Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଛାତ୍ର ଆନ୍ଦୋଳନ: ନୀତିଶଙ୍କ ପାଇଁ ବିପଦ ଘଣ୍ଟି !

ନୂଆଦିଲ୍ଲୀ: ବିହାରରେ ତେଜୁଛି ଛାତ୍ର ଆନ୍ଦୋଳନ ତାତି । ବିହାର ଲୋକସେବା ଆୟୋଗ ବା ବିପିଏସସି ପରୀକ୍ଷା ରଦ୍ଦ କରିବା ଦାବିକୁ ନେଇ ଗତ ଦୁଇ ସପ୍ତାହ ହେଲା ପଟନାରେ ଆନ୍ଦୋଳନରେ ବସିଛନ୍ତି ପରୀକ୍ଷାର୍ଥୀ । ରବିବାର ମୁଖ୍ୟମନ୍ତ୍ରୀ ଆବାସ ଘେରାଉ କରିବାକୁ ଯିବା ବେଳେ ପରୀକ୍ଷାର୍ଥୀଙ୍କ ଉପରେ…

ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ୍ ଉଦଘାଟିତ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସୋମବାର କନ୍ୟାକୁମାରୀରେ ବିବେକାନନ୍ଦ ସ୍ମାରକୀରୁ ଥିରୁଭଲ୍ଲୁଭରଙ୍କ ପ୍ରତିମୂର୍ତ୍ତି ସ୍ଥଳକୁ ସଂଯୋଗ କରୁଥିବା ଏକ ନୂତନ କାଚ ବ୍ରିଜ୍ ଉଦଘାଟନ କରିଛନ୍ତି। କନ୍ୟାକୁମାରୀଠାରେ ସମୁଦ୍ର ଉପରେ ଦେଶର ପ୍ରଥମ କାଚ ବ୍ରିଜ ନିର୍ମାଣ…

ବିମାନ, ଟ୍ରେନ ଏବଂ ବସର ସବୁଠୁ କେଉଁ ସିଟ୍ ସୁରକ୍ଷିତ? ବଡ ଦୁର୍ଘଟଣାରୁ ବି ବଞ୍ଚିଯିବ ଜୀବନ…

ନୂଆଦିଲ୍ଲୀ: ନିକଟରେ ଦକ୍ଷିଣ କୋରିଆରେ ବିମାନ ଦୁର୍ଘଟଣା ସମଗ୍ର ବିଶ୍ୱକୁ ଚକିତ କରି ଦେଇଛି । ବିମାନରେ ଥିବା ୧୮୧ ଜଣଙ୍କ ମଧ୍ୟରୁ ଦୁର୍ଘଟଣାରେ ୧୭୯ ଜଣ ପ୍ରାଣ ହରାଇଥିବାବେଳେ, ଏଥିରେ ୨ ଜଣ ବଞ୍ଚିଯାଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ କଜାକିସ୍ତାନରେ ଏକ ଅଜରବୈଜାନ ଏୟାରଲାଇନ୍ସର ଏକ…

ମୁମ୍ବାଇ-ନାଗପୁର ହାଇୱେ ରେ ୫୦ରୁ ଅଧିକ ଗାଡି଼ ପଙ୍କଚର… 

ମୁମ୍ବାଇ: ମୁମ୍ବାଇ-ନାଗପୁର ରାଜପଥରେ ୫୦ରୁ ଅଧିକ ଗାଡି଼ ପଙ୍କଚର ହୋଇପଡିଛି। ଏକ ଲୁହାର ବୋର୍ଡ ଯୋଗୁଁ ରାଜପଥରେ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି। ଡିସେମ୍ବର ୨୯ରେ ରାତି ପ୍ରାୟ ୧୦ଟା ସମୟରେ ୱାସିମ ଜିଲ୍ଲାର ମାଲେଗାଓଁ ଏବଂ ଭାନୋଜା ଟୋଲ ପ୍ଲାଜା ମଧ୍ୟରେ ଗାଡି଼ ଗୁଡି଼କ ପଙ୍କଚର…

