Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆରବିଆଇ ଦେଲା ଅନୁମତି, ଥାର୍ଡ ପାର୍ଟି ୟୁପିଆଇ ପେମେଣ୍ଟ କରିପାରିବେ ପିପିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ୟୁପିଆଇ ଟ୍ରାଞ୍ଜାକସନ୍ କୁ ନେଇ ଏକ ନୂତନ ସୁବିଧା ଅନୁମତି ଦେଇଛି ।  ପ୍ରିପେଡ ପେମେଣ୍ଟ ଇନଷ୍ଟ୍ରୁମେଣ୍ଟ (ପିପିଆଇ) ହୋଲ୍ଡରମାନେ ୟୁପିଆଇ ପ୍ଲାଟଫର୍ମରେ ଥାର୍ଡ ପାର୍ଟି ମୋବାଇଲ ଆପଲିକେସନ ଦ୍ବାରା ଟଙ୍କା ନେଣଦେଣ କରି ପାରିବ ବୋଲି ଗତ…

ଶେଷ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ, ଘରୁ ବାହାରିବା ପୂର୍ବରୁ ଜାଣିନିଅନ୍ତୁ ଟ୍ରାଫିକ ପରାମର୍ଶ

ନୂଆଦିଲ୍ଲୀ: ଶେଷ ଯାତ୍ରାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଆଉ ମାତ୍ର କିଛି ସମୟ ପରେ ପଞ୍ଚଭୂତରେ ଲୀନ ହେବେ ମନମୋହନ ସିଂ । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷ କୃତ୍ୟ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ…

ଆଉ ମାତ୍ର କିଛି ସମୟ, ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପଞ୍ଚଭୂତରେ ଲୀନ ହେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଦିନ ୧୧ଟା ୪୫ ମିନିଟରେ ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ହେବ ଶେଷ କୃତ୍ୟ । ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଓ…

ଆରପାରିରେ ସୁଜୁକିର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି

ନୂଆଦିଲ୍ଲୀ: ଆରପାରିରେ ସୁଜୁକିମୋଟରର ପୂର୍ବତନ ଅଧ୍ୟକ୍ଷ ଓସାମୁ ସୁଜୁକି । ୯୪ ବର୍ଷରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ସୁଜୁକିକୁ ଏକ ବିଶ୍ୱସ୍ତରୀୟ କମ୍ପାନୀରେ ପରିଣତ କରିଥିଲେ ଓ ଭାରତରେ ସୁଜୁକିର ସ୍ଥିତି ଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ରକ୍ତ…

ଶିଖ ଧର୍ମରେ କିପରି ହୋଇଥାଏ ଅନ୍ତିମ ସଂସ୍କାର ? ହିନ୍ଦୁ ଧର୍ମ ସହିତ କେତେ ରହିଛି ସମାନତା..

ନୂଆଦିଲ୍ଲୀ: ଶିଖ ଧର୍ମରେ ଅନ୍ତିମ ସଂସ୍କାରକୁ "ଅନ୍ତିମ ଅରଦାସ' କୁହାଯାଏ। ଏହି ପ୍ରକ୍ରିୟା ଶିଖ ପରମ୍ପରା ଉପରେ ଆଧାରିତ। ଏହି ଧର୍ମରେ ମୃତ୍ୟୁକୁ ଆତ୍ମା ସହ ପରମାତ୍ମାର ମିଳନ ବୋଲି ବିଶ୍ବାସ ରହିଛି। ତେଣୁ ସେମାନେ ଏହାକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବରେ ଦେଖିଥାନ୍ତି। ଏହି ଧର୍ମର ଅନ୍ତିମ…

୪୯ ବର୍ଷ ପରେ ଘରକୁ ଫେରିଲେ, ୮ ବର୍ଷର ବୟସରେ ହଜିଯାଇଥିଲେ

ନୂଆଦିଲ୍ଲୀ: ୪୯ ବର୍ଷ ପରେ ପରିବାର ସହ ମିଶିଲେ ଉତ୍ତର ପ୍ରଦେଶର ୫୭ ବର୍ଷୀୟ ଫୁଲମତି । ୧୯୭୫ ମସିହାରେ ମୋରାଦାବାଦକୁ ମେଳା ଦେଖିବାକୁ ଯାଇଥିବା ବେଳେ ସେ ହଜି ଯାଇଥିଲେ । ହଜି ଯାଇ ନଥିଲେ, ବରଂ ତାଙ୍କୁ ଅପହରଣ କରି ନିଆ ଯାଇଥିଲା । ସେତେବେଳେ ସେ ମାତ୍ର ୮ ବର୍ଷର ହୋଇଥିଲେ । ଜଣେ ବୟସ୍କ…

