Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ସାବରକର ନୁହେଁ ମନମୋହନଙ୍କ ନାଁରେ ରଖ’, ମୁହାଁମୁହିଁ ଶାସକ-ବିରୋଧୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ନିର୍ମିତ ନୂଆ କଲେଜଗୁଡ଼ିକର ଶିଳାନ୍ୟାସ କରିବାକୁ ଥିବା ବେଳେ ଏବେ ଏହି କଲେଜ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି କଂଗ୍ରେସ । ନୂଆ କଲେଜ ଗୁଡିକର ନାଁ ବୀର ସାଭରକରଙ୍କ ନାମରେ ନାମିତ କରାନଯାଇ ଏହାକୁ ଡ.ମନମୋହନ ସିଂ…

ଆଜିଠାରୁ ସାରା ଦେଶରେ କଂଗ୍ରେସର ଜୟ ବାପୁ,ଜୟ ଭୀମ, ଜୟ ସମ୍ବିଧାନ ରାଲି

ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ କଂଗ୍ରେସର ଜୟ ବାପୁ,ଜୟ ଭୀମ, ଜୟ ସମ୍ବିଧାନ ରାଲି । ସମସ୍ତ ବ୍ଲକ, ଜିଲ୍ଲା ଓ ରାଜ୍ୟରେ ହେବ କାର୍ଯ୍ୟକ୍ରମ। ଆସନ୍ତା ଜାନୁଆରୀ ୨୬ରେ ଭୀମରାଓ ଆମ୍ବେଦକରଙ୍କ ଜନ୍ମସ୍ଥାନ ମଧ୍ୟପ୍ରଦେଶର ମହୁ ସହରରେ ହେବ ବିଶାଳ ରାଲି। ଏହି କାର୍ଯ୍ୟକ୍ରମ ଡିସେମ୍ବର ୨୭ରୁ…

ଚୀନରେ ନୂଆ ଭୂତାଣୁ ଆତଙ୍କ, ଗଲାଣି ୧୭୦ ଜଣଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ମହାମାରୀର ୫ ବର୍ଷ ପରେ ଚୀନ୍‌ରେ ପୁଣି ଆତଙ୍କ ଖେଳାଇଲାଣି ଆଉ ଏକ ରହସ୍ୟମୟ ଭାଇରସ୍‌ । ଏହି ଭାଇରସ୍ ର ନାଁ ହେଉଛି ‘ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍' ବା ଏଚଏମପିଭି । ଏହି ନୂଆ ଭୂତାଣୁକୁ ନେଇ ଏବେ ଚିନ୍ତାରେ ପଡିଛି ଚୀନ । ବର୍ତ୍ତମାନ ସୁଦ୍ଧା ଚୀନରେ ୭,୮୩୪ଟି ସଂକ୍ରମଣ…

ସକାଳୁ ସକାଳୁ ଭୟଙ୍କର ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ନୂଆଦିଲ୍ଲୀ: ସକାଳୁ ସକାଳୁ ଚିଲିରେ ବଡ ଧରଣର ଭୂକମ୍ପ । କେଲାମା ନିକଟସ୍ଥ ଏଣ୍ଟୋଫାଗାସ୍ତା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ସୂଚନା ଦେଇଛି । ସୂଚନା ଅନୁଯାୟୀ, ଭୂକମ୍ପର…

ଋଷରେ ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ଋଷରେ ଥିବା ସିରିଆର ପୂର୍ବତନ ରାଷ୍ଟ୍ରପତି ବଶର ଅଲ ଅସଦଙ୍କୁ ହତ୍ୟା ଉଦ୍ୟମ । ମିଡିଆ ରିପୋର୍ଟ ଅନୁଯାୟୀ ଅସଦ ଗତ ୨୯ ଡିସେମ୍ବରରେ କହିଛନ୍ତି ଯେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏଥିପାଇଁ ସେ ଚିକିତ୍ସା ପାଇଁ ସାହାଯ୍ୟ ମାଗିଥିଲେ। କିଛି ସମୟ ପରେ ପରିସ୍ଥିତି ଜଟିଳ…

ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଆବେଦନ ଖାରଜ, ଦୁଃଖଦ ଘଟଣା କହିଲା ଇସ୍କନ

ଢାକା: ହିନ୍ଦୁ ସନ୍ୟାସୀ ଚିନ୍ମୟ କୃଷ୍ଣ ଦାସଙ୍କ ଜାମିନ ଦେବାକୁ ଚଟଗାଓଁ କୋର୍ଟ ଖାରଜ କରି ଦେଇଛନ୍ତି। ଗୁରୁବାର ଦିନ ଇସ୍କନ କୋଲକାତା କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଦୁଃଖଦାୟକ ବୋଲି କହିଛନ୍ତି। ଇସ୍କନ୍ ମୁଖପାତ୍ର ରାଧାରମନ୍ ଦାସ କହିଛନ୍ତି ଯେ ଶୁଣାଣି ସମୟରେ ଓକିଲମାନେ ଚିନ୍ମୟ ଦାସଙ୍କ…

ତିନି ତିନୋଟି ଯୁଦ୍ଧ ଲଢିଥିବା ଇସ୍ରାଏଲର ସେନା ମଧ୍ୟରେ ବଢୁଛି ଆତ୍ମହତ୍ଯା ପ୍ରବଣତା! 

ଜେରୁଜେଲମ: ୨୦୨୪ ମସିହାରେ ଇସ୍ରାଏଲ ଯୁଦ୍ଧରେ ଲିପ୍ତ ରହିଥିଲା। ନୂତନ ବର୍ଷରେ ମଧ୍ଯ ଇହୁଦୀ ଦେଶ ବିରୋଧରେ ଏକପ୍ରକାର ଯୁଦ୍ଧ ଆରମ୍ଭ ହୋଇଛି। ଅକ୍ଟୋବର ୨୦୨୩ରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣ ପରେ ଇସ୍ରାଏଲ ଶତ୍ରୁ ଦେଶ ଉପରେ ବର୍ଷିଥିଲା। ପ୍ରଥମେ ହମାସ୍, ତାପରେ ଲେବାନନ୍ ଏବଂ…

ସ୍କାମ ୨୦୨୪, ସତ କହୁଛି ବିଜେପି?

ନୂଆଦିଲ୍ଲୀ: ମିଛ ଭୋଟର ନେଇ ଦିଲ୍ଲୀରେ ଜୋରଦାର ରାଜନୀତି । ଆମ ଆଦମୀ ପାର୍ଟି ବିରୋଧରେ ମିଛ ଭୋଟର ଅଭିଯୋଗ ଆଣିଲା ବିଜେପି । ଡବଲ୍ ଭୋଟର ମାଧ୍ୟମରେ ଆଗାମୀ ନିର୍ବାଚନରେ ଆପ୍ ଭୋଟ୍ ରିଗିଂ କରିବାକୁ ଉଦ୍ୟମ କରୁଥିବା ଦଳ ଅଭିଯୋଗ କରିଛି । ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ନାଁ ଉଭୟ…

କାନପୁର ରେଳ ଟ୍ରାକରୁ ଗ୍ୟାସ ସିଲିଣ୍ଡର ଜବତ

କାନପୁର: ନୂଆ ବର୍ଷ ଆରମ୍ଭ ହେଉହେଉ ରେଳ ଟ୍ରାକରେ ପୁଣି ଥରେ ଦୁର୍ଘଟଣା ଘଟାଇବା ପାଇଁ ଭିନ୍ନଭିନ୍ନ ସାମଗ୍ରୀ ରଖାଯାଇଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କାନପୁର ସ୍ଥିତ ଶିବରାଜପୁରର ବାରାଜପୁର ରେଳ ଷ୍ଟେସନ ନିକଟରେ ଥିବା ଟ୍ରାକରେ କେହି ଅସାମାଜିକ ବ୍ୟକ୍ତି ଏକ ସିଲିଣ୍ଡର ରଖିଥିବା…

ବିଜେପିର ଦିଲ୍ଲୀ ଦ୍ବନ୍ଦ୍ବ

ନୂଆଦିଲ୍ଲୀ: କେମିତି ଆଗାମୀ ଦିଲ୍ଲୀ ନିର୍ବାଚନ ଲଢିବ ବିଜେପି? ଅନ୍ୟ ରାଜ୍ୟ ନିର୍ବାଚନ ବେଳେ ଆକ୍ରାମକ ରହୁଥିବା ବିଜେପି ଦିଲ୍ଲୀରେ ଏକପ୍ରକାର କନଫ୍ୟୁଜଡ ଲାଗୁଛି । ଶାସନ ବିରୋଧୀ ଲହରର ସାମନା କରୁଥିବା ଆମ ଆଦମୀ ପାର୍ଟି ଏଥର ସବୁଠୁ କଷ୍ଟ ନିର୍ବାଚନ ଲଢୁଛି । ତେବେ ବିଜେପି ଦିଲ୍ଲୀରେ…