Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ’ଣ କୋଭିଡ୍-୧୯ ଆଉ ଏଚଏମପିଭି ଭିତରେ କିଛି ସମାନତା ରହିଛି ?

ନୂଆଦିଲ୍ଲୀ: ଏବେ ଦେଶକୁ ଘାରିଛି ଏଚଏମପିଭି ଚିନ୍ତା । ୨ ଦିନ ଭିତରେ ୭ଟି ଶିଶୁ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ମାମଲା ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଆଡଭାଇଜରି ଜାରି କରିଛନ୍ତି ସେଠିକା ସରକାର । ମାସ୍କ ପିନ୍ଧିବା ସହ ଗହଳିପୂର୍ଣ୍ଣ ସ୍ଥାନକୁ…

ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିର ଭିଡିଓ ଜାରି କଲା ଇସ୍ରୋ

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ଇସ୍ରୋ) ପୁଣି ଥରେ ଏପରି କିଛି କରିଦେଖାଇଛି ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଇସ୍ରୋ ପୁଣି ଥରେ ଇତିହାସ ସୃଷ୍ଟି କରିଛି । ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ମହାକାଶରେ ଜୀବନର ସନ୍ଧାନ ଦୀର୍ଘ ସମୟ ଧରି ଚାଲିଥିଲା…

ଫେବୃଆରୀ ୫ରେ ହେବ ଦିଲ୍ଲୀ ନିର୍ବାଚନ, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଘୋଷଣା ହେଲା ତାରିଖ । ବାଜିଲା ଦିଲ୍ଲୀ ବିଧାନସଭା ନିର୍ବାଚନ ବିଗୁଲ। ଫେବୃଆରୀ ୫ରେ ପଡିବ ଭୋଟ । ମଇଦାନରେ ପାଓ୍ବାର ଦେଖାଇବେ ପ୍ରମୁଖ ଦଳ । ଏନେଇ ଆଜି ତାରିଖ ଘୋଷଣା କରିଛି ନିର୍ବାଚନ ଆୟୋଗ । ଆସନ୍ତା ଫେବୃଆରୀ ୫ରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀରେ ଭୋଟ ଗ୍ରହଣ କାର୍ଯ୍ୟ…

ସୁନା ଭଳି ରୂପାର ହେବ କି ହଲମାର୍କିଂ? ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ସୁନା ଅଳଙ୍କାର ପାଇଁ ବାଧ୍ୟତାମୂଳକ ହଲମାର୍କିଂ ପରେ ବର୍ତ୍ତମାନ ସରକାର ରୂପା ଅଳଙ୍କାରର ବାଧ୍ୟତାମୂଳକ ହଲମାର୍କିଂ ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଭାରତୀୟ ମାନକ ବ୍ୟୁରୋକୁ କେନ୍ଦ୍ରମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏନେଇ ଗୁଜରାଟ, କର୍ଣ୍ଣାଟକ କଳି କିଛି ରାଜ୍ୟର…

ଆଶାରାମ ବାପୁଙ୍କୁ ମିଲିଲା ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ମିଳିଲା ବଡ ଆଶ୍ବସ୍ତି । ଦୁଷ୍କର୍ମ ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ କୋର୍ଟ । ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଧର୍ମଗୁରୁ ତଥା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ…

ବ୍ରିକ୍ସରେ ନୂଆ ସଦସ୍ଯ ଭାବେ ଏଣ୍ଟ୍ରି କଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: ବ୍ରିକ୍ସରେ ପୂର୍ଣ୍ଣ ସଦସ୍ୟ ଭାବେ ଏଣ୍ଟ୍ରି କଲା ଆଉ ଏକ ଦେଶ। ଇଣ୍ଡୋନେସିଆ ୧୧ତମ ଦେଶ ଭାବେ ବ୍ରିକ୍ସର ଏକ ଅଂଶ ପାଲଟିଛି। ମଙ୍ଗଳବାର ଦିନ ସଙ୍ଗଠନର ଚେୟାରମ୍ୟାନ୍ ବ୍ରାଜିଲ୍ ଏନେଇ ଘୋଷଣା କରିଛି। ବ୍ରାଜିଲର ସୂଚନା ଅନୁଯାୟୀ, ୨୦୨୩ ମସିହାରେ ଜୋହାନ୍ସବର୍ଗ ଶିଖର ସମ୍ମିଳନୀରେ…

ବୋରୱେଲରେ ଫସିଲେ ୧୮ ବର୍ଷର ଯୁବତୀ

କୁଚ୍: ଗୁଜରାଟର କୁଚ ଜିଲ୍ଲାର କନ୍ଧରାଇ ଗ୍ରାମରେ ଜଣେ ୧୮ ବର୍ଷୀୟ ଯୁବତୀ ବୋରୱେଲରେ ଫସିଥିବା ଜଣାପଡିଛି। ଚାଷ ଜମିରେ ଥିବା ୫୦୦ ଫୁଟ୍ ଗଭୀର ବୋରୱେଲରେ ପଡିଯାଇଥିଲେ। ଏହି ଘଟଣା ସମଗ୍ର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଏହି ୧୮ ବର୍ଷୀୟ ଯୁବତୀ ଦୈନନ୍ଦିନ କାର୍ଯ୍ୟରେ…

କିଏ ହେବେ ପରବର୍ତ୍ତୀ କାନାଡା ପ୍ରଧାନମନ୍ତ୍ରୀ? ରେସରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଦେଶରେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ । ଏଥିସହିତ ଲିବରାଲ ପାର୍ଟିର…

ନେପାଳ ଭୂକମ୍ପ, ୫୩ ମୃତ, ଆହୁରି ବଢିବ ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପରେ ଥରିଛି ନେପାଳ-ତିବ୍ଦତ ସୀମା । ଲଗାତର ୬ଟି ଭୂମିକମ୍ପରେ ଥରିଛି ନେପାଳ ସୀମା । ଭୟଙ୍କର ଭୂକମ୍ପରେ ଏଯାବତ୍ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି। ତିବ୍ଦତରେ ସକାଳେ ଘଟିଥିବା ତିନୋଟି…

ଅପରାଧୀ ହେବେ ସାବାଡ: ଇଣ୍ଟରପୋଲ ପରିବର୍ତ୍ତେ ବ୍ୟବାହର ହେବ ‘ଭରତପୋଲ’

ନୂଆଦିଲ୍ଲୀ: ଅପରାଧୀ ତଥା ଦୁଷ୍କର୍ମକାରୀଙ୍କ ବିରୋଧରେ ଭାରତ ସରକାର କ୍ରମାଗତ ଭାବେ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସହ ବେଳେ ବେଳେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛନ୍ତି। କିନ୍ତୁ ଅନେକ ଥର ଅପରାଧୀମାନେ ଅପରାଧ କରିବା ପରେ ବିଦେଶକୁ ଫେରାର ହୋଇଯାଆନ୍ତି। ଏଭଳି ପରିସ୍ଥିତିରେ…