Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫୋନପେ ଏହି ବ୍ୟବସାୟକୁ କଲା ବନ୍ଦ ,କମ୍ପାନୀ ଆରବିଆଇକୁ ଲାଇସେନ୍ସ ଫେରସ୍ତ କରିବ

ନୂଆଦିଲ୍ଲୀ:ଦେଶର ଫିନଟେକ୍ କମ୍ପାନୀ ଫୋନ୍ ପେ ଶୁକ୍ରବାର ଦିନ 'ଆକାଉଣ୍ଟ୍ ଏଗ୍ରିଗେସନ୍'(Account Aggregation AA) ବ୍ୟବସାୟରୁ ବାହାରିଯାଇଛି । କମ୍ପାନୀ କହିଛି ଯେ, କମ୍ପାନୀ ଆଶା ଅନୁସାରେ ସେବା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ସହଭାଗିତା ଯୋଗ କରିପାରି ନାହିଁ, ତେଣୁ ଏହି ନିଷ୍ପତ୍ତି…

ରାୟଗଡାରେ ହେବ ନୂଆ ରେଳ ଡିଭିଜନ, ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର: ରାୟଗଡାରେ ନୂଆ ରେଳ ଡିଭିଜନ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏବେ  ଓ୍ବାଲଟିୟର ଡିଭିଜନର ନୂଆ ନାମ ବିଶାଖାପାଟଣା ଡିଭିଜନ ହେବ ଓ ଏହା ଦକ୍ଷିଣ ତଟ ରେଳପଥ ଅଧିନରେ ରହିବ। ସେହିପରି ଏକ ନୂଆ ରେଳ ଡିଭିଜନ ଭାବରେ ରାୟଗଡ଼ା ଡିଭିଜନ ସ୍ଥାପନ କରାଯିବ । …

ଗାଜାପଟିର ଲାଲ ଇତିହାସ : ରକ୍ତ ଯୁଦ୍ଧ ଭିତରେ ବିତୁଛି ଜୀବନ, ଏବେ ପୁଣି ଆମେରିକାର ଆଖି

ନୂଆଦିଲ୍ଲୀ: ଇସ୍ରାଏ ଓ ହମାସ ମଧ୍ୟରେ ଚାଲିଥିବା ରକ୍ତ ଯୁଦ୍ଧ କିଛି ଦିନ ହେବ ବନ୍ଦ ହୋଇଛି । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପରେ ଯୁଦ୍ଧରେ ଏକପ୍ରକାର ବିରାମ ଲାଗିଛି । ଏହାରି ଭିତରେ ଏହି ଦୁଇ ଦେଶରୁ ଭଲ ଖବର ମଧ୍ୟ ଆସିଛି । ଆକ୍ରମଣରେ ବନ୍ଦ ରହିଥିବା ପଣ ବନ୍ଦୀଙ୍କୁ…

ଭୁବନେଶ୍ବରରେ ଟିମ୍ ଇଣ୍ଡିଆକୁ ଭବ୍ୟ ସ୍ବାଗତ

ଭୁବନେଶ୍ୱର: ବାରବାଟୀରେ ରବିବାର ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ଖେଳାଳି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ଉଭୟ ଦେଶର ଖେଳାଳି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ଏୟାରପୋର୍ଟରୁ…

ପୁଅ ବାହାଘରରେ ଗୌତମ ଆଦାନୀ ସାମାଜିକ କଲ୍ୟାଣ ଉଦ୍ଦେଶ୍ୟରେ ଦାନ କଲେ ୧୦ ହଜାର କୋଟି ଟଙ୍କା

ଅହମଦାବାଦ: ଗତ ମାସ ମହାକୁମ୍ଭ ମେଳାକୁ ଯାଇଥିବା ସମୟରେ ଗୌତମ ଆଦାନୀ କହିଥିଲେ ଯେ ତାଙ୍କ ପୁଅର ବିବାହ ଏକ ‘ସରଳ ଏବଂ ପାରମ୍ପାରିକ ଢଙ୍ଗରେ’ ଆୟୋଜିତ ହେବ । ତାଙ୍କ କଥାରେ ଅଟଳ ରହି ଏବଂ ତାଙ୍କ ପୁଅ ଜୀତ ଆଦାନୀଙ୍କ ବିବାହ ଏକ ବିଳାସପୂର୍ଣ୍ଣ ଏବଂ ଆକର୍ଷଣୀୟ ଉତ୍ସବ ହେବ ବୋଲି ସମସ୍ତ…

