Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୪ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ଜାଣନ୍ତୁ କାହିଁକି

ଅଯୋଧ୍ୟା: ଗତବର୍ଷ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ରାମ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ଭିଡ । ପ୍ରତି ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । ସେପଟେ ପ୍ରୟାଗରାଜରେ ମହାକୁମ୍ଭ ଆଉ ଏପଟେ ରାମଲାଲାଙ୍କୁ ଦେଖିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା । ମାଘ…

ବିବାଦ ପରେ ଆକ୍ସନ ନେଲା ୟୁଟ୍ୟୁବ୍: ଡିଲିଟ୍ କଲା ରଣବୀରଙ୍କ ଭିଡିଓ

ମୁମ୍ବାଇ:  ‘ଇଣ୍ଡିଆ ହାଜ୍ ଲାଟେଣ୍ଟ’ ଶୋ’ରେ ବାପା ମାଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଏବେ ଅଡୁଆରେ ପଡିଛନ୍ତି ନାମୀଦାମୀ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀରଙ୍କ ବୟାନ ଏବେ ସୋସିଆଲ ମିଡିଆର ଉଷ୍ମତା ବଢାଇଥିବା ବେଳେ ଚାରିଆଡୁ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଛି । ଏମିତିକି…

କୁମ୍ଭମେଳାରେ ସନ୍ତାନ ପ୍ରସବ କଲେ ୧୧ ମହିଳା: ପ୍ରଥମ ଶିଶୁର ନାଁ ‘କୁମ୍ଭ’

ପ୍ରୟାଗରାଜ: ପବିତ୍ର ପ୍ରୟାଗରାଜ ନଗରୀରେ ବିଶ୍ୱାସ ଏବଂ ଭକ୍ତିର ସବୁଠାରୁ ବଡ଼ ମହାକୁମ୍ଭ ମେଳା ଅନୁଷ୍ଠିତ ହେଉଛି। ସମଗ୍ର ଦେଶ ସଙ୍ଗମରେ ଧାର୍ମିକ ବୁଡ଼ ପକାଇବା ପାଇଁ ଏକତ୍ରିତ ହୋଇଛନ୍ତି। ବହୁ ସଂଖ୍ୟକ ଭକ୍ତଙ୍କ ଆଗମନ ଯୋଗୁଁ, ପ୍ରୟାଗରାଜ ଏବଂ ଆଖପାଖ ଅଞ୍ଚଳଗୁଡ଼ିକ ସମ୍ପୂର୍ଣ୍ଣ ଭିଡ଼…

ବ୍ରିଜରୁ ତଳକୁ ଖସିଲା ବସ୍, ଚାଲିଗଲା ୫୫ଜଣଙ୍କ ଜୀବନ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଆମେରିକାର ଗ୍ବାଟମାଲାରେ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣା ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ଗତକାଲି ଗ୍ବାଟମାଲାର ରାଜଧାନୀ ଉପକଣ୍ଠରେ  ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ବ୍ରିଜରୁ ୧୧୫ ଫୁଟ୍ ତଳକୁ ଖସିପଡିଥିଲା। ଏହି ଦୁର୍ଘଟଣାରେ…

ସଂଗମ ନଗରୀରେ ଅସମ୍ଭାଳ ଭିଡ଼, ରାଜପଥରେ ଟ୍ରାଫିକ୍ ଜାମ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଅସମ୍ଭାଳ ଭିଡ଼ ହୋଇଛି। ଜନ ସମାଗମ ଯୋଗୁ ପ୍ରୟାଗରାଜକୁ ସଂଲଗ୍ନ କରୁଥିବା ରାଜପଥଗୁଡ଼ିକରେ ଟ୍ରାଫିକ୍‌ ଜାମ୍‌ ହୋଇଯାଇଛି। ରାସ୍ତା ଉପରେ ଯାନବାହନଗୁଡ଼ିକ ଫସିରହିଥିବାରୁ ଶ୍ରଦ୍ଧାଳୁମାନେ ନାହିଁ ନ ଥିବା ଅସୁବିଧାର…

ଏଲଜିଙ୍କୁ ଚିଠି ଲେଖିଲା ବିଜେପି: ଶୀଶ୍‌ମହଲରେ ରହିବେନି ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ :  ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ପରେ ବିଜେପି ଦିଲ୍ଲୀର ଉପରାଜ୍ୟପାଳ(ଏଲଜି) ଭିକେ ସକ୍ସେନାଙ୍କୁ ଚିଠି ଲେଖିଛି। ଏଥିରେ ଶୀଶମହଲ ସମ୍ପର୍କରେ ଉଲ୍ଲେଖ ରହିଛି। ଶୀଶମହଲରୁ ୪ଟି ବଙ୍ଗଳାର ବିଲୟକୁ ରଦ୍ଦ କରିବାକୁ ଦାବି କରାଯାଇଛି। ବିଜେପି ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ…

ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି: ୨୫ ହଜାର କୋଟିରୁ ଅଧିକ ମୂଲ୍ୟର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ନିଶାଦ୍ରବ୍ୟ ବିରୁଦ୍ଧରେ ଶୂନ୍ୟ-ସହନଶୀଳତା ନୀତି ଅନୁରୂପ ୨୦୨୪ ମସିହାରେ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସମେତ ଦେଶର ସମସ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ପ୍ରାୟ ୨୫,୩୩୦ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ…

କିଏ ଧରିବେ ଦିଲ୍ଲୀ ମଙ୍ଗ, ଚର୍ଚ୍ଚାରେ ମହିଳା ନେତ୍ରୀ! 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ବିପୁଳ ବିଜୟ ପରେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଖ୍ୟମନ୍ତ୍ରୀ ପଦ କାହାକୁ ଦେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ପଦ ଜଣେ ମହିଳା ବିଧାୟକଙ୍କୁ ଦିଆଯାଇପାରେ। ଏହି ପଦ…

ବନ୍ଦ ହୋଇନି ପ୍ରୟାଗରାଜ ରେଳଷ୍ଟେସନ, ଗୁଜବରୁ ଦୂରେଇ ରୁହନ୍ତୁ: ରେଳ ମନ୍ତ୍ରୀ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ପ୍ରବଳ ଜନସମାଗମ ହୋଇଛି। ଭିଡ଼ ଏତେ ଅଧିକ ଥିଲା ଯେ ସାରା ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ ପ୍ରୟାଗରାଜର ସଙ୍ଗମ ରେଳ ଷ୍ଟେସନକୁ ମଧ୍ୟ ପ୍ରବଳ ଭିଡ଼ ଯୋଗୁଁ ବନ୍ଦ କରିଦିଆଯାଇଥିଲା। ଏସମ୍ପର୍କରେ ରେଳମନ୍ତ୍ରୀ…

ହଜ୍ ୨୦୨୫; ବଦଳିଲା ନିୟମ, ଏଥର ମିଳିବନି ଶିଶୁଙ୍କୁ ଏଣ୍ଟ୍ରି

ଦୁବାଇ: ସାଉଦି ଆରବରେ ହଜ୍ ୨୦୨୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ଥର ତୀର୍ଥଯାତ୍ରୀଙ୍କ ସହିତ ପିଲାମାନଙ୍କୁ ନେବା ଉପରେ କଟକଣା ଲଗାଯାଇଛି। ସାଉଦି ଆରବର ହଜ୍ ଏବଂ ଉମରା ମନ୍ତ୍ରଣାଳୟ ଏ ସମ୍ପର୍କିତ ଏକ ଘୋଷଣା ମଧ୍ଯ କରିଛି। 'ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଏବଂ ହଜ୍ ଯାତ୍ରା…