Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଲିସର ବର୍ବରତା: ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ, ପାଣି ମାଡ

ପାଟନା: ପୋଲିସର ବର୍ବରତା। ପୁନଃ ପରୀକ୍ଷା ଦାବି କରୁଥିବା ଶିକ୍ଷାର୍ଥୀଙ୍କ ଉପରେ ଲାଠିଚାର୍ଜ ଓ ପାଣି ମାଡ଼ କଲା ପୋଲିସ। ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍‌ସି) ଆଶାୟୀଙ୍କ ଉପରେ ପୋଲିସ୍‌ର ବର୍ବରତା ସବୁ ସୀମା ଟିପଛି। ଶିକ୍ଷାର୍ଥୀମାନେ ୭୦ତମ ଯୁଗ୍ମ ପ୍ରବେଶିକା ପରୀକ୍ଷା (ସିସିଇ)…

ନବ ବର୍ଷ ପାଳନ କରିବେନି ମୁସଲମାନ ? ଜାରି ହେଲା ଫତୱା

ନୂଆଦିଲ୍ଲୀ: ନୂଆ ବର୍ଷକୁ ସ୍ୱାଗତ ପାଇଁ ପୂରା ବିଶ୍ୱ ଏବେଠୁ ସେଲିବ୍ରେସନ ମୋଡ଼ରେ ରହିଛି। ସବୁଠି ଭୋଜିର ଆସର ବି ଜମିଲାଣି। ହେଲେ ଏ ସବୁ ସେଲିବ୍ରେସନରୁ ଦୂରେଇ ରହିବେ ମସ୍ଲିମ ସମାଜ। ଆଉ ଏଥିପାଇଁ  ଅଲ ଇଣ୍ଡିଆ ମୁସ୍ଲିମ ଜମାତର ଜାତୀୟ ସଭାପତି ମୌଲାନା ଶହାବୁଦ୍ଦିନ ରଜଭୀ ବରେଲୀବି ଫତୱା…

କଂଗ୍ରେସ କହିଲା ମନମୋହନଙ୍କୁ ଅସମ୍ମାନ ହୋଇଛି , ମନେ ପକାଇଦେଲେ ଜେପି ନଡ୍ଡା

ନୂଆଦିଲ୍ଲୀ: ମନମୋହନଙ୍କୁ ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି । କିଏ କାହାର କରୁଛନ୍ତି ଅସମ୍ମାନ, କିଏ କରୁଛନ୍ତି ଅଣଦେଖା । କାହଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ମୃତ୍ୟୁକୁ ନେଇ ଏତେ ରାଜନୀତି ? କାହିଁକି ବିଜେପି ଓ କଂଗ୍ରେସ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ? ଶନିବାର…

୧୧୭ ତମ ମନ କି ବାତ୍‌ କାର୍ଯ୍ୟକ୍ରମ: କଳାହାଣ୍ଡି ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା

କଳାହାଣ୍ଡି: କଳାହାଣ୍ଡିର ଚାଷୀଙ୍କୁ ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ମୋଦୀ। ମନ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରସଂଶା କରିଛନ୍ତି ମୋଦୀ। ଟମାଟୋ ଚାଷ କରି  ସ୍ବାବଲମ୍ବୀ ହୋଇଥିବା କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କିପରି ଅଞ୍ଚଳର ୧୫୦ରୁ…

ବିଜେପି ବିରୋଧରେ ଅପରେସନ୍ ଲୋଟସ୍, ଆପ ଆଣିଲା ନୂଆ ଅଭିଯୋଗ

ନୂଆଦିଲ୍ଲୀ : ତାରିଖ ଘୋଷଣା ହୋଇନି, ହେଲେ ବଦଳି ଗଲାଣି ଦିଲ୍ଲୀର ରାଜନୈତିକ ମାହୋଲ। ଖାଲି ମାହୋଲ ବଦଳିନି ବରଂ ଉଗ୍ର ହେଲାଣି ଆରୋପ-ପ୍ରତ୍ୟାରୋପ । ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ରାଜନୈତିକ ମୈଦାନ ହେଲାଣି ଦୁଲ୍ ଦୁଲ୍ । ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଏବଂ…

ବିମାନ ଦୁର୍ଘଟଣାର ଆସିଲା ସାଂଘାତିକ ସତ, ପାଇଲଟ ବୁଝିପାରିଥିଲେ….

