Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ରାଜନୀତିରେ ଚାଲିଛି କ’ଣ ? ଜୋରଦାର ହେଉଛି ଲଢ଼େଇ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ଆଉ ବେଶି ଡେରି ନାହିଁ । ହେଲେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆପ୍‌ ଏବଂ ବିଜେପି ନେତାଙ୍କ ମଧ୍ୟରେ ଦେଖାଦେଇଛି ଘମାସନ। ଉଭୟ ଦଳର ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ସାଙ୍ଗକୁ ବୟାନବାଜି ଆରମ୍ଭ ହୋଇଯାଇଛି । ଆପ୍‌ ଓ ବିଜେପି ମଧ୍ୟରେ ପୋଷ୍ଟର…

ଭୁଲ ମାଗିଲେ ମୁଖ୍ୟମନ୍ତ୍ରୀ, କହିଲେ ବଡ଼ କଥା

ନୂଆଦିଲ୍ଲୀ : ଭୁଲ ମାଗିଲେ, କ୍ଷମା ପ୍ରାର୍ଥନା କଲେ ମଣିପୁର ମୁଖ୍ୟମନ୍ତ୍ରୀ। ନୂଆବର୍ଷ ପାଳନର ଅବ୍ୟବହିତ ପୂର୍ବରୁ ମଣିପୁରରେ ହିଂସାକାଣ୍ଡ ପାଇଁ ଭୁଲ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ । କହିଛନ୍ତି, ମୋର ଭୁଲ ହୋଇଛି, ମୋତେ କ୍ଷମା କରିଦିଅ । ଚଳିତ ୨୦୨୪ରେ ମଣିପୁରରେ ଯାହା ସବୁ…

ଦେଶବାସୀଙ୍କୁ ନୂଆ ବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି 'ଏକ୍ସ'ରେ ତାଙ୍କ ବାର୍ତ୍ତା ପୋଷ୍ଟରେ କହିଛନ୍ତି ଯେ, ନୂତନ ବର୍ଷର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ନାଗରିକଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ…

ଚୋରି ପାଇଁ ଦୋକାନରେ ପଶିଥିଲେ, ହେଲେ ମଦ ବିଗାଡିଦେଲା ସବୁ ପ୍ଲାନ… 

ହାଇଦ୍ରାବାଦ: କଥାରେ ଅଛି ଅତି ଲୋଭରୁ ସର୍ବନାଶ। ତେଲେଙ୍ଗାନାର ଏକ ଚୋର ମଦ ଦୋକାନରେ ଚୋରି ପାଇଁ ଯୋଜନା ବନାଇଥିଲା। ଯାହା ପାରିଲା ଲୁଟି ନେଲା। ଚୋରି କାମ ସାରି ମଧ୍ୟ ଦେଇଥିଲା କିନ୍ତୁ ହଠାତ୍ ମଦ ଦେଖି ଲୋଭରେ ପଡିଗଲା। ଆଉ ତାପରେ ନନଷ୍ଟପ୍ ପିଇ ଚାଲିଲା। ତେବେ ସେ ଏତେ ମଦ୍ୟପାନ କରି…

୨୪ର ଚର୍ଚ୍ଚିତ ରାୟ: ଜାଣନ୍ତୁ କ’ଣ ଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ବିଦାୟୀ ବର୍ଷରେ ସୁପ୍ରିମକୋର୍ଟ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ। ସମ୍ବିଧାନ ପ୍ରସ୍ତାବନାରୁ ଧର୍ମନିରପେକ୍ଷ ଓ ସମାଜବାଦ ଶବ୍ଦ ହଟାଇବା, ନିର୍ବାଚନୀ ବଣ୍ଡକୁ ରଦ୍ଦ କରିବା, କୋଟା ପ୍ରସଙ୍ଗ ଓ ଧର୍ମପୀଠ ସର୍ଭେକୁ ନେଇ ସୃଷ୍ଟି ବିବାଦ ଭଳି ଅନେକ…

ଜୟପୁରରେ ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରରୁ ଅକ୍ସିଜେନ୍ ଲିକ୍, ତାପରେ…

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ପୁଣି ଅଘଟଣ । ମଙ୍ଗଳବାର ସନ୍ଧ୍ୟାରେ ବିକେଆଇ ରୋଡ୍ ନମ୍ବର ୧୮ରେ ଅବସ୍ଥିତ ଅଜମେରା ଅମ୍ଳଜାନ ଗ୍ୟାସ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା ସାମ୍ନାକୁ ଆସିଛି । ପ୍ଲାଣ୍ଟର ୨୯ ଟନ୍ ଅମ୍ଳଜାନ ଟ୍ୟାଙ୍କରର ବଲ୍ବ ଭାଙ୍ଗି ଯିବାଫଳରେ ୨୦୦-୩୦୦ ମିଟର ପର୍ଯ୍ୟନ୍ତ…

ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଲା ଖୁସି ଖବର, ଜାଣନ୍ତୁ କ’ଣ ହେଲା

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଭୟଙ୍କର ଯୁଦ୍ଧ ଭିତରେ ଆଶାର ଆଲୋକ ସଂଞ୍ଚାର ହୋଇଛି । ୨୦୨୪ର ଶେଷ ଦିନରେ ଆସିଛି ଖୁସିର ଖବର । ଦୀର୍ଘ ଦିନ ଧରି ଯୁଦ୍ଧ ବନ୍ଦୀ ଥିବା ୩୦୦ରୁ ଅଧିକ ନାଗରିକ ହୋଇଛନ୍ତି ମୁକ୍ତ । ଏହି ଯୁଦ୍ଧ ବନ୍ଦୀମାନଙ୍କୁ ମୁକୁଳାଇବାରେ ୟୁଏଇ ସାଜିଥିଲା ମଧ୍ୟସ୍ଥି । ରୁଷିଆ…

ମଣିପୁର ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ ୩ ମେ ୨୦୨୩ ରୁ ଘଟିଥିବା ହିଂସା ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗିଛନ୍ତି। ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେଲା ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷକୁ ନେଇ ମଣିପୁର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଭବିଷ୍ୟତରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ…

ଏଲପିଜିରୁ ପିଏଫ ଯାଏଁ; ଜାନୁଆରୀ ୧ରୁ ନିୟମରେ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୨୫ ଆରମ୍ଭ ହେବାକୁ ଆଉ କେଇ ଘଣ୍ଟା ବାକି ରହିଛି।ଜାନୁଆରୀ ୧ରେ ଅନେକ ଆର୍ଥିକ ପରିବର୍ତ୍ତନ ହେବ ଯାହାକି ସାଧାରଣ ଲୋକଙ୍କ ପକେଟକୁ ପ୍ରଭାବିତ କରିପାରେ। ତେବେ ଏଲପିଜି ମୂଲ୍ୟ ଠାରୁ ଆରମ୍ଭ କରି ୟୁପିଆଇ ବ୍ୟବହାର ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। *…

୨୪ର ରେକର୍ଡକୁ କାଟିବ ୨୦୨୫, ପାଲଟିବ ଉତ୍ତପ୍ତ ବର୍ଷ!

ଭୁବନେଶ୍ବର: ୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । କିନ୍ତୁ ଏବେ ୨୪ର ରେକର୍ଡକୁ କାଟି ଆହୁରି ଉତ୍ତପ୍ତ ହେବାକୁ ଯାଉଛି…