Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାପାଙ୍କ ମୃତଦେହକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ବିବାଦ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ସିପିଏମ୍ ନେତା ଏମଏମ ଲରେନ୍ସଙ୍କ ଝିଅମାନଙ୍କ ଦ୍ଵାରା କରାଯାଇଥିବା ଆବେଦନକୁ ଗତକାଲି ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଦାୟର ହୋଇଥିବା ଆବେଦନରେ ଲରେନ୍ସଙ୍କ ଝିଅମାନେ ତାଙ୍କ ପିତାଙ୍କ ମୃତଦେହକୁ ସରକାରୀ ଡାକ୍ତରଖାନା ବଦଳରେ ତାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ…

କର୍ମଚାରୀଙ୍କ ପାଇଁ ଖୁସି ଖବର: ୨୫ ଲକ୍ଷକୁ ବଢିଲା ଗ୍ରାଚ୍ୟୁଇଟି ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ବଡ଼ ଉପହାର ଭେଟି ଦେଇଛନ୍ତି କେନ୍ଦ୍ର ସରକାର। ଏଣିକି କେନ୍ଦ୍ର କର୍ମଚାରୀ ୨୫ ଲକ୍ଷ ଟଙ୍କା ଗ୍ରାଚ୍ୟୁଇଟି ପାଇବେ। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୫୦%କୁ  ବୃଦ୍ଧି ହୋଇଥିବା କାରଣ ଯୋଗୁଁ, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ…

ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବଡ ଖବର । ବଲିଉଡ ସୁପର୍‌ଷ୍ଟାର ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଛୁରାମାଡ଼ । ମୁମ୍ବାଇ ବାନ୍ଦ୍ରା ସ୍ଥିତ ତାଙ୍କ ଘରେ ସୈଫ୍ ଅଲ୍ଲି ଖାନ୍‌ଙ୍କୁ ଆକ୍ରମଣ ହୋଇଥିବା ନେଇ ସୂଚନା ମିଳିଛି । କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରେ ପଶି ସୈଫଙ୍କୁ ୨/୩ ଥର ଛୁରିରେ ଆକ୍ରମଣ କରିଛନ୍ତି । ତେବେ ଆକ୍ରମଣ…

ବଦଳିଲା ସିମ୍ କାର୍ଡ କିଣିବା ନିୟମ, ଜରୁରୀ ନିର୍ଦ୍ଦେଶ ଦେଲେ ପିଏମଓ

ନୂଆଦିଲ୍ଲୀ: ମୋବାଇଲ ଉପଭୋକ୍ତାଙ୍କ ପାଇଁ ବଡ ଖବର । ଏଣିକି ନୂତନ ସିମ୍ କାର୍ଡ ଆଣିବାକୁ ହେଲେ ମାନିବାକୁ ପଡିବ ଏହି ନିୟମ । ନୂଆ ସିମ୍ କାର୍ଡ ପାଇଁ ନୂତନ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଟେଲିକମ୍ ବିଭାଗକୁ ଏକ ଗୁରୁତ୍ୱପୂର୍ଣ୍ଣ…

ବନ୍ଦ ହେବ ହମାସ୍-ଇସ୍ରାଏଲ ଯୁଦ୍ଧ ! ଯୁଦ୍ଧ ବନ୍ଦ ନେଇ ସହମତି

ନୂଆଦିଲ୍ଲୀ: ୧୫ ମାସର ଘମାଘୋଟ ଯୁଦ୍ଧରେ ପଡ଼ିବ କି ଯବନିକା ! ବନ୍ଦ ହେବ କି ହମାସ୍-ଇସ୍ରାଏଲ ଯୁଦ୍ଧ ! ହମାସ୍- ଇସ୍ରାଏଲ ଯୁଦ୍ଧ ବନ୍ଦ ନେଇ ସହମତି ହୋଇଥିବା ସୂଚନା ମିଳିଛି । ଗାଜାରେ ଯୁଦ୍ଧ ରୋକିବା ଉପରେ ଉଭୟ ପକ୍ଷରୁ ସହମତି ହୋଇଛି । ସେପଟେ ଅସ୍ତ୍ରବିରତି ପାଇଁ ହମାସ ସହମତି ପ୍ରକାଶ…

