Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ବ୍ୟାଙ୍କ କେବେ ଖୋଲା ରହୁଛି କେବେ ବନ୍ଦ ସୂଚନା ରହିଲେ ଗ୍ରାହକଙ୍କୁ ଅସୁବଧା ଭୋଗିବାକୁ ପଡିବ ନାହିଁ । ତେବେ ନୂଆବର୍ଷର ପ୍ରଥମ ମାସରେ ୧୫ଦିନ ବ୍ୟାଙ୍କ ରହିବ ବନ୍ଦ। ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଏଟିଏମ୍ ମାଧ୍ୟମରେ ବ୍ୟାଙ୍କ କାମ କରିପାରିବେ । ତଥାପି, ଆପଣଙ୍କର…

ଆଇନ ସମସ୍ତଙ୍କ ପାଇଁ ସମାନ, ଭଲ ହେଇଥାନ୍ତା ଯଦି…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ହାଇଦ୍ରାବାଦରେ ଥିଏଟରରେ ଦଳାଚକଟା ମାମଲାରେ ତେଲେଙ୍ଗାନା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ସେ କହିଛନ୍ତି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ କାର୍ଯ୍ୟ କରିବା ଉଚିତ୍ । କେବଳ…

ବର୍ଷ ଶେଷରେ ନୂଆ ଇତିହାସ ରଚିବାକୁ ଯାଉଛି ଇସ୍ରୋ, ଆରମ୍ଭ ହେଲା କାଉନଡାଉନ

ନୂଆଦିଲ୍ଲୀ : ବର୍ଷ ଶେଷରେ ନୂଆ ଇତିହାସ ରଚିବାକୁ ଯାଉଛି ଭାରତୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଆଜି ଶ୍ରୀହରି କୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଞ୍ଚ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ସ୍ପେଶ ଡକିଂ ଏକ୍ସପେରିମେଣ୍ଟ ବା ସ୍ପାଡେକ୍ସ ମିଶନ । ରାତି ୯ଟା ୫୮ ମିନିଟରେ ଲଞ୍ଚ ହେବ…

ଆମେରିକାରେ ବ୍ୟାନ୍ ଏହି ଗ୍ୟାସ ମେଡିସିନ୍..କିନ୍ତୁ ଭାରତରେ ରହିଛି ବହୁଳ ଚାହିଦା…

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତଥା ବ୍ୟବହୃତ ଗ୍ୟାସ ବା ଛାତି ପୋଡା ମେଡିସିନ୍ ରାନିଟିଡିନ୍ ଏବେ ଆମେରିକାରରେ ସଂପୂର୍ଣ୍ଣ ନିଷେଧ । ହେଲେ ଭାରତରେ ଏବେ ବି ଏହାର ଚାହିଦା ରହିଛି । ଭାରତ ବଜାରରେ ଏବେ ବି ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ହେଲେ ଏମିତି କାହିଁକି? କାହିଁକି ଦେଶର…

ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ଚାଲିଗଲା ଜବ୍ , କୋର୍ଟରେ କେସ୍ କରି ପାଇଲେ ୩୨ଲକ୍ଷ କ୍ଷତିପୂରଣ

ନୂଆଦିଲ୍ଲୀ: ଯଦି ଜଣେ ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ଜବ୍ ରୁ ବହାର କରିଦିଆଯାଏ ସେହି ବ୍ୟକ୍ତିକୁ , ତେବେ ଏହା ବହୁତ ଅଜବ କଥା ଲାଗିବ ନା ଆପଣଙ୍କୁ । ହଁ ଆଜ୍ଞା ସମାନ ଘଟଣା ବ୍ରିଟେନରୁ ଆସିଛି। ଯେଉଁଠାରେ ଜଣେ ଝିଅ କେବଳ ସ୍ପୋର୍ଟସ୍ ଜୋତା ପିନ୍ଧିଥିବାରୁ ତାଙ୍କୁ ଚାକିରୀରୁ ବିଦା…

ଫ୍ଲପ୍ ପରେ ଫ୍ଲପ୍…ସନ୍ୟାସ ନିଅନ୍ତୁ ରୋହିତ !

ନୂଆଦିଲ୍ଲୀ: ଭାରତ ହାରିଲା ମେଲବର୍ଣ୍ଣ ଟେଷ୍ଟ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟରେ ୧୮୪ ରନରେ ହାରିଛି ଭାରତ । ଏହାପରେ ଟିମ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମାଙ୍କ ଲଗାତର ଫ୍ଲପ୍ ଶୋକୁ ନେଇ ଚର୍ଚ୍ଚା ବଢିଛି । ରୋହିତ ଟେଷ୍ଟ…

ରୁଟି ପାଇଁ ଭାଙ୍ଗିଗଲା ବାହାଘର, ଜାଣନ୍ତୁ ପୂରା ଘଟଣା… 

ଲକ୍ଷ୍ନୌ: ଗୋଟିଏ ରୁଟି ପାଇଁ ଭାଙ୍ଗିଗଲା ବାହାଘର। ଉତ୍ତରପ୍ରଦେଶର ଚାନ୍ଦୁଲି ଜିଲ୍ଲାର ହମିଦପୁର ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ମେହେତାବ ନାମକ ଜଣେ ବ୍ଯକ୍ତିଙ୍କ ବିବାହ ହେଉଥିଲା। ବରପକ୍ଷ ଧୁମଧାମରେ ବିବାହ ସ୍ଥଳରେ ପହଞ୍ଚିଥିଲେ। କିନ୍ତୁ କନ୍ଯା ପକ୍ଷରୁ ଭୋଜିରେ ଖାଇବା…

‘ପାଦ ଛୁଇଁଲେ, କାମ ଭୁଲିଯାଅ’… ମନ୍ତ୍ରୀ ଲାଗୁ କଲେ ନୂଆ ନିୟମ..ସମସ୍ତେ ତାଜୁବ୍

ଭୋପାଳ: ଅଫିସ୍ ବାହାରେ ଲାଗିଛି ବୋଡ୍ । ଆଉ ଲେଖାହୋଇଛି ‘ପେର୍ ପଡନା ଶକ୍ତ୍ ମନା ହେ’ ଅର୍ଥାତ୍ ଗୁହାରି କରିବା କିମ୍ବା ପାଦ ତଳେ ପଡିବା ମନା । ଯଦି ଏପରି କରୁଛନ୍ତି ତାହେଲେ କାମ ଭୁଲିଯାଅ । ଯେଉଁଠି ସମସ୍ତ ରାଜନେତାମାନେ ନମସ୍କାର ହେବା, ପାଦ ଛୁଇଁବାକୁ, କାମ କରାଇବା ପାଇଁ…

କେଜ୍ରିଓ୍ବାଲଙ୍କ ଆଗରେ ଡବଲ୍ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନରେ ରୋଚକ ମୁକାବିଲା । ଆମ୍ ଆଦମୀ ପାର୍ଟି ଆଗରେ ଡବଲ୍ ଚ୍ୟାଲେଞ୍ଜ । ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ଲଢେଇ ବିଜେପି ଓ ଆପ୍ ମଧ୍ୟରେ ହେବ ବୋଲି କୁହାଯାଉଥିଲା । ହେଲେ କଂଗ୍ରେସ ସକ୍ରିୟ ହେବା ପରେ ଏବେ ତ୍ରିକୋଣୀୟ ମୁକାବିଲା ହେବ। ବିଜେପି ଅପେକ୍ଷା ଆପ୍ ବିରୋଧରେ…

ବିଶ୍ବର ସବୁଠାରୁ ଦ୍ରୁତତମ ଟ୍ରେନ୍…ଚାଇନାର ‘ପ୍ରୋଟୋଟାଇପ୍’

ନୂଆଦିଲ୍ଲୀ: ପୁଣି ଟେକନୋଲୋଜିରେ ନିଜର ପାରିଦର୍ଶିତା ଦେଖାଇଛି ଚୀନ । ବିଶ୍ବକୁ ଭେଟି ଦେଇଛି ସବୁଠାରୁ ଦ୍ରୁତତମ ହାଇ-ସ୍ପିଡ୍ ଟ୍ରେନ୍ ପ୍ରୋଟୋଟାଇପ୍ । ସବୁବେଳେ ନିଜର ଟେକନୋଲୋଜି ଏବଂ ନୂଆ ନୂଆ ଚାଇନା ସୂକ୍ଷ୍ମ ମଡେଲ ସହ ଚର୍ଚ୍ଚାରେ ରହିଥିବା ଚିନ୍ ଏବେ ବିଶ୍ବର ହାଇସ୍ପିଡ୍ ଟ୍ରେନ୍…