Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାଲେଷ୍ଟାଇନ ପରେ ପ୍ରିୟଙ୍କାଙ୍କ ହାତରେ ‘ବାଂଲାଦେଶ’ ଲେଖାଥିବା ବ୍ୟାଗ

ନୂଆଦିଲ୍ଲୀ: ୱାୟନାଡ ଲୋକସଭା ସାଂସଦ ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ସଂସଦରେ ଏକ ବ୍ୟାଗ ଧରି ପହଞ୍ଚିଥିଲେ। ଯେଉଁଥିରେ ଲେଖାଥିଲା ବାଂଲାଦେଶରେ ଥିବା ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନେ ଏକାଠି ହୋଇ ରହିବା କଥା। ତେବେ ଏହାର ଗୋଟିଏ ଦିନ ପୂର୍ବରୁ ପାଲେଷ୍ଟାଇନର ସମର୍ଥନରେ ମଧ୍ଯ ସେ ଏକ ବ୍ୟାଗ…

ରାମ ଓ କୃଷ୍ଣଙ୍କ ପରମ୍ପରାରେ ଦେଶ ଚାଲିବ, ବାବରଙ୍କ ନୁହେଁ: ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଦିନ ବିଧାନସଭାରେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାମ, କୃଷ୍ଣ ଏବଂ ବୁଦ୍ଧଙ୍କ ପରମ୍ପରା ଅନୁଯାୟୀ ଦେଶ ଚାଲିବ। ବାବର-ଔରଙ୍ଗଜେବଙ୍କ ପରମ୍ପରାରେ ନୁହେଁ। ମହରମର ଶୋଭାଯାତ୍ରା କିମ୍ବା ଅନ୍ୟ କୌଣସି ପର୍ବରେ…

ଆଉ ନିଯୁକ୍ତି ପରୀକ୍ଷା କରିବନି ଏନଟିଏ…

ନୂଆଦିଲ୍ଲୀ: ଏଣିକି ଆଉ ନିଯୁକ୍ତି ପରୀକ୍ଷା କରିବ ନାହିଁ ଏନଟିଏ । କେବଳ ପ୍ରବେଶିକ ପରୀକ୍ଷା ଆୟୋଜିତ କରିବ । ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ନୂଆଶିକ୍ଷା ବର୍ଷ ୨୦୨୫ରୁ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ପାଇଁ କେବଳ ପ୍ରବେଶିକା ପରୀକ୍ଷା ଆୟୋଜିତ କରିବ । ନିଯୁକ୍ତି ପରୀକ୍ଷା ଆୟୋଜିତ କରିବ…

‘ଆଜି ବି ଅସୁରକ୍ଷିତ ମହିଳା’; ନିର୍ଭୟା କାଣ୍ଡର ୧୨ ବର୍ଷ ପରେ ମୁହଁ ଖୋଲିଲେ ପିଡୀତାଙ୍କ ମା’

ନୂଆଦିଲ୍ଲୀ; ସେତେବେଳେ ନିର୍ଭୟା କାଣ୍ଡ ଆଉ ଏବେ ଆରଜି କର ମେଡିକାଲ ଘଟଣା l ନିର୍ଭୟା କାଣ୍ଡରେ ପିଡୀତାଙ୍କ ପରିବାରକୁ ନ୍ୟାୟ ମିଳିଥିଲେ ମଧ୍ୟ ଆଜି ପରିବାର ଲୋକଙ୍କ ମନରୁ ଲିଭିନି ନିଜ ଝିଅ ପ୍ରତି ହୋଇଥିବା ଘଟଣାର ଦୃଶ୍ୟ l ଲିଭିବ ବା କେମିତି ? ସେ ବି ତା ଜଣେ ମା' l ଯେଉଁ ପର୍ଯ୍ୟନ୍ତ…

ଲୋକସଭାରେ ଆଗତ ହେଲା ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ୍’ ବିଲ୍, ବିରୋଧ କଲା କଂଗ୍ରେସ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚା ଏବଂ ଆଲୋଚନା ପରେ ଆଜି ପରିଶେଷରେ ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ 'ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ' ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି…

