Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁହୁଡ଼ି ହେଲା କାଳ : କେନାଲକୁ ଖସି ପଡ଼ିଲା କାର, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କେନାଲରେ ଗାଡ଼ି ଖସିପଡ଼ିବାରୁ 7 ଜଣଙ୍କ ଜୀବନ ଗଲା। ଘନ କୁହୁଡ଼ି ଯୋଗୁଁ ଏପରି ମର୍ମନ୍ତୁଦ ଦର୍ଘଟଣା ଘଟିଛି ବୋଲି ଜଣାପଡ଼ିଛି। ଡ୍ରାଇଭର ସିଧା ରାସ୍ତା ରହିଛି ଭାବେ କୁହୁଡ଼ିରେ ଅନୁମାନ କରି ଚଳାଉଥିଲେ ଗାଡ଼ି, ହେଲେ ଆଗରେ କେନାଲ ଥିବାରୁ କାର ଭାରସାମ୍ୟ ହରାଇ କେନାଲ ତଳକୁ ଖସି…

ରେଲୱେକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତେ ସଂଖ୍ୟାରେ ଚାଲିବ ନୂଆ ଟ୍ରେନ

ନୂଆଦିଲ୍ଲୀ: ରେଲୱେକୁ ନେଇ ଆସିଲା ବଡ଼ ଖବର। ବଜେଟରେ ରେଲୱେକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ସେ କହିଛନ୍ତି ରେଲୱେର ବିକାଶ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ଏଥିପାଇଁ 2.52 ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଏହାସହ 17,500…

ବଜେଟରେ ଓଡ଼ିଶାକୁ ଅଣଦେଖା, ଅସନ୍ତୋଷ ଜାହିର କଲେ ନବୀନ

ବୁବନେଶ୍ଵର: ସଂସଦରେ ୮ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହା ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ।ଏହି ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ଓ ଏମଏସଏମଇ ଆଦି ଉପରେ ଫୋକସ ରହିଛି।…

ଅରୁଣାଚଳ ପ୍ରଦେଶ ସମ୍ବର୍ଦ୍ଧିତ ପ୍ରଶ୍ନର ଏଭଳି ଜବାବ ଦେଲା ଡିପସିକ, ଆଶ୍ଚର୍ଯ୍ୟ ୟୁଜର୍ସ… 

ନୂଆଦିଲ୍ଲୀ: ଚାଇନିଜ୍ ଷ୍ଟାର୍ଟଅପ୍ ଡିପସିକର ଏଆଇ ମଡେଲ୍ ଏବେକା ସମୟରେ ଖୁବ୍ ଚର୍ଚ୍ଚାରେ। ଏହି ମଡେଲଟି ଆମେରିକୀୟ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ମହଙ୍ଗା ମଡେଲଗୁଡ଼ିକୁ ମଧ୍ଯ ପଛରେ ପକାଇ ଦେଇଛି। ନିକଟରେ ଅରୁଣାଚଳ ପ୍ରଦେଶ ସହ ଜଡିତ ଏକ ପ୍ରଶ୍ନ ଡିପସିକକୁ ପଚରା ଯାଇଥିଲା। ଯାହାର…

ବଦଳିବ ଭାରତୀୟ ଡାକ ବିଭାଗର ରୂପରେଖ, ବଜେଟରେ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିଛନ୍ତି । ଏଥିରେ ଆୟକର ଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର ପର୍ଯ୍ୟନ୍ତ ଅନେକ ଘୋଷଣା କରାଯାଇଥିଲା । ବଜେଟରେ, ସରକାର ଭାରତୀୟ ଡାକ ବିଭାଗର ରୂପ ବଦଳାଇବାକୁ ମଧ୍ୟ ଘୋଷଣା କରିଥିଲେ । ଅର୍ଥମନ୍ତ୍ରୀ…

ସ୍ବାସ୍ଥ୍ୟ ବଜେଟ୍ ୨୦୨୫: ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦କୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ତାଙ୍କର ଅଷ୍ଟମ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟ ମଧ୍ୟରେ ସେ ସାଧାରଣ ଲୋକଙ୍କୁ ଅନେକ ଉପହାର ଦେଇଥିଲେ । ଆୟକର ଛାଡ଼ଠାରୁ ଆରମ୍ଭ କରି କୃଷକମାନଙ୍କ ପାଇଁ ବିଭିନ୍ନ ଯୋଜନା ପର୍ଯ୍ୟନ୍ତ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନକୁ…

ବଜେଟ୍ ୨୦୨୫-୨୬; ଏଆଇ ଶିକ୍ଷାକୁ ଗୁରୁତ୍ବ, ସେଣ୍ଟର ସ୍ଥାପନ ପାଇଁ ୫୦୦ କୋଟି ଟଙ୍କାର ଉପହାର

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୫-୨୬ ବଜେଟ୍‌ ରେ ଶିକ୍ଷା କ୍ଷେତ୍ରକୁ ଅଧିକ ଧ୍ୟାନ କରାଯାଇଛି । । ଦେଶରେ ଏଆଇ କ୍ଷେତ୍ର ଲାଗି ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ଖୋଲିବ ୩ଟି ଏଆଇ ସେଣ୍ଟର । ଯେଉଁଥିପାଇଁ ୫…

୬ଭ୍ୟାରିଆଣ୍ଟ ସହ ବଜାରକୁ ଆସିଲା ହେଲା Kia Syros, ଜାଣନ୍ତୁ ପ୍ରାଇସ

ନୂଆଦିଲ୍ଲୀ: କିଆ ଭାରତୀୟ ବଜାରରେ ନୂଆ କମ୍ପାକ୍ଟ ଏସୟୁଭି Kia Syrosକୁ କଲା ଲଞ୍ଚ । ଏହି ଏସୟୁଭିକୁ ଡିସେମ୍ବର ୨୦୨୪ରେ କମ୍ପାନୀ ପ୍ରଦର୍ଶିତ କରିଥିଲା । ଏହା ୬-ଭ୍ୟାରିଆଣ୍ଟ ଏବଂ ୮ କଲର ଅପସନ୍ ସହ ଲଞ୍ଚ କରାଯାଇଛି । Kia Syrosର ଏକ୍ସ-ସୋରୁମ୍ ମୂଲ୍ୟ ୮.୯୯ ଲକ୍ଷ ଟଙ୍କା ରହିଛି ।…

ବିହାର ପାଇଁ ହାତ ଖୋଲିଦେଲେ

ନୂଆଦିଲ୍ଲୀ: ବଜେଟରେ ବିହାର ଉପରେ କେନ୍ଦ୍ର ମେହେରବାନ୍ । ବିହାର ପାଇଁ ବଜେଟରେ ବଡ ଘୋଷଣାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହେଲାଣି । ଚଳିତ ବର୍ଷ ଶେଷ ଭାଗରେ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ବିହାର ପାଇଁ ହାତ ଖୋଲି ଦେଇଛନ୍ତି କେନ୍ଦ୍ର ସରକାର । ଗ୍ରୀନଫିଲଡ…

ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବରିଷ୍ଠ ନାଗରିକଙ୍କ ପାଇଁ ବଜେଟରେ ଘୋଷଣା କରିଛନ୍ତି। ବରିଷ୍ଠ ନାଗରିକଙ୍କ ପାଇଁ ଟିକସ ରିହାତି ସୀମାକୁ ସିଧାସଳଖ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ଫଳରେ ସେମାନଙ୍କ ପାଇଁ ଟିକସ ଛାଡ଼ ସୀମା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ଯାହା…