Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜାଡରେ ଥରୁଛି ସାରା ଭାରତ, ଆହୁରି ଗୋଟେ ଦିନ ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ଵର: ଶୀତରେ ଥରୁଛି ସାରା ଦେଶ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ ଭଙ୍ଗା ଜାଡ଼ ଜାରି ରହିଛି। ଶୀତ ସାଙ୍ଗକୁ କୋହଲା ପବନ ବି ବହୁଛି। ସେପଟେ ରାଜ୍ୟରେ ଆହୁରି ଗୋଟେ ଦିନ ଅସ୍ତବ୍ୟସ୍ତ କରିବ ଶୀତ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ସର୍ବନିମ୍ନ ତାପମାତ୍ରାରେ କୌଣସି…

ଗାଜା ଉପରେ ଇସ୍ରାଏଲ୍‌ର ଘନଘନ ଆକ୍ରମଣ, ୩ ଦିନରେ ୭୧ ମୃତ

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲ୍‌ର ଘନଘନ ଆକ୍ରମଣ । ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକରେ ବର୍ତ୍ତମାନ ସୁଦ୍ଧା ୭୧ ଜଣ ପାଲେଷ୍ଟାଇନ୍‌ଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏୟାରଷ୍ଟ୍ରାଇକରେ ହମାସ୍ ଅଫିସରଙ୍କ ସମେତ ଅନେକ ଶିଶୁ ଓ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ନୂଆବର୍ଷରୁ…

କର୍କଟ ରୋଗରୁ ଦୁରେଇ ରଖେ ଚା’ ଏବଂ କଫି: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ ଚା ଏବଂ କଫି ପିଇବାକୁ ପସନ୍ଦ କରନ୍ତି । ସକାଳୁ ସକାଳୁ କପେ ଚା’ କିମ୍ବା କଫି ନହେଲେ ସେମାନଙ୍କର ଦିନ ଆରମ୍ଭ ହୁଏନି । କେବଳ ସକାଳେ ନୁହେଁ କିଛି ଲୋକ ଏପରି ଥା’ନ୍ତି ଯେଉଁମାନେ ଦିନସାରା ଚା’ ପିଉଥାନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଚା’ କିମ୍ବା…

ଅଭିଭାବକଙ୍କ ବିନା ଅନୁମତିରେ ସୋସିଆଲ ମିଡିଆ ବ୍ୟବହାର କରିପାରିବେନି ପିଲା

ନୂଆଦିଲ୍ଲୀ: ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟଫୋନ୍ ମାୟା ରେ ବାୟା । କେବଳ ସ୍ମାର୍ଟଫୋନ ନୁହେଁ ସମସ୍ତେ ସୋସିଆଲ ମିଡିଆରେ ମଧ୍ୟ ସକ୍ରିୟ ରହୁଛନ୍ତି । କିନ୍ତୁ ସେମାନେ ବୁଝିବାକୁ ନାରାଜ ଯେ ସୋସିଆଲ ମିଡିଆ ଯେତିକି ଉପକାର କରୁଛି ସେତିକି…

ନିର୍ବାଚନ ଲଢ଼ିବେନି ଖୋଦ୍ ଦିଲ୍ଲୀ ବିଜେପି ସଭାପତି, ଆପ କହିଲା…

ନୂଆଦିଲ୍ଲୀ : ନିର୍ବାଚନ ଯେତେ ପାଖେଇ ଆସୁଛି ଦିଲ୍ଲୀ ରାଜନୀତି ସେତେ ସରଗରମ ହେଉଛି । କେତେବେଳେ ଟିକେଟ ବଣ୍ଟକୁ ନେଇ ଅସନ୍ତୋଷ ଆଉ କେତେବେଳେ ନେତାଙ୍କ ବୟାନକୁ ନେଇ ବିବାଦ । ଆଉ ଏ ସବୁ ଭିତରେ କିଏ କେଉଁଠୁ ନିର୍ବାଚନ ଲଢ଼ିବ ସେନେଇ ବି ଉତ୍ସୁକତା ବଢୁଛି । ଏବେ ଦିଲ୍ଲୀ ରାଜନୀତିରେ ସବୁଠାରୁ…