ଦୀର୍ଘ ୮ ବର୍ଷ ପରେ ଆଞ୍ଜେଲିନା ଜୋଲି ଓ ବ୍ରାଡ ପିଟଙ୍କ ବିବାହ ବିଚ୍ଛେଦ

ନୂଆଦିଲ୍ଲୀ: ହଲିଉଡର ସବୁଠାରୁ ହଟ ଦମ୍ପତିମାନଙ୍କ ମଧ୍ୟରୁ ଆଞ୍ଜେଲିନା ଜୋଲି ଏବଂ ବ୍ରାଡ ପିଟ ପ୍ରାୟ ଏକ ଦଶନ୍ଧି ଧରି ଏକାଠି ଥିଲେ। ୨୦୧୪ ଅର୍ଥାତ୍ ବିବାହ ପୂର୍ବରୁ ୬ଟି ସନ୍ତାନର ପିତାମାତା ହୋଇଥିଲେ। ଏବେ ସେମାନଙ୍କ ଛାଡପତ୍ର ଚୂଡାନ୍ତ ହୋଇଛି। ଜୋଲିଙ୍କ ଓକିଲ ଜେମ୍ସ ସାଇମନ୍…

କେରଳ ନର୍ସଙ୍କ ମୃତ୍ୟୁ ଦଣ୍ଡକୁ ୟେମେନ ରାଷ୍ଟ୍ରପତିଙ୍କ ଅନୁମୋଦନ, ବଞ୍ଚାଇ ପାରିବ କି ଭାରତ?

ନୂଆଦିଲ୍ଲୀ: ୟେମେନରେ କେରଳ ନର୍ସଙ୍କୁ ମିଳିଛି ମୃତ୍ୟୁ ଦଣ୍ଡ। ୟେମେନରେ ଜଣେ ନାଗରିକଙ୍କ ହତ୍ୟା ମାମଲାରେ କେରଳର ନର୍ସ ନିମିଷା ପ୍ରିୟାଙ୍କୁ ସେହି ଦେଶରେ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ୟେମେନ ରାଷ୍ଟ୍ରପତି ଅଲ-ଅଲିମି ନିମିଷାଙ୍କ ମୃତ୍ୟୁ ଦଣ୍ଡକୁ ଅନୁମୋଦନ କରିଛନ୍ତି। ନିମିଷାଙ୍କ ପରିବାର…

ନୂଆବର୍ଷରୁ ମିଳିବନି ରାସନ, ଶୀଘ୍ର କରନ୍ତୁ କରନ୍ତୁ ଏହି କାମ…

ଭୁବନେଶ୍ଵର: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅନୁଯାୟୀ ଭାରତ ସରକାର ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଏବଂ ଶସ୍ତା ରାସନର ସୁବିଧା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଲାଭ ପାଇବା ପାଇଁ ରେସନ କାର୍ଡ ବାଧ୍ୟତାମୂଳକ ଅଟେ । କିନ୍ତୁ ଜାନୁଆରୀ ୧, ୨୦୨୫ରୁ ରେସନ କାର୍ଡରେ କିଛି…

ନୂଆବର୍ଷ କାର୍ଯ୍ୟକ୍ରମରେ ଲୋକଙ୍କୁ କଣ୍ଡୋମ ଓ ଓଆରଏସ ବାଣ୍ଟିଲା ପବ୍, ଥାନାରେ ମାମଲା

ବେଙ୍ଗାଲୁରୁ: ପୁରା ଦେଶ ଏବେ ନୂଆବର୍ଷ ଅପେକ୍ଷାରେ । ରାତି ପାହିଲେ ନୂଆବର୍ଷ । ଆଉ ଆଜି ହେଉଛି ୨୦୨୪ର ଶେଷ ଦିନ । ଉତ୍ସାହର ସହ ନୂଆବର୍ଷ ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ । ଆଉ ଏହାରି ଭିତରେ ମହାରାଷ୍ଟ୍ରରୁ ଆସିଛି ଏକ ଚକିତ କଲା ଭଳି ଖବର । ମହାରାଷ୍ଟ୍ରର ପୁନେ ସ୍ଥିତ ଏକ ପବ୍ ରେ…

କେଉଁ ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି କେତେ? କିଏ ସବୁଠୁ ଧନୀ ଓ କିଏ ଗରିବ

ନୂଆଦିଲ୍ଲୀ:  ଦେଶର କେଉଁ ମୁଖ୍ୟମନ୍ତ୍ରୀ କେତେ ଟଙ୍କାର ମାଲିକ । କାହା ପାଖରେ ଅଛି କେତେ ସମ୍ପତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ସ୍ୱତନ୍ତ୍ରତା ପାଇଁ ଜଣାଶୁଣା। ଯଦି ଆପଣ ତାଙ୍କର ସମୁଦାୟ ସମ୍ପତ୍ତି ବିଷୟରେ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ। ବର୍ତ୍ତମାନ ମନରେ…