Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ ବାତିଲ

ନୂଆଦିଲ୍ଲୀ: ବାତିଲ ହୋଇଛି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ  କାରଣରୁ ରାଷ୍ଟ୍ରୀୟ  ଶୋକକୁ ଦୃଷ୍ଟିରେ ରଖି ତାଙ୍କର ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଏନେଇ…

କାଜାଖସ୍ତାନ ବିମାନ ଦୁର୍ଘଟଣା ନେଲା ନୂଆ ମୋଡ଼, ସନ୍ଦେହରେ ରୁଷିଆ

ନୂଆଦିଲ୍ଲୀ : କାଜାଖସ୍ତାନ ବିମାନ ଦୁର୍ଘଟଣା ଘଟଣା ନୂଆ ମୋଡ ନେଇଛି । ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ସହ ଖଣ୍ଡ ବିଖଣ୍ଡିତ ହୋଇ ଜଳି ଯାଇଥିବା ଅଭିଯୋଗ କରିଛନ୍ତି ପାଶ୍ଚାତ୍ୟ ଦେଶ । ହେଲେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ରୁଷିଆ । ପକ୍ଷୀ ମାଡ଼ରେ ବିମାନ…

୩୬ ବର୍ଷ ପରେ ଏହି ପୁସ୍ତକ ଉପରୁ ହଟିଲା ବ୍ୟାନ, ଏଥିରେ ଅଛି ସାଂଘାତିକ ସତ

ନୂଆଦିଲ୍ଲୀ : ଭାରତରେ ପ୍ରଖ୍ୟାତ ଔପନ୍ୟାସିକ ସଲମାନ୍ ରୁସ୍‌ଦିଙ୍କ ରଚିତ ପୁସ୍ତକ ଦି ସାଟାନିକ୍ ଭର୍ସେସ୍ ନେଇ ଏବେ ଚର୍ଚ୍ଚା ବଢ଼ିଛି । ପ୍ରକାଶନର ୩୬ ବର୍ଷ ପରେ ଭାରତର ବିଭିନ୍ନ ପୁସ୍ତକ ଦୋକାନରେ ଏହା ଉପଲବ୍‌ଧ ହୋଇଛି । ୧୯୮୮ରେ ସେତେବେଳର ରାଜୀବ ଗାନ୍ଧି ସରକାର, ଭାରତରକୁ ଏହି ବହିର…

କ’ଣ ଏହି ରାଷ୍ଟ୍ରୀୟ ଶୋକ? ପାଳନ ପଛରେ କ’ଣ ରହିଛି କାହାଣୀ ?

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ ମନମୋହନ ସିଂହଙ୍କ ପରଲୋକରେ ୭  ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ୯୨ ବର୍ଷ ବୟସରେ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି। ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି,…

୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ମୃତ୍ୟୁ

ଲାହୋର: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଶଳା ଏବଂ ପ୍ରତିବନ୍ଧିତ ଜମାତ-ଉଦ-ଦାବାର ଉପ ପ୍ରମୁଖ ହାଫିଜ ଅବଦ୍ଦୁଲ ରହେମନ ମକ୍କୀର ଶୁକ୍ରବାର ହୃଦଘାତରେ ମୃତ୍ୟୁ ହୋଇଛି । ଜମାତ-ଉଦ-ଦାବା (ଜେୟୁଡି) ଅନୁଯାୟୀ ଅବଦୁଲ ରେହମାନ ମକ୍କୀ ଗତ କିଛି ଦିନ ହେବ ଅସୁସ୍ଥ ଥିଲା ଏବଂ…

ଗୁଗୁଲ ବିଜ୍ଞାପନ ଦେଖୁଛନ୍ତି କି ? ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ : ଗୁଗୁଲରୁ ବିଜ୍ଞାପନ ଦେଖି କିଣନ୍ତୁନି ସାମଗ୍ରୀ । ନ ହେଲେ ହୋଇଯିବେ ସାଇବର ଲୁଟର ଶିକାର । ଏମିତିକି ଗୁଗୁଲରେ କିଛି ସର୍ଚ୍ଚ କରୁଥିଲେ ବି ସତର୍କ ହୁଅନ୍ତୁ । ନିକଟରେ ଏମିତି ଏକ ସାଇବର ଅପରାଧ ଆସିଛି ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଏପରି ସାଇବର କ୍ରାଇମ ଗୁରୁଗ୍ରାମରେ…

୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ହ୍ରାସ ହୋଇପାରେ: ରିପୋର୍ଟ

ନୂଆଦିଲ୍ଲୀ : ନୂଆବର୍ଷ ଆଣିପାରେ କରଦାତାଙ୍କ ପାଇଁ ଖୁସି ଖବର । ଏକ ସୂତ୍ରରୁ ଜଣାପଡିଛି ଯେ, ମଧ୍ୟବିତ୍ତ ଲୋକଙ୍କୁ ଆଶ୍ବସ୍ତି ଯୋଗାଇବା ପାଇଁ ଆଗାମୀ ବଜେଟରେ ବାର୍ଷିକ ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆୟକର ହ୍ରାସ କରିବାକୁ କେନ୍ଦ୍ର ସରକାର ବିଚାର କରୁଛି। ଏହି…

ଗୋଟିଏ ଫୋନ୍ କଲ ଯାହା ବଦଳେଇଦେଇଥିଲା ଦେଶ ଓ ମନମୋହନଙ୍କ ଭାଗ୍ୟ

ନୂଆଦିଲ୍ଲୀ: ଏହା ହେଉଛି ଜୁନ୍ ୧୯୯୧ ମସିହା ସମୟର କଥା । ମନମୋହନ ସିଂ ଏକ ସମ୍ମିଳନୀରେ ଯୋଗଦେବା ପରେ ନେଦରଲ୍ୟାଣ୍ଡରୁ ଫେରି ଆସିଥିଲେ ଏବଂ ବହୁତ ଥକି ଯାଇ ଶୋଇଥିଲେ । ଠିକ୍ ସେତିକିବେଳେ ଡକ୍ଟର ମନମୋହନ ସିଂଙ୍କ ଜ୍ବାଇଁ ବିଜୟ ତନଖାଙ୍କ ଫୋନ ରିଂ ହୋଇଥିଲା । ଏହି କଲ୍ ତତ୍କାଳୀନ…

ଇଡି ଜାଲରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ, ଏକକାଳୀନ ୩ଟି ସ୍ଥାନରେ ରେଡ

ପାଟନା: ଆଜି ଦେଶର ଅନେକ ସ୍ଥାନରେ ଇଡି ଚଢାଉ କରିଛି। ବିହାରର ଲୋକ ଜନଶକ୍ତି ପାର୍ଟି (ରାମ ବିଳାଶ) ନେତା ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ୱାନଙ୍କ ସହଯୋଗୀ ହୁଲାସ ପାଣ୍ଡେଙ୍କ ତିନିଟି ଠିକଣାରