Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିପିଏସସି ପାଟନା ଆନ୍ଦୋଳନ: ପ୍ରଶାନ୍ତ କିଶୋରଙ୍କ ନାଁରେ ମାମଲା ରୁଜୁ

ପାଟନା: ବିହାରର ରାଜଧାନୀ ପାଟନାରେ ବିପିଏସସି ଆଶାୟୀଙ୍କ ଉପରେ ଲାଟିଚାର୍ଜ ଘଟଣା ପରେ ରାଜନୀତି ତୀବ୍ର ହୋଇଛି। ଏହି ସମୟରେ ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିପିଏସସି ଆନ୍ଦୋଳନରୁ ପଳାୟନ କିଥିବା ଅଭିଯୋଗ ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ସେ ଗାନ୍ଧୀ ମଇଦାନ…

ମହିଳାଙ୍କ ପାଇଁ କଠୋର ତାଲିବାନୀ, ଝରକାରୁ ଦେଖିବା ମନା

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ମହିଳାଙ୍କ ଅଧିକାର ଏକପ୍ରକାର ଶେଷ ହୋଇଯାଇଛି। ସେମାନଙ୍କର ଶିକ୍ଷା, କର୍ମ କ୍ଷେତ୍ର, ପୋଷାକ ଠାରୁ ଆରମ୍ଭ କରି ବଜାରକୁ ଯିବା ଆସିବା ଉପରେ କଟକଣା ଲାଗି ଯାଇଛି। ଏପରିକି କେବଳ ଘର ମଧ୍ଯରେ ସେମାନଙ୍କ ଜୀବନ ସୀମିତ ରହିଯାଇଛି। ଏହାରି…

ଫୁଟବଲର ରଙ୍ଗ କାହିଁକି କଳା ଆଉ ଧଳା?

ନୂଆଦିଲ୍ଲୀ: ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ଫୁଟବଲର ରୂପ ମଧ୍ୟ ବହୁତ ବଦଳିଛି । ଏକ ସମୟ ଥିଲା ଯେତେବେଳେ ଫୁଟବଲ୍ କେବଳ କଳା ଏବଂ ଧଳା ରଙ୍ଗର ଥିଲା । ଯଦିଓ ବର୍ତ୍ତମାନ ଏହାର ରୂପ ବହୁତ ବଦଳି ଯାଇଛି । ଆପଣ କେବେ ଚିନ୍ତା କରିଛନ୍ତି କି ଫୁଟବଲ୍ ସବୁବେଳେ କାହିଁକି କଳା ଏବଂ ଧଳା ବୋଲି…

ପୁଷ୍ପାରାଜଙ୍କୁ ଜେଲ୍ ନା ବେଲ୍? ଜାନୁଆରୀ ୩କୁ ଘୁଞ୍ଚିଲା ଶୁଣାଣି…

ହାଇଦ୍ରାବାଦ୍: ହାଇଦ୍ରାବାଦ୍ ଥିଏଟର ଦଳଚକଟା ଘଟଣାରେ କ’ଣ ହେବ ଅଲ୍ଲୁଙ୍କ ଭାଗ୍ୟ? ଜେଲ୍ ଯିବେ ନା ସବୁଦିନ ପାଇଁ ମିଳିବ ଆଶ୍ବସ୍ତି? ସେନେଇ ଆଜି ହାଇଦ୍ରାବାଦ୍ କୋର୍ଟ ପକ୍ଷରୁ ଶୁଣାଣି ହେବାକୁ ଥିବା ବେଳେ ଶୁଣାଣିକୁ ଏବେ ଜାନୁଆରି ୩କୁ ଘୁଞ୍ଚାଯାଇଛି । ତେବେ ହାଇଦ୍ରାବାଦ୍ ସଂଧ୍ୟା…

ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଦେହାନ୍ତ

ୱାଶିଂଟନ: ଆମେରିକାର ୩୯ ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଚିକିତ୍ସାଧୀନ ଥିଲେ। ନଭେମ୍ବର ୨୦୨୩ରେ ତାଙ୍କ ପତ୍ନୀ ରୋସାଲିନଙ୍କର ମୃତ୍ୟୁ ହୋଇଥିଲା। କାର୍ଟରଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ରାଷ୍ଟ୍ରପତି ଜୋ ବିଡେନ…

କେଜ୍ରିୱାଲଙ୍କ ବଡ଼ ଘୋଷଣା: ଦିଲ୍ଲୀର ପୁରୋହିତ ଏବଂ ଗ୍ରନ୍ଥୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା

ନୂଆଦିଲ୍ଲୀ: ଆଗକୁ ଦିଲ୍ଲୀ ନିର୍ବାଚନ। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି। ଏଥିଲାଗି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ। ଏହାରି ଭିତରେ ଆମ୍ ଆଦମୀ ପାର୍ଟି ପୁରୋହିତମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ମନ୍ଦିର ଏବଂ ଗୁରୁଦ୍ୱାରରେ ପୂଜା କରୁଥିବା…

ଷ୍ଟାଡିୟମ ଗ୍ୟାଲେରିରୁ ଖସି ପଡ଼ିଲେ କଂଗ୍ରେସ ବିଧାୟିକା, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

କୋଚି: ରବିବାର ସନ୍ଧ୍ୟାରେ କେରଳର କଲୁରର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଥ୍ରିକ୍କାକରା ବିଧାୟିକା ଉମା ଥାମାସ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଖସିଯିବା କାରଣରୁ ତାଙ୍କ ମୁଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗିଛି। ସେ ସହରର ଏକ ଘରୋଇ…

ସଫଳତାର ସହ ସାର୍ଟିଫିକେସନ୍ ପରୀକ୍ଷାରେ ଅବତରଣ କଲା ପ୍ରଥମ ବାଣିଜ୍ୟିକ ବିମାନ

ମୁମ୍ବାଇ: ମହାରାଷ୍ଟ୍ରରେ ପ୍ରଥମ ବାଣିଜ୍ୟିକ ବିମାନ ସଫଳତାର ସହ ଅବତରଣ କରିଛି। ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ସଫଳତାର ସହ ବାଣିଜ୍ୟିକ ବିମାନ ଅବତରଣ କରିଛି। ମୁମ୍ବାଇ ବିମାନ ବନ୍ଦରରୁ ଉଡ଼ାଣ କରିଥିବା ଇଣ୍ଡିଗୋ ଏ୩୨୦ ସିଧାସଳଖ ନଭି ମୁମ୍ବାଇ ଅନ୍ତର୍ଜାତୀୟ…

ମହାକୁମ୍ଭରେ ଯୋଗ ଦେବାକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ ମେଳା। ଏହି ମେଳାରେ ଯୋଗେ ଦେବେ ଭାରତର ବହୁ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ପଦାଧିକାରୀ। ସାମିଲ୍ ହେବେ ମହାମହିମ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି। ଏଥିପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ…

ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ, ଆଜି ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ

ଶ୍ରୀହରିକୋଟା: ବର୍ଷ ସରିବା ଆଗରୁ ମହାକାଶ ଗବେଷଣାରେ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ ଲକ୍ଷ୍ୟରେ ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ସତିଶ ଧବନ ସ୍ପେସ୍ ସେଣ୍ଟରରୁ ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ…