Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢିଲା ରେଳ ଯାତ୍ରୀଙ୍କ ସମସ୍ୟା; ତେଜସ ଏକ୍ସପ୍ରେସରେ ଆଉ ରହିବନି ଟଙ୍କା ଫେରସ୍ତ ସୁବିଧା

ଲକ୍ଷ୍ନୌ: ବର୍ଷ ଶେଷ ହେବା ସହିତ ଦେଶର ପ୍ରଥମ କର୍ପୋରେଟ୍ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ଦ୍ୱାରା ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଦୁଃଖଦ ଖବର ରହିଛି । ବର୍ତ୍ତମାନ ଯାତ୍ରା ସମୟରେ ଟ୍ରେନ୍ ବିଳମ୍ବ ହେଲେ ସେମାନେ କୌଣସି ଫେରସ୍ତ ପାଇବେ ନାହିଁ । ଯାତ୍ରୀମାନଙ୍କୁ ଫେରସ୍ତ ପ୍ରଦାନ…

ବରଫ ଚାଦର ତଳେ କାଶ୍ମୀର, ମାଇନସ୍ ତାପମାତ୍ରାରେ ବରଫ ହେଲା ହ୍ରଦ

ଶ୍ରୀନଗର: କାଶ୍ମୀରରେ ଭୀଷଣ ଥଣ୍ଡା ପଡିବା ସହିତ ଶ୍ରୀନଗରରେ ଗତ ପାଞ୍ଚ ଦଶନ୍ଧିର ରେକର୍ଡ ଭାଙ୍ଗିଛି ଥଣ୍ଡା । ଡିସେମ୍ବର ମାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି । ଗତ ଶନିବାର ଠାରୁ ଉପତ୍ୟକାରେ ‘ଚିଲ୍ଲଇ କଳା’ ଆରମ୍ଭ ହୋଇଛି। ଅର୍ଥାତ୍ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୁତ ହେଉଛି । ଗତ…

ବାବା ସିଦ୍ଦିକି ହତ୍ୟା ମାମଲା: ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକି ହତ୍ୟା ମାମଲାରେ ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ଏହି ମାମଲାରେ ମପଟ ୨୬ ଜଣଙ୍କୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବ କ୍ରାଇମବ୍ରାଞ୍ଚ । ତେବେ ଉକ୍ତ ଘଟଣାରେ ଏବେ ବି ତିନି ଜଣ ଅଭିଯୁକ୍ତ…

ମନମୋହନ ସିଂହଙ୍କ ସ୍ମାରକୀକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ଇହଲୀଳା ତ୍ଯାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ କେନ୍ଦ୍ରର ମୋଦୀ ସରକାର ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କଂଗ୍ରେସର…

ରେକର୍ଡ ଭାଙ୍ଗୁଛି ରାଜଧାନୀ, ଏବେ ବର୍ଷାରେ ବି ମିଟର ପାର୍

ନୂଆଦିଲ୍ଲୀ: ସବୁଥିରେ ରେକର୍ଡ ଭାଙ୍ଗୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଖରା- ବର୍ଷା- ଶୀତ ସବୁଥିରେ ରାଜଧାନୀ ବାସୀଙ୍କୁ ଅତିଶୟ କରି ରଖିଛି । ଏବେ ଅଦିନିଆ ବର୍ଷାରେ ବି ବେହାଲ ଦିଲ୍ଲୀ । ୧୦୧ ବର୍ଷର ରେକର୍ଡକୁ ଭାଙ୍ଗିଛି ଡିସେମ୍ବର ବର୍ଷା । ତେବେ ଏବେ ଦିଲ୍ଲୀ ଏନସିଆରର ବିଭିନ୍ନ…