ବାଣ କାରଖାନାରେ ବିସ୍ଫୋରଣ: ୪ମୃତ; ବିଜେପି ବିଧାୟକଙ୍କ ଏନଆଇଏ ତଦନ୍ତ ଦାବି

ପଶ୍ଚିମବଙ୍ଗ: ନଦିଆ ଜିଲ୍ଲାରେ ଶୁକ୍ରବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା କଲ୍ୟାଣୀର ରଥତଲା ଅଞ୍ଚଳର ଥିବା ଏକ ବାଣ କାରଖାନାରେ ଘଟିଛି । ନଦିଆର କଲ୍ୟାଣୀର ରଥତଲାର ଏକ ଜନବହୁଳ ଅଞ୍ଚଳରେ ଥିବା ଏକ ବାଣ…

୭୦୦ କର୍ମଚାରୀଙ୍କୁ ଛଟେଇ କରିଛି ଇନ୍‌ଫୋସିସ୍‌ !

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ରେ ଆରମ୍ଭ ହୋଇଛି ଛଟେଇ। ୭୦୦ କର୍ମଚାରୀଙ୍କୁ ଛଟେଇ କରିଛି କମ୍ପାନୀ। ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ କହୁଥିବା ନାରାୟଣ ମୂର୍ତ୍ତୀଙ୍କ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ଆରମ୍ଭ ହୋଇ ଯାଇଛି ବିବାଦ। ମିଡିଆ ରିପୋର୍ଟ ମୁତାବକ,  କମ୍ପାନୀ…

ଆମେରିକାରୁ ଡିପୋର୍ଟ ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି, ଯାଞ୍ଚ କରିବ ପଞ୍ଜାବ ପୋଲିସ

ଚଣ୍ଡିଗଡ଼: ଆମେରିକରୁ ଡିପୋର୍ଟ ହୋଇଥିବା ଲୋକଙ୍କ ପାଇଁ ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଙ୍ଗ କମିଟି। ମମଳକୁ କଡାକଡି ଯାଞ୍ଚ କରିବ ପଞ୍ଜାବ ପୋଲିସ। ପଞ୍ଜାବ ଡିଜିପି ଗୌରବ ଯାଦବ ଆଜି ୪ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି।  ଆମେରିକାରୁ ଡିପୋର୍ଟ…

ଦିଲ୍ଲୀ ରାଜନୀତିରେ ରୋଚକ ଘଟଣା, ନିର୍ବାଚନ କମିଶନ ନଶୁଣିବାରୁ ଆପ ତିଆରି କଲା ୱେବସାଇଟ

ନୂଆଦିଲ୍ଲୀ : ଶନିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ଭୋଟ ଗଣତି । କିନ୍ତୁ ଏଯାଏଁ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ତଥ୍ୟ ଦେଲେନି ମୁଖ୍ୟ ନିର୍ବାଚନ କମିଶନ । ଦିଲ୍ଲୀର ପ୍ରତି ନିର୍ବାଚନ ମଣ୍ଡଳୀର କେଉଁ ବୁଥରେ କେତେ ଭୋଟ୍ ପୋଲିଂ ହୋଇଛି, ସେ ସଂକ୍ରାନ୍ତ ସମସ୍ତ ଟିକିନିଖି ତଥ୍ୟ,…

ଛୁଟି ନମିଳିବାରୁ ୪ ଜଣଙ୍କୁ ଛୁରୀ ଭୁସି ଦେଲେ ଯୁବକ, ପୋଲିସର ତଦନ୍ତ ଆରମ୍ଭ

କୋଲକାତା: ଛୁଟି ନମିଳିବାରୁ ୪ ସହକର୍ମୀଙ୍କୁ ଛୁରୀରେ ଆକ୍ରମଣ । ପଶ୍ଚିମବଙ୍ଗ ବୈଷୟିକ ଶିକ୍ଷା ବିଭାଗର କର୍ମଚାରୀ ଅମିତ କୁମାର ସରକାର, ତାଙ୍କର ୪ ଜଣ ସହକର୍ମୀଙ୍କୁ ଛୁରୀରେ ଆହତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶୁକ୍ରବାର ଠିକ ସମୟରେ ଅଫିସ ଆସିଥିଲେ…