ନୂଆଦିଲ୍ଲୀ : ବର୍ଷ ଶେଷ ବେଳକୁ ବଢ଼ି ଚାଲିଛି ବିମାନ ଦୁର୍ଘଟଣା । ବୁଧବାର କାଜାକସ୍ତାନରେ ଆଜରବାଇଜାନ୍ ବିମାନ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ହେବା ପରେ ରବିବାର ଦକ୍ଷିଣ କୋରିଆରେ ହୋଇଛି ଆଉ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ଆକାଶରେ ପକ୍ଷୀ ପିଟି ହୋଇ ଲାଣ୍ଡ ଗିଅର୍ ଅଚଳ ହେବା ପରେ…

ସମାଧି ସ୍ଥଳ ବିବାଦକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ପି.ଭି ନରସିଂହ ରାଓଙ୍କ ଭାଇ

ନୂଆଦିଲ୍ଲୀ: ସ୍ବର୍ଗତ ଡକ୍ଟର ମନମୋହନ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଧି ସ୍ଥଳ ନିର୍ମାଣ ବିବାଦକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ଭାଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନରସିଂହ ରାଓଙ୍କ ଭାଇ ମନୋହର ରାଓ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ କଂଗ୍ରେସ ୨୦…

ବାର୍ଡ ଫ୍ଲୁ ଭୂତାଣୁର ଆଉ ଏକ ନୂଆ ରୂପ, ଏହା କେତେ ବିପଜ୍ଜନକ?

ନୂଆଦିଲ୍ଲୀ: ବାର୍ଡ ଫ୍ଲୁ ତଥା ପକ୍ଷୀ ଦ୍ୱାରା ସୃଷ୍ଟି ହେଉଥିବା ବିପଜ୍ଜନକ ରୋଗର ଆଉ ଏକ ନୂଆ ରୂପ ଦେଖିବାକୁ ମିଳିଛି। କିନ୍ତୁ ବର୍ତ୍ତମାନ ଏହି ଭୂତାଣୁ କେବଳ ପକ୍ଷୀ ନୁହଁନ୍ତି ମଣିଷ ଏବଂ ପଶୁମାନଙ୍କୁ ମଧ୍ୟ ସଂକ୍ରମିତ କରୁଛନ୍ତି। ଏହି କାରଣରୁ, ସାରା ବିଶ୍ୱରେ ବାର୍ଡ ଫ୍ଲୁ ହେବାର ଆଶଙ୍କା…

ପ୍ରଧାନମନ୍ତ୍ରୀଙ୍କ ମୁହଁରେ କଳାହାଣ୍ଡି ଚାଷୀ, କହିଲେ ଶିଖିବା ଉଚିତ୍

ନୂଆଦିଲ୍ଲୀ: ଆଜି ବର୍ଷର ଶେଷ ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମନ କି ବାତର ୧୧୭ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦି ଆଜି କଳାହାଣ୍ଠି ଚାଷୀଙ୍କ ଉଦାହରଣ ଦେଇଛନ୍ତି । କିପରି ଆଜି କଳାହାଣ୍ଡି ଚାଷୀ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି,…

ତୃତୀୟ ଥର ମଧ୍ଯ ଝିଅ ଜନ୍ମ ହେବାରୁ ପତ୍ନୀଙ୍କୁ ପେଟ୍ରୋଲ ପକାଇ ଜାଳିଦେଲେ

ମୁମ୍ବାଇ: ପତ୍ନୀ ତୃତୀୟ ଥର ମଧ୍ଯ ଝିଅ ଜନ୍ମ କରିବାରୁ ପେଟ୍ରୋଲ ପକାଇ ଜାଳିଦେଲା ସ୍ବାମୀ। ମହାରାଷ୍ଟ୍ରର ପରଭଣୀରେ ଗଙ୍ଗାଖେଡ ନାକା ଅଞ୍ଚଳରେ ୨୬ ଡିସେମ୍ବର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି। ମୃତକଙ୍କ ନାମ ମୈନା କାଲେ…