ଜାତୀୟ ଖୋ ଖୋ ଟିମକୁ ସ୍ପନସର୍ କରିବେ ରାଜ୍ୟ ସରକାର, ଖର୍ଚ୍ଚ ହେବ ୧୫ କୋଟି

ଭୁବନେଶ୍ୱର: ‘ଖୋ ଖୋ’ ଖେଳକୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର। ପରିଚିତ ହେବ ‘ଖୋ ଖୋ’ ଖେଳ। ବିଶ୍ବ ସ୍ତରରେ ରାଜ୍ୟକୁ ପରିଚିତ କରିବେ ଖେଳାଳି। ଦେଶର ‘ଖୋ ଖୋ’ ଖେଳ ପାଇଁ  ସୁବର୍ଣ୍ଣ ସମୟ ଆସିଛି। ପୂର୍ବରୁ ଜାତୀୟ ହକି ଖେଳକୁ ଓଡିଶା ସ୍ପନସର୍ କରିଥିବା ବେଳେ, ଏବେ ଖୋ ଖୋ ଖେଳକୁ…

ଭାରତରେ ଅତ୍ୟନ୍ତ ଦାରିଦ୍ର୍ୟ ହ୍ରାସ ପାଇଛି : ଏସବିଆଇ ରିପୋର୍ଟ

ନୂଆଦିଲ୍ଲୀ:ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଦାରିଦ୍ର୍ୟ ସଂଖ୍ୟା ହ୍ରାସ ପାଇଛି। ନିକଟରେ ଏସବିଆଇ ଏକ ରିପୋର୍ଟ ପ୍ରକାଶ କରିଛି, ଦେଶର ଗ୍ରାମ ଏବଂ ସହରରେ ଦାରିଦ୍ର୍ୟ ହାର ହ୍ରାସ ପାଇଛି। ଏସବିଆଇ ରିପୋର୍ଟ ଅନୁସାରେ, ୨୦୨୩-୨୪ ଆର୍ଥିକ ବର୍ଷରେ ଦେଶର ଅନେକ ଅଞ୍ଚଳରେ ଦାରିଦ୍ର୍ୟ ହାର ହ୍ରାସ…

ଟଏଲେଟ୍ ସିଟକୁ କ୍ଷତି ପହଞ୍ଚାଇପାରେ ଟିସୁ ପେପର, କରନ୍ତୁ ଏପରି ସଫା…

ନୂଆଦିଲ୍ଲୀ: ଜାପାନର ଟଏଲେଟ୍ ତିଆରି କମ୍ପାନୀ ଟୋଟୋ ଏକ ପବ୍ଲିକ ସର୍ବିସ ଆନାଉନସମେଣ୍ଟ କରିଥିଲା, ​​ଯେଉଁଥିରେ ସେ କହିଥିଲେ ଯେ, ଟଏଲେଟ୍ ସିଟ୍ କୁ ଟଏଲେଟ୍ ପେପରରେ ପୋଛିବା ଉଚିତ୍ ନୁହେଁ । ଜାପାନର ଖବରକାଗଜ ମେନିଚି ଶିମ୍ବୁନରେ ଏହି ସୂଚନା ଦିଆଯାଇଛ । ରିପୋର୍ଟରେ କୁହାଯାଇଛି ଯେ,…

ହାଇଡ୍ରୋଜେନରୁ ବିଦ୍ୟୁତ ଉତ୍ପାଦନ କରିବ ଚୀନ

ନୂଆଦିଲ୍ଲୀ: ବିଶ୍ବର ଅଧିକାଂଶ ଅଞ୍ଚଳରେ ଜଳ, କୋଇଲା ଏବଂ ଆଣବିକ ଶକ୍ତିରୁ ବିଦ୍ୟୁତ୍ ଉତ୍ପନ୍ନ କରାଯାଉଛି। ବିଦ୍ୟୁତ୍ ଶକ୍ତିର ଚାହିଦା ବଢିବା କାରଣରୁ ପବନ ଶକ୍ତି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି। କିନ୍ତୁ ଏ କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ବଢିଛି ଚୀନ। ଏବେ ହାଇଡ୍ରୋଜେନରୁ ବିଦ୍ୟୁତ୍…

ରାମ ରହିମଙ୍କ ପୁଣି ବଢ଼ିଲା ଅଡୁଆ, ସୁପ୍ରିମକୋର୍ଟରୁ ନୋଟିସ୍

ନୂଆଦିଲ୍ଲୀ : ଗୁରୁମିତ୍ ରାମ ରହିମଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ । ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମଙ୍କୁ ସୁପ୍ରିମକୋର୍ଟରୁ ନୋଟିସ୍ ହୋଇଛି । ୨୦୦୨ରେ ଡେରା ସଚ୍ଚା ସୌଦାର ମ୍ୟାନେଜର୍ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ତାଙ୍କୁ ନୋଟିସ୍ ଜାରି କରାଯାଇଛି । ଏହି ମାମଲାରେ…