Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସମ୍ପତ୍ତି ପାଇଁ ପ୍ରେମିକା ସହ ମିଶି ବାପାକୁ ଜୀଅନ୍ତା ଜାଳିଦେଲେ

ଲକ୍ଷ୍ନୌ: ଲକ୍ଷ୍ନୌର ରାମପୁର ଗଡୀ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ପ୍ରେମିକାଙ୍କ ସହ ମିଶି ବାପା ରାମୁକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ। ସେ ଏକ ମାସ ପୂର୍ବରୁ ଏଥିପାଇଁ ଯୋଜନା ବନାଇଥିଲା। ରାମୁ ବଡ ପୁଅକୁ ସମ୍ପତ୍ତିରୁ ବେଦଖଲ କରି ଦେଇଥିଲେ। ଯାହା ପରେ ସେ ଗର୍ଲଫ୍ରେଣ୍ଡ…

ଦେଶର ୧୭ଟି ସହରରେ ଭୋଡାଫୋନ୍ ଆଇଡିଆର ୫ଜି ସେବା ଆରମ୍ଭ

ନୂଆଦିଲ୍ଲୀ: ଭୋଡାଫୋନ୍ ଆଇଡିଆ (Vi) ଭାରତରେ ୫ଜି ସେବା ଆରମ୍ଭ କରିଛି | ଏକ ରିପୋର୍ଟ ମାଧ୍ୟମରେ ଏହି ସୂଚନା ସାମ୍ନାକୁ ଆସିଛି। ଟେଲିକମ୍ ସେବା ପ୍ରଦାନକାରୀ କମ୍ପାନୀ ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ମୁମ୍ବାଇ ଏବଂ ନୂଆଦିଲ୍ଲୀ ସମେତ ଦେଶର ୧୭ଟି ସହରର ସିଲେକ୍ଟ ସର୍କଲରେ ଏହାର ୫ଜି ସେବା…

ଏକ ଦେଶ ଏକ ନିର୍ବାଚନ…ସଂଖ୍ୟା ବାଧା

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଛି ଏକ ଦେଶ ଏକ ନିର୍ବାଚନ ବିଲ୍ । ପୂର୍ବରୁ କେନ୍ଦ୍ର କ୍ୟାବିନେଟ ବିଲକୁ ମଂଜୁରୀ ଦେଇସାରିଛି । ତେବେ ବିଲକୁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ବା ଜେପିସିକୁ ପଠାଯାଇପାରେ । ଏକ ଦେଶ ଏକ ନିର୍ବାଚନ ପାଇଁ କେନ୍ଦ୍ର ସରକାର ଦୁଇଟି ବିଲ୍ ଆଣିଛନ୍ତି । ଗୋଟିଏ…

‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍: ବଦଳିବ ସମ୍ବିଧାନର ଏହି ସବୁ ଧାରା….

ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ଏକକ ନିର୍ବାଚନ ବିଲ୍ “ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ” । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଥିବା ବେଳେ ଏହାକୁ…

ଯୁବପିଢିଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବାର୍ତ୍ତା; ନିଶାରେ ବୁଡି ରହିବା ଅର୍ଥ ‘କୁଲ୍’ ନୁହଁ

ନୂଆଦିଲ୍ଲୀ: ମଦ୍ୟପାନ କରିବା ବା ନିଶାରେ ବୁଡି ରହିବା ଅର୍ଥ 'କୁଲ୍' ନୁହେଁ ଏବଂ ଏହାକୁ ଏଡାଇବା ଉଚିତ୍। ସୋମବାର ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଯୁବକମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଆଜିକାଲି ଡ୍ରଗ୍ସ ସେବନ କିମ୍ବା ନିଶାରେ ବୁଡି ରହିବାକୁ…

ମସ୍କୋରେ ବୋମା ବିସ୍ଫୋରଣ; ରୁଷର ପରମାଣୁ ସୁରକ୍ଷା ବାହିନୀ ମୁଖ୍ୟଙ୍କ ମୃତ୍ୟୁ

ମସ୍କୋ: ରୁଷର ମସ୍କୋରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ରୁଷର ପରମାଣୁ ପ୍ରୋଗ୍ରାମର ମୁଖ୍ୟ ଇଗୋର କିରିଲୋଭଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଇଗୋର କିରିଲୋଭଙ୍କ ସହ ତାଙ୍କ ଆସିଷ୍ଟାଣ୍ଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ରାଷ୍ଟ୍ରପତି ଭବନଠାରୁ ମାତ୍ର ୭ କିଲୋମିଟର ଦୂରରେ…

