Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବାଂଲାଦେଶୀ ଆତଙ୍କବାଦୀକୁ ୭ବର୍ଷ କାରାଦଣ୍ଡ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ର ସ୍ୱତନ୍ତ୍ର କୋର୍ଟ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଂଲାଦେଶୀ ନାଗରିକ ଜାହିଦୁଲ ଇସଲାମ…

ସାଇବର ଠକେଇର ନୂଆ ପଦ୍ଧତି ଇ-ପ୍ୟାନ କାର୍ଡ, ସତର୍କ କଲେ ସରକାର

ନୂଆଦିଲ୍ଲୀ: ପ୍ୟାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ । ଆୟକର ବିଭାଗ ଦ୍ଵାରା ଜାରି ହୋଇଥିବା ଏହି ଡକ୍ୟୁମେଣ୍ଟ ଅର୍ଥ ସହିତ ଜଡିତ ପ୍ରାୟ ସମସ୍ତ ଯୋଜନାରେ ବ୍ୟବହୃତ ହୁଏ । ସେଥିପାଇଁ ସାଇବର ଠକମାନେ ମଧ୍ୟ ଏହା ଉପରେ ନଜର ରଖିଥାନ୍ତି । ବର୍ତ୍ତମାନ କେନ୍ଦ୍ର ସରକାର ନୂତନ ଇ-ପ୍ୟାନ…

ବର୍ଷ ଶେଷରେ ଭାରତ ରଚିଲା ଇତିହାସ, ଇସ୍ରୋକୁ ମିଳିଲା ବଡ଼ ସଫଳତା

ନୂଆଦିଲ୍ଲୀ : ବର୍ଷ ଶେଷରେ ଭାରତ ରଚିଲା ଇତିହାସ । ଭରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ମିଳିଛି ବଡ଼ ସଫଳତା । ସଫଳ ହୋଇଛି ଇସ୍ରୋର `ସ୍ପେଡେକ୍ସ' ମିଶନ ଲଞ୍ଚିଂ । ସଫଳତାର ସହ ଏହା କକ୍ଷପଥରେ ଅବସ୍ଥାପିତ ହୋଇଛି । ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ୍ ହୋଇଥିଲା ବହୁ…

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ, ଭାରତ ସହ ଥିଲା ଏମିତି ସମ୍ପର୍କ

ନୂଆଦିଲ୍ଲୀ : ଆଉ ନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର୍ । ଶହେ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଆମେରିକା ଜର୍ଜିଆ ପ୍ରଦେଶରେ ନିଜ ହୋମ୍ ଟାଉନ୍ ପ୍ଲେନ୍‌ସରେ ତାଙ୍କର ଦେହାନ୍ତ ହୋଇଛି । ଗତବର୍ଷ ଫେବ୍ରୁଆରିରୁ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଏହି…

ବିଦ୍ୟୁତ ତାର ପଡିବାରୁ ଜଳି ଗଲେ ବାପା, ଝିଅ ଓ ଭାଣିଜୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସୋନବର୍ସା-ସର୍ଦ୍ଦାରନଗର ସ୍ଥିତ ବିଷ୍ଣୁପୁର ଖର୍ଡ ଗ୍ରାମ ନିକଟରେ ଏକ ବାଇକରେ ଯାଉଥିବା ବେଳେ ବାପା, ଝିଅ ଏବଂ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ହାଇଭୋଲଟେଜ ବିଦ୍ୟୁତ ତାର ଉପରେ ମାଙ୍କଡ ଡେଇଁବା କାରଣରୁ ତାରଟି ଛିଡି ଯାଇଥିଲା। ବିଷ୍ଣୁପୁର…

ପୁଣି ଗର୍ଜିଲେ ଚାଷୀ, ପୂରା ପଞ୍ଜାବରେ ଯାତାୟତ ଠପ୍

ନୂଆଦିଲ୍ଲୀ : ପଞ୍ଜାବ ବନ୍ଦ କରିଦେଲେ ଚାଷୀ । କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ଧ୍ୟାନ ଦେଉ ନଥିବା ପ୍ରତିବାଦରେ ପୂରା ପଞ୍ଜାବରେ ସେମାନେ ବନ୍ଦ ପାଳନ କରିଛନ୍ତି । ଚାଷୀମାନେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ପାଳନ କରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ଆହ୍ବାନରେ ଏହି…

ଆମେରିକୀୟ ମହିଳା ବାସୁମତି ଚାଉଳର ଅଖାକୁ କଲେ ହ୍ୟାଣ୍ଡବ୍ୟାଗ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ:ବଡ ବଡ କମ୍ପାନୀର ଷ୍ଟାଇଲିସ୍ ହ୍ୟାଣ୍ଡବ୍ୟାଗ୍ କିଏ ଅବା ପସନ୍ଦ ନ କରେ । ଏଥିସହ ହ୍ୟାଣ୍ଡବ୍ୟାଗର ଟ୍ରେଣ୍ଡ ସବୁବେଳେ ବଦଳୁଥାଏ, କିନ୍ତୁ ଆମେରିକାରେ ମହିଳାଜଣକଙ୍କ ହ୍ୟାଣ୍ଡବ୍ୟାଗ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହିଳାଜଣକ ରୟାଲ ବାସୁମତି ଚାଉଳର ଏକ ଅଖାରୁ ଏକ…

ନିର୍ବାଚନୀ ବର୍ଷରେ ଉଗ୍ର ହୋଇଛି ଛାତ୍ର ଆନ୍ଦୋଳନ, ଜଳୁଛି ବିହାର

ନୂଆଦିଲ୍ଲୀ : ବିହାରରେ ଉଗ୍ର ହୋଇଛି ଛାତ୍ର ଆନ୍ଦୋଳନ । ବିପିଏସସି (BPSC) ପରୀକ୍ଷାରେ ଘୋର ଅନିୟମିତତା ହୋଇଥିବା ଅଭିଯୋଗ କରି ରାସ୍ତାରେ ହଜାର ହଜାର ଆଶାୟୀ । ପୋଲିସ ସେମାନଙ୍କ ଉପରେ ଯେତେ କାର୍ଯ୍ୟାନୁଷ୍ଠାନ ନେଉଥିଲେ ବି ନିୟନ୍ତ୍ରଣକୁ ଆସୁନି ଆନ୍ଦୋଳନ । ପ୍ରିଲିମିନାରି ପରୀକ୍ଷା…

ମୋତେ ଅତୁଲ ପିଟୁଥିଲେ; ସାଂଘାତିକ ଅଭିଯୋଗ ଆଣିଲେ ନିକିତା… 

ବେଙ୍ଗାଲୁରୁ: ଏଆଇ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ପୋଲିସର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ନିକିତା ସିଙ୍ଗାନିଆ, ନିଶା ଏବଂ ଅନୁରାଗ ନ୍ୟାୟିକ ହେପାଜତରେ ରହିଛନ୍ତି। ଏହି ସମୟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଅତୁଲଙ୍କ ପତ୍ନୀ ନିକିତା। ନିକିତା ନିଜର…

ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ବ୍ୟାଙ୍କ କେବେ ଖୋଲା ରହୁଛି କେବେ ବନ୍ଦ ସୂଚନା ରହିଲେ ଗ୍ରାହକଙ୍କୁ ଅସୁବଧା ଭୋଗିବାକୁ ପଡିବ ନାହିଁ । ତେବେ ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ। ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ବ୍ୟାଙ୍କ କାମ କରିପାରିବେ । ତଥାପି, ଆପଣଙ୍କର…