‘ମାରବର୍ଗ’ ଭାଇରସ୍ ନେଲା ୮ଜୀବନ

ନୂଆଦିଲ୍ଲୀ: ଉତ୍ତର ତାଞ୍ଜାନିଆର ଏକ ଦୁର୍ଗମ ଅଞ୍ଚଳରେ ମାରବର୍ଗ ଭାଇରସରେ ୮ଜଣଙ୍କ ପ୍ରାଣ ଚାଲିଯାଇଛି । ବର୍ତ୍ତମାନ ମାରବର୍ଗ ପାଇଁ କୌଣସି ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନାହିଁ । ପ୍ରଥମ ଥର ପାଇଁ ସେପ୍ଟେମ୍ବର ୨୭ରେ ରୱାଣ୍ଡାରେ ମାରବର୍ଗ ଭାଇରସ୍ ଦେଖାଯାଇଥିଲା । ଏହି ରୋଗରେ ମୋଟ ୬୬ଟି…

ବହୁବୃତ୍ତି ଅନୁଷ୍ଠାନ ପରିଦର୍ଶନ କଲେ ହିମାଞ୍ଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର:  ଆଜି ହିମାଞ୍ଚଳ ପ୍ରଦେଶର ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ରାଜେଶ ଧର୍ମାନୀ, ବୈଷୟିକ ଶିକ୍ଷା ସଚିବ  କନ୍ଦମ ସନ୍ଦୀପ, ନିର୍ଦ୍ଦେଶକ ଅକ୍ଷୟ ସୂଦ ଓ ଓଡିଶା ବୈଷୟିକ ଶିକ୍ଷା ବିଭାଗର ନିର୍ଦେଶକ ସମର୍ଥ ବର୍ମାଙ୍କ ସହ ଭୁବନେଶ୍ବର ସରକାରୀ ବହୁବୃତ୍ତି ଅନୁଷ୍ଠାନ ପରିଦର୍ଶନ କରିଥିଲେ।…

ଦିଲ୍ଲୀ ରାଜନୀତି : ବିନା ନିର୍ବାଚନରେ ବି ହୋଇଥିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟମ ବିଧାନ ସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ୧୯୯୩ ରେ ଦିଲ୍ଲୀରେ ପୂର୍ଣ୍ଣ ବିଧାନସଭା ବ୍ୟବସ୍ଥା ହେବା ପରେ ଏବେ ସୁଦ୍ଧା ଦିଲ୍ଲୀରେ ୬ ଜଣ ମୁଖ୍ୟମନ୍ତ୍ରୀ ପଦ ପାଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ମୁଖ୍ୟମନ୍ତ୍ରୀ ଏମିତି ଅଛନ୍ତି…

ଆସିଲା ଷ୍ଟାରବକ୍ସର ନୂଆ ନିୟମ, ବିନା ପେମେଣ୍ଟରେ କାଫେକୁ ‘ନୋ ଏଣ୍ଟ୍ରି

ନୂଆଦିଲ୍ଲୀ: ଭାରତର ଯୁବବର୍ଗମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ତଥା ଲୋକପ୍ରିୟ ଆମେରିକୀୟ କଫି ବ୍ରାଣ୍ଡ ଷ୍ଟାରବକ୍ସ ପୁଣି ଥରେ ହେଡଲାଇନରେ ସ୍ଥାନ ପାଇଛି | ଏହି କମ୍ପାନୀ ଏକ ନୂତନ ନିୟମ ଜାରି କରିଛି । ଷ୍ଟାରବକ୍ସ ବର୍ତ୍ତମାନ ନିଜର କାଫେ ଏବଂ ବାଥରୁମରେ ବ୍ୟବହାରକୁ କେବଳ ଏହାର…

ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା, କହିଲା- ଅଜାଣତରେ ହୋଇଛି ଭୁଲ

ନୂଆଦିଲ୍ଲୀ: ମେଟା ଇଣ୍ଡିଆ ଏହାର ସିଇଓ ମାର୍କ ଜୁକରବର୍ଗ ଭାରତ ଉପରେ ଦେଇଥିବା ଟିପ୍ପଣୀ ପାଇଁ କ୍ଷମା ମାଗିଲା ମେଟା। ଫେସବୁକ୍ ପ୍ରତିଷ୍ଠାତା ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ଜୋ ରୋଗାନଙ୍କ ପୋଡକାଷ୍ଟରେ ଭାରତ ବିଷୟରେ କିଛି ଭୁଲ ସୂଚନା ଦେଇଥିଲେ। ଯାହାକୁ ନେଇ ଏକ ସଂସଦୀୟ କମିଟି ମେଟାକୁ…