ପ୍ରିୟଙ୍କାଙ୍କ ବ୍ୟାଗ…ବଢିଲା ରାଜନୀତି

ନୂଆଦିଲ୍ଲୀ: ପ୍ରଥମେ ପାଲେଷ୍ଟାଇନ୍, ଏବେ ବାଂଲାଦେଶୀ ଅଳ୍ପସଂଖ୍ୟକଙ୍କ ଚିନ୍ତା । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟାଗକୁ ନେଇ ତେଜିଲା ରାଜନୀତି । କାନ୍ଧରେ ବ୍ୟାଗ ପକାଇ କେଉଁ ସନ୍ଦେଶ ଦେଉଛନ୍ତି ପ୍ରିୟଙ୍କା? ନିଜ ବ୍ୟାଗକୁ ନେଇ ଦୁଇ ଦିନ ହେଲା ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା…

ବୃଦ୍ଧଙ୍କୁ ଅପେକ୍ଷା କରାଇ ହଟହଟା ଅଧିକାରୀ, ସିଇଓ ଦେଲେ ଛିଡା ହୋଇ କାମ କରିବାକୁ ନିର୍ଦ୍ଦେଶ

ନୋଏଡା: ନୋଏଡା ଅଥରିଟିରେ ଜଣେ ବୃଦ୍ଧ ଦମ୍ପତି ସେମାନଙ୍କ ଘର ସମ୍ପର୍କୀତ ଫାଇଲ ନେଇ ଅଧିକାରୀଙ୍କ ପାଖକୁ ଆସିଥିଲେ। ବାରମ୍ବାର ଦୌଡିଦୌଡି ନିରାଶ ହୋଇ ସେ ସୋମବାର ସିଇଓ ଲୋକେଶ ଏମଙ୍କ ଭେଟିଥିଲେ। ବୃଦ୍ଧ ଦମ୍ପତିଙ୍କଠୁ ସବୁ ଶୁଣିବା ପରେ ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ଗୃହ…

ମହାଦେବଶାଲ: ଜାଣନ୍ତୁ କାହିଁକି ଇଂରେଜମାନେ ଭୟରେ କରିଥିଲେ ରେଳ ଲାଇନର ଦିଗ ପରିବର୍ତ୍ତନ?

ଭୁବନେଶ୍ବର: ଶାସ୍ତ୍ର ଏବଂ ପୁରାଣରେ ଭଙ୍ଗା ମୂର୍ତ୍ତି ପୂଜା କରିବା ପାଇଁ ବାରଣ ଅଛି । କୌଣସି ମନ୍ଦିରର ଗର୍ଭଗୃହରେ ଭଙ୍ଗା କିମ୍ବା ଖଣ୍ଡତ ମୂର୍ତ୍ତି ଦେଖିବାକୁ ମିଳିବ ନାହିଁ । କିନ୍ତୁ ଝାଡଖଣ୍ଡର ଗୋଇଲକେରା ର ବାଦିଲା ଗାଁର କାହାଣୀ ଅଲଗା ଅଟେ। ଏଠାରେ ମହାଦେବଶାଲ ଧାମ ନାମକ ଭଗବାନ…

ମାମଲା ଭିତରେ ଟ୍ଵିଷ୍ଟ, ପୋଲିସ କହୁଛି ଅଭିନେତାଙ୍କୁ ଥିଏଟର ଯିବାକୁ ମନା କରିଥିଲୁ…

ହାଇଦ୍ରାବାଦ; ଗୋଟେ ପଟେ ସାଉଥ ମେଗାଷ୍ଟାର ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଗୋଟେ ପରେ ଗୋଟେ ରେକର୍ଡ ଭାଙ୍ଗି ବକ୍ସ ଅଫିସରେ ଇତିହାସ ରଚୁଥିବା ବେଳେ ସେପଟେ ଥମୁନି ଅଭିନେତାଙ୍କ ସମସ୍ୟା l ପୁଷ୍ପା ୨ ସ୍କ୍ରିନିଂ ସମୟରେ ସଂନ୍ଧ୍ୟା ଥିଏଟରରେ ଘଟିଥିବା ଦଳାଚକଟା ଘଟଣାରେ ଫସିଥିବା ଅଲୁ…