇଯିବ ପାକିସ୍ତାନ ! ନଦୀରୁ ମଳିଲା ବିରାଟ ସୁନାର ଭଣ୍ଡାର, ଭରାତ ସହ ରହିଛି କନେକ୍ସନ

ନୂଆଦିଲ୍ଲୀ: ଧନୀ ହୋଇଯିବ ପାକିସ୍ତାନ। ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ମିଳି ଯାଇଛି ସୁନାର ଭଣ୍ଡାର। ସିନ୍ଧୁ ନଦୀରେ ବିରାଟ ସୁନାର ଭଣ୍ଡାର ଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି। ଏହି ଭଣ୍ଡାର ପାଖାପାଖି 80,000 କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମାର୍ଚ୍ଚ…