Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଣି ଭାରତର ଜାଗା ମାଡ଼ି ବସିଲା ଚୀନ, ଭାରତର ବଡ଼ ଆକ୍ସନ !

ନୂଆଦିଲ୍ଲୀ : ପୁଣି ଚୀନର ଦାଦାଗିରି । ମାଡ଼ି ବସିଲା ଲଦାଖର କିଛି ଅଂଶ । ଚୀନ ଏବେ ତାର ଭୌଗଳିକ ପରିସୀମାରେ ଆଉ ଦୁଇଟି କାଉଣ୍ଟି ଯୋଡ଼ିଛି । ଜିନଜିଆଙ୍ଗ ଅଟୋନମସ୍‌ ରିଜିଅନ୍ ଅଧୀନରେ ଏହି ଦୁଇଟି ନୂଆ କାଉଣ୍ଟି କରିଛି ଚୀନ । ଗୋଟିକର ନାମ ହେ’ଆନ୍ ଓ ଅନ୍ୟଟିର ନାମ ହେକାଙ୍ଗ । ଏହି ଦୁଟି…

ନୀତୀଶଙ୍କୁ ବଡ଼ ଅଫର, ଜାତୀୟ ରାଜନୀତିରେ ହଟଚମଟ

ନୂଆଦିଲ୍ଲୀ : ଜାତୀୟ ରାଜନୀତିରେ ପୁଣି ନୀତୀଶ କୁମାରଙ୍କୁ ନେଇ ହଟଚମଟ । ପ୍ରଥମେ ନୀତୀଶ ସାଇଲେଣ୍ଟ ମୋଡକୁ ଯିବା ପରେ ଏବେ ବଡ଼ ଅଫର, ଯାହା ଜାତୀୟ ରାଜନୀତିରେ ଝଡ଼ ସୃଷ୍ଟି କରିଛି । ସାମାଜିକ ଗଣମାଧ୍ୟରେ ଅନେକ କହିଲେଣି ପୁଣି ଏନଡିଏକୁ ଟାଟା କରିବେ କି ନୀତୀଶ କୁମାର ? ତେବେ ଏପରି ଚର୍ଚ୍ଚା…

ଘରୋଇ ବସରେ କାମୁଡିଲା ଓଡଶ, ଏବେ ବସ୍ ମାଲିକ ଦେବେ ଲକ୍ଷେ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ଦୁଇବର୍ଷ ପୂର୍ବେ ମାଙ୍ଗାଲୁରୁର ଏକ ଘରୋଇ ବସ୍‌ରେ ଜଣେ ମହିଳାଙ୍କୁ ଓଡଶ କାମୁଡ଼ିଥିଲା। ବର୍ତ୍ତମାନ କୋର୍ଟ ସେହି ବସ୍ କମ୍ପାନୀ ଏବଂ ବୁକିଂ ଏଜେଣ୍ଟ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସୂଚନାନୁସାରେ,୧୬ ଅଗଷ୍ଟ ୨୦୨୨ରେ ଦୀପିକା ସୁବର୍ଣ୍ଣା ନାମକ ଜଣେ ମହିଳା…

ପାଣିରୁ ସୁନା ଛାଣୁଛନ୍ତି ଲୋକେ, ଭଡ଼ାରେ ଆଣୁଛନ୍ତି ମେସିନ୍‌

ଇସଲାମାବାଦ: ପାକିସ୍ତାନରେ ପାଣିରୁ ସୁନା ବାହାର କରୁଛନ୍ତି ଲୋକେ। ହେଲେ ସୁନା ଛାଣିବା ପାଇଁ ଏଠାକାର ଲୋକ ଭଡ଼ାରେ ମେସିନ୍‌ ଆଣୁଛନ୍ତି। ବେଆଇନ ଭାବେ ଜୋରସୋରରେ ଏହି କାମ ଚଳାଇଛନ୍ତି ପାକିସ୍ତାନ ବାସିନ୍ଦା। କିନ୍ତୁ ପାଣିରୁ ସୁନା ବାହାର କରିବା କାମ ବେଆଇନ, ଯାହାକୁ ରୋକିବାକୁ ପୋଲିସ ଅନେକ…

ସାବଧାନ! ଚୀନରେ କୋଭିଡ୍ ଭଳି ମହାମାରୀ

ନୂଆଦିଲ୍ଲୀ: ୫ବର୍ଷ ପରେ ପୁଣି ଫେରିବ କି କରୋନା ଭଳି ମହାମାରୀ? ଚୀନରେ ବଢିବାରେ ଲାଗିଛି ଶ୍ବାସଜନିତ ଅସୁସ୍ଥତା, ଭାରତରେ ବଢିଲା ଚିନ୍ତା। ୨୦୧୯ ଶେଷ ଆଡକୁ ଚୀନର ବୁହାନ ସହରର ବିଭିନ୍ନ ହସପିଟାଲର ଭିଡିଓ ସାମନାକୁ ଆସିଥିଲା । ନିଶ୍ବାସ ନେବାରେ ସମସ୍ୟା ତଥା କାଶ ପାଇଁ ହସପିଟାଲରେ ଭର୍ତ୍ତି…

କାହାର ହେବେ ନୀତିଶ କୁମାର?