ଜାପାନ ଓ ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ

ଟୋକିଓ: ପୁଣି ଭୂକମ୍ପରେ ଥରିଲା ଜାପାନ । ଦେଶର ଉତ୍ତର-ପୂର୍ବରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ ରେ ଏହାର ତୀବ୍ରାତା ୫.୧ ରହିଛି । କିନ୍ତୁ କୌଣସି ସୁନାମି ସତର୍କ ସୂଚନା ଜାରି କରାଯାଇ ନାହିଁ । ଫଳରେ ଭୟରେ ଲୋକମାନେ ଘରୁ ବାହାରକୁ ଦୌଡି ପଳାଇଥିଲେ । ସୂଚନା ଅନୁସାରେ,…

ଟ୍ରେନ ତଳେ ଲୁଚି ୨୫୦ କିମି. ଯାତ୍ରା, ଜାଣନ୍ତୁ କଣ କହୁଛି ରେଳବାଇ…

ଭୋପାଳ: ଦାନପୁର ଏକ୍ସପ୍ରେସର ବଗି ତଳେ ଥିବା ଏକ ସ୍ଥାନରେ ଜଣେ ବ୍ଯକ୍ତି ଲୁଚି ଇଟାରସିରୁ ଜବଲପୁର ପର୍ଯ୍ୟନ୍ତ ୨୫୦ କିଲୋମିଟର ଯାତ୍ରା କରୁଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଭଳି ଦାବିକୁ ପ୍ରତ୍ୟାଖ୍ୟାନ କରିଛି ରେଳ ମନ୍ତ୍ରଣାଳୟ। ରେଳବାଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ…

ପଞ୍ଚଭୂତରେ ବିଲୀନ ହେଲେ ମନମୋହନ: ମନେରହିବ ତାଙ୍କର ସେ ଅମାୟିକ ସ୍ବଭାବ

ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ତିନି ସେନାର ସଲାମି ସହ ପୂରା ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ନିଗମବୋଧ ଘାଟରେ ସ୍ବର୍ଗତ ମନମୋହନ ଅନ୍ତିମ ସଂସ୍କାର କାର୍ଯ୍ୟ ସଂମ୍ପନ୍ନ କରାଯାଇଛି । ଆଜି ସବୁଦିନ ପାଇଁ ସମସ୍ତଙ୍କୁ ଅଲବିଦା କହିଛନ୍ତି…

ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ନୂଆଦିଲ୍ଲୀ: ଅନ୍ତିମ ବିଦାୟ ନେଉଛନ୍ତି ଅର୍ଥନୀତି ଚାଣକ୍ୟ ତଥା ଦେଶଷର ୧୩ ତମ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ନିଗମ ବୋଧ ଘାଟିରେ ମନମୋହନଙ୍କ ପାର୍ଥିବ ଶରୀରକୁ ଭାବପୂର୍ଣ୍ଣ ବିଦାୟ ଦେଉଛନ୍ତି ପରିବାର ଲୋକେ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି । ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ଲୀନ ହେବ…

ଜାନୁଆରୀ ୩ରୁ ୟୁଜିସି ନେଟ୍, କାର୍ଯ୍ୟସୂଚୀ ଜାରି କଲା ଏନ୍‌ଟିଏ

ଭୁବନେଶ୍ଵର: ଜାନୁଆରୀ ୩ରୁ ୟୁଜିସି ନେଟ୍ । ୟୁଜିସି ନେଟ୍‌ ଡିସେମ୍ବର-୨୦୨୪ ପାଇଁ କାର୍ଯ୍ୟସୂଚୀ ଜାରି ହୋଇଛି । ଜାନୁଆରୀ ୩ରୁ ଆରମ୍ଭ ହୋଇ ୧୬ ଯାଏଁ ଚାଲିବ ଏହି ପରୀକ୍ଷା । ଏନେଇ ଏନ୍‌ଟିଏ ପକ୍ଷରୁ ସୂଚନା ଜାରି କରାଯାଇଛି । ମୋଟ୍ ୮୫ ଟି ବିଷୟରେ କମ୍ପ୍ୟୁଟର ବେସଡ୍‌ ଟେଷ୍ଟ (ସିବିଟି)…