ଏଣିକି ଭିକାରୀକୁ ଭିକ ଦେଲେ ଯିବେ ଜେଲ୍…

ଇନ୍ଦୋର: ଏଣିକି ଭିକାରୀକୁ ଭିକ ଦେବା ପଡିବ ମହଙ୍ଗା । ଯେଉଁମାନେ ଭିକାରୀଙ୍କୁ ଟଙ୍କା ଦେବେ ସେମାନଙ୍କୁ ଜେଲ୍ ଯିବାକୁ ପଡିବ । ଏମିତି କିଛି କଡା ଆଇନ ଆଣୁଛନ୍ତି ସରକାର । ଯାହା ନୂଆବର୍ଷ ଅର୍ଥାତ୍ ଜାନୁଆରୀ ପହିଲାରୁ ଲାଗୁ ହେବାକୁ ଯାଉଛି । ନୂଆବର୍ଷ ଠାରୁ ଯଦି ଭିକାରୀଙ୍କୁ କେହି ବି ଭିକ…

ଜର୍ଜିଆର ଏକ ରିସର୍ଟରେ ୧୨ ଭାରତୀୟଙ୍କ ମୃତ୍ୟୁ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଜର୍ଜିଆର ଏକ ମାଉଣ୍ଟେନ ରିସର୍ଟର ଭାରତୀୟ ହୋଟେଲରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଭାରତୀୟ ଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ରିସର୍ଟ ଭିତରେ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ଘଟଣାରେ ପୋଲିସ ଜର୍ଜିଆର ଅପରାଧିକ…

ଖ୍ରୀଷ୍ଟମାସ ପୂର୍ବରୁ ଅଘଟଣ, ସ୍କୁଲରେ ଆଖିବୁଜା ଗୁଳିମାଡ଼ କଲେ ଛାତ୍ରୀ

ଆମେରିକା: ସ୍କୁଲ ଭିତରେ ଛାତ୍ରୀଙ୍କ ଆଖିବୁଜା ଗୁଳିମାଡ଼ । ଶିକ୍ଷକଙ୍କ ସମେତ ଚାଲିଗଲା ୩ ଜଣଙ୍କ ଜୀବନ । ୱିସ୍କୋସିନ୍‌ରେ ଏକ ବିଦ୍ୟାଳୟରେ ଜଣେ ଛାତ୍ରୀ ଏହି ଗୁଳିମାଡ଼ କରିଛନ୍ତି । ଗୁଳିମାଡରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି । ସେପଟେ ଗୁଳିମାଡ଼ କରିଥିବା…

ଆଜି ଲୋକସଭାରେ ଆସିପାରେ ଏକକ ନିର୍ବାଚନ ବିଲ୍

ନୂଆଦିଲ୍ଲୀ: ଦୀର୍ଘ ସମୟ ପ୍ରତିକ୍ଷା ପରେ ଆଜି ଲୋକସଭାରେ ଆଗତ ହେବ ୱାନ ନେସନ ୱାନ ଇଲେକ୍ସନ ବିଲ୍ । ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ମଧ୍ୟାହ୍ନ ପ୍ରାୟ ୧୨ ଟା ସମୟରେ ଏହି ବିଲ୍ ଉପସ୍ଥାପନ କରିବେ। ବିଜେପି ମଧ୍ୟ ତା’ର ସାଂସଦମାନଙ୍କ ପାଇଁ ହ୍ଵିପ ଜାରି କରିଛି। ସେପଟେ ସରକାରଙ୍କ ଏହି ବିଲକୁ…

ଯାଞ୍ଚ ବେଳେ କନଷ୍ଟେବଳଙ୍କ ଉପରେ ଟ୍ରକ୍‌ ଚଢାଇଦେଲା ଡ୍ରାଇଭର

ଗୌହାଟି: ଆସାମର ଶ୍ରୀଭୂମି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଟ୍ରକ୍‌ ରେ ଡ୍ରଗ୍ସ ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାକୁ ଉଦ୍ୟମ କରିଥିବା କନେଷ୍ଟବଳଙ୍କ ଉପରେ ଡ୍ରାଇଭର ଟ୍ରକ୍ ଚଢାଇଦେବା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ତ କନଷ୍ଟେବଳଜଣକ ହେଲେ ଉଜ୍ଜ୍ୱଳ ବୋରା । ଖବର…