Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିରୋଧୀ ଶୂନ୍ୟ ସରକାର ଗଢ଼ିବାକୁ ଜଗନ ଦେଲେ ଗୁରୁମନ୍ତ୍ର

ଅମରାବତୀ: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୧୭୫ ବିଧାନସଭା ଆସନରେ ଓ୍ୱାଇଏସଆର କଂଗ୍ରେସ କିପରି ବିଜୟୀ ହେବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗୁରୁତ୍ୱ ଦେଇଛନ୍ତି । ଦଳ ଯଦି ୨୦୧୯ରେ…

ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ନିମନ୍ତେ ନାମାଙ୍କନ ଆରମ୍ଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ. ବିଭାଗ, ଏଜେନ୍ସି ଗୁଡିକ ଦ୍ୱାରା ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା ଏବଂ ଅସାଧାରଣ ଅବଦାନ ରଖିଥିବା ନାଗରିକ ମାନଙ୍କୁ ସମ୍ମାନିତ କରିବା ନିମନ୍ତେ ଅନେକ ନାଗରିକ ପୁରସ୍କାର ଗୁଡିକର ସ୍ଥାପନା କରା ଯାଇଛି । ବିଭିନ୍ନ…

ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମୈଦାନ ଠାରେ ବାୟୋଟେକ୍ ଷ୍ଟାର୍ଟଅପ ଏକ୍ସେପୋ-୨୦୨୨ ଉଦଘାଟନ କରିଛନ୍ତି । ସେ ମଧ୍ୟ ବାୟୋଟେକ ଦ୍ରବ୍ୟ ଇ-ପୋର୍ଟାଲର ଆରମ୍ଭ କରିଛନ୍ତି। କେନ୍ଦ୍ରମନ୍ତ୍ରୀ  ପୀୟୂଷ ଗୋଏଲ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଡକ୍ଟର ଜିତେନ୍ଦ୍ର ସିଂହ,…

ପାକିସ୍ତାନରେ ପୂଜକଙ୍କୁ ଆକ୍ରମଣ କରି ମନ୍ଦିର ଭାଙ୍ଗିଲେ ଦୁର୍ବୃତ୍ତ

କରାଚି: ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରି ପାକିସ୍ତାନର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ ହେବ। ଜମାତ୍-ଏ-ଇସଲାମି, ତେହରିକ୍-ଏ-ଲବ୍ବାଇକ୍ ଭଳି ଇସଲାମିକ୍ ପାର୍ଟି ଏବଂ ପାକିସ୍ତାନ ଉଲେମା କାଉନସିଲ ଏହି ବିକ୍ଷୋଭ ପ୍ରଦର୍ଶନ କରିବେ। ଜୁନ ୧୦ ତାରିଖରେ ଇସଲାମାବାଦ ସ୍ଥିତ ଭାରତୀୟ…

ପ୍ରଫେଟଙ୍କୁ ନେଇ ଆପତ୍ତିଜନକ ବୟାନ: ମୋଦୀ, ଡୋଭାଲଙ୍କୁ ଭେଟିବା ପରେ ଅବୁଝା ଇରାନ ହେଜିଗଲା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତକୁ ବିରୋଧ କରୁଛନ୍ତି। ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଇରାନ ସମେତ ଅନେକ ଓଆଇସି ଦେଶ କହୁଥିବା ବେଳେ ଭାରତ ଗସ୍ତରେ ଆସି ଇରାନର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୱାବ, ଅନୀଲଙ୍କୁ ଝଟକା: ରାଜ୍ୟସଭା ନିର୍ବାଚନରେ ଦେଇପାରିବେନି ଭୋଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଧାୟକ ନୱାବ ମଲିକ ଓ ଅନୀଲ ଦେଶମୁଖଙ୍କୁ ଆଜି ଶକ୍ତ ଧକ୍କା ଲାଗିଛି । ଆଗାମୀ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ପାଇଁ ଏହି ଦୁଇ ନେତା କୋର୍ଟରେ ଆବେଦନ କରିଥିଲେ । ମାତ୍ର ଗୁରୁବାର ସେମାନଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । କୈଦୀଙ୍କୁ ଭୋଟ ଦେବା ଅଧିକାର…

ଜୁଲାଇ ପହିଲାରୁ ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ୍; ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ଅମୂଲ

ଭୁବନେଶ୍ୱର: ଜୁଲାଇ ପହିଲାରୁ ବନ୍ଦ ହେବ ପ୍ଲାଷ୍ଟିକ ଷ୍ଟ୍ର । ଭାରତ ସରକାର ଏହି ଘୋଷଣା କରିଛନ୍ତି । ଏହା ପରେ ବିଭିନ୍ନ କୋଲ ଡ୍ରିଙ୍କ କମ୍ପାନୀ ମାନଙ୍କୁ ଚିନ୍ତା ଘାରିଛି । ଭାରତରେ ବିକ୍ରି ହେଉଥିବା ସମସ୍ତ ଛୋଟ କୋଲଡ୍ରିଙ୍କ ପ୍ୟାକ୍ରେ ପ୍ଲାଷ୍ଟିକ୍ ଷ୍ଟ୍ର ହିଁ ଲାଗିଥାଏ । ହଠାତ୍ ଏଭଳି…

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ, ୨୧ରେ ଭୋଟ୍ ଗଣତି

ନୂଆଦିଲ୍ଲୀ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ । ପ୍ରେସମିଟରେ ଜାତୀୟ ନିର୍ବାଚନ କମିଶନର ରାଜୀବ କୁମାର ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ସରୁଛି । ତା ପୂର୍ବରୁ ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ…

[ଦେଖନ୍ତୁ ଭିଡିଓ] ବୈଦିକ ରୀତିନୀତିରେ ନିଜକୁ ନିଜେ ବିବାହ କରିଲେ ଯୁବତୀ କ୍ଷମା ବିନ୍ଦୁ

ଗୁଜରାଟ: ବାଜା ବାଜୁଛି। ହଳଦୀ ମେହେନ୍ଦୀ ବି ଚାଲିଛି। ବ୍ରାହ୍ମଣ ମନ୍ତ୍ର ବି ପାଠ ହୋଇଛି। ପାରମ୍ପରିକ ରୀତିନୀତିର ସହ ବିବାହ କାର୍ଯ୍ୟ ହୋଇଛି। ହେଲେ ବିବାହ ବେଦୀରେ ନିଜେ ଏକା ବସିଛି କନ୍ୟା। ଶେଷରେ ନିଜକୁ ନିଜେ ବିବାହ କରିଛନ୍ତି କ୍ଷମା ବିନ୍ଦୁ । ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ…

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଅପରାହ୍ଣରେ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଆଜି ହେବ ତାରିଖ ଘୋଷଣା । ଆଜି ଅପରାହ୍ଣରେ ଦିଲ୍ଲୀ ବିଜ୍ଞାନ ଭବନରେ ତାରିଖ ଘୋଷଣା କରିବେ ଜାତୀୟ ନିର୍ବାଚନ କମିଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି । ସେହି ଅନୁସାରେ ତା’ପୂର୍ବରୁ ରାଷ୍ଟ୍ରପତି…