ନୂଆଦିଲ୍ଲୀ: ନୀତିଶଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ । ଲାଲୁଙ୍କ ଅଫର ତ ତେଜସ୍ବୀଙ୍କ ବିରୋଧ । ଆରଜେଡିରେ ନୀତିଶଙ୍କୁ ନେଇ ଘମାସାନ । ପୁଣି ନିର୍ବାଚନ ପୂର୍ବରୁ ପଲଟି ମାରିବେ କି ନୀତିଶ ? ବିହାର ନିର୍ବାଚନ ଯେତେ ପାଖଉଛି, ନୀତିଶଙ୍କୁ ନେଇ ଚର୍ଚ୍ଚା ସେତେ ବଢିବାରେ ଲାଗିଛି । କିଛି…

ଓଡ଼ିଶା ପୋଲିସ-ସୁରକ୍ଷାକର୍ମୀଙ୍କୁ ସଫଳତା: ବର୍ଷର ପ୍ରଥମ ଏନକାଉଣ୍ଟରରେ ଟଳିଲେ ୩ ମାଓବାଦୀ

ରାୟପୁର: ଛତିଶଗଡର ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। କାଣ୍ଡେଶ୍ୱର ଗ୍ରାମରେ ବସ୍ତର ବାଟାଲିୟନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ ୩…

ବ୍ଲାକମେଲ୍ କରି କୋଟିପତି ହେଲେ ଚାକରାଣୀ !

ଭୋପାଳ: କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶର ଉଜୈନରେ ପିଙ୍କି ଗୁପ୍ତା ନାମକ ଜଣେ ମହିଳାଙ୍କ ସମେତ ପୋଲିସ ତିନି ଜଣଙ୍କୁ ଗିରଫ କରିଥିଲା। ଅଭିଯୋଗ ହେଉଛି ଯେ ସେ ତାଙ୍କ ସହଯୋଗୀମାନଙ୍କ ସହ ଜଣେ ପ୍ରସିଦ୍ଧ ଜ୍ୟୋତିଷଙ୍କୁ ହନିଟ୍ରାପ କରି ଫସାଇଥିଲେ ଏବଂ ୪ କୋଟିରୁ ଅଧିକ ଟଙ୍କା ଲୁଟି ନେଇଥିଲେ।…

ଖୁସି ଖବର: ଖୁବ ଶୀଘ୍ର ୫ଜି ଲଞ୍ଚ କରିବ ଭିଆଇ, ଚିନ୍ତାରେ ଜିଓ ଏବଂ ଏୟାରଟେଲ

ନୂଆଦିଲ୍ଲୀ: ବଢିଲା ଜିଓ ଏବଂ ଏୟାରଟେଲର ଚିନ୍ତା । ଖୁବ ଶୀଘ୍ର ୫ଜି ଲଞ୍ଚ କରିବାକୁ ଯାଉଛି ଭୋଡାଫୋନ (VI) । ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର ୭୫ ଟି ସହରରେ ୫ଟି ମୋବାଇଲ୍ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ କରିବାକୁ ଯୋଜନା କରିଛି କମ୍ପାନୀ । ବିଶେଷ କଥା ହେଉଛି କମ୍ପାନୀ ଏହାର ୫ଜି ପ୍ଲାନର…

ଅବିଶ୍ବସନୀୟ! ୨୦୨୫ରେ ଉଡାଣ ଭରିଲା ବିମାନ, ଆଉ ଓହ୍ଲାଇଲା ୨୦୨୪ରେ….

ନୂଆଦିଲ୍ଲୀ: ଏମିତି କେବେ କ’ଣ ସମ୍ଭବ ? ନାଁ ପଛକୁ ଚାଲିଗଲା ସମୟ? ଗୋଟିଏ ବିମାନ ଯାହା ୨୦୨୫ରେ ଉଡାଣ ଭରିଥିଲା ତାହା ପୁଣି ୨୦୨୪ରେ କେମିତି ଲ୍ୟାଣ୍ଡିଂ କଲା? ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା । ଏହା ସମ୍ଭବ ହେଲା କିପରି….. ତେବେ ମିଳିଥିବା ସୂଚନା ଅନୁଯାୟୀ, କ୍ୟାଥେ ପେସିଫିକ୍…