ଆସିଲା ୨୦୨୪ର ଫୁଡ୍ ଡେଲିଭରୀ ରିପୋର୍ଟ; ହୋସ୍ ଉଡାଇଦେବ ସ୍ବିଗି-ଜୋମାଟୋର ତଥ୍ୟ

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ସ୍ବିଗି ୨୦୨୪ ପାଇଁ ଏହାର ତଥ୍ୟ ପ୍ରକାଶ କରିଛି । ଏଥିରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଏହି ବର୍ଷ ଅଧିକାଂଶ ଲୋକ କ’ଣ ଖାଇଲେ? କେଉଁ ସହରର ଲୋକମାନେ ଅଧିକ ମଦ ଅର୍ଡର ଦେଇଥିଲେ? କେଉଁ ଦିନ ଅଧିକାଂଶ ଲୋକ ଖାଇଥିଲେ? ଜଣେ ବ୍ୟକ୍ତି ଗୋଟିଏ…

ପ୍ରେମିକାଙ୍କ ପାଇଁ ନିଜ କମ୍ପାନିରୁ ସବୁ ଲୁଟିନେଲେ, ଉପହାରରେ ଦେଲେ BMW କାର

ଲକ୍ଷ୍ନୌ : ପ୍ରେମ ପାଇଁ ସବୁ ସାରିଦେଲେ ଯୁବକ । କେବଳ ନିଜ ଆକାଉଣ୍ଟ ଖାଲି କରିନାହାନ୍ତି ସେ କାମ କରୁଥିବା କମ୍ପାନିର ମଧ୍ୟ ଆକାଉଣ୍ଟ ଖାଲି କରିଦେଇଛନ୍ତି । ଆଉ ଏହି ଟଙ୍କାରେ ନିଜ ପ୍ରେମିକାଙ୍କ ପାଇଁ ହୀରା, ବିଳାସପୂର୍ଣ୍ଣ କାର ଏବଂ ୪-ବିଏଚକେ ଫ୍ଲାଟ କିଣି ଦେଇଛନ୍ତି । ଏପରି କାଣ୍ଡ…

ଯୁବକଙ୍କ ଅନ୍ତନଳୀରୁ ବାହାରିଲା ସେଭିଂ ରେଜର୍

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ୨୦ ବର୍ଷ ବୟସ୍କ ଯୁବକ ଏଠାରେ ଥିବା ସାର୍ ଗଙ୍ଗା ରାମ ହସ୍ପିଟାଲରେ ପହଞ୍ଚିଥିଲେ । ଯୁବକ ଜଣକ ତାଙ୍କ ପେଟରେ ଏକ ରେଜର ଥିବା ବିଷୟରେ କହିଥିଲେ । ପ୍ରଥମେ ଡାକ୍ତରମାନେ ଏହାକୁ ବିଶ୍ୱାସ କରିନଥିଲେ । କିନ୍ତୁ ତାଙ୍କ…

‘ମିସ୍‌ ଟିନ୍‌ ଇଣ୍ଡିଆ’ ହେଲେ ମାଲକାନଗିରିର ଝିଅ, ଛୁଟୁଛି ଶୁଭେଚ୍ଛାର ସୁଅ

ମାଲକାନଗିରି : ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଝିଅ ସୋନାକ୍ଷୀ ମହାପାତ୍ରଙ୍କୁ ମିଳିଛି ବଡ଼ ସଫଳତା। ରାଜ୍ୟକୁ ଗୌରବାନିତ୍ଵ କରିଥିବାରୁ ଛୁଟୁଛି ଶୁଭେଚ୍ଛା ସୁଅ।  ସେ 'ମିସ୍‌ ଟିନ୍‌ ଇଣ୍ଡିଆ' ଉପାଧି ହାସଲ କରିଛନ୍ତି।  ମାଲକାନଗିରି ଜିଲ୍ଲା ସଦର ମହାକୁମା ପାତ୍ରଗୁଡା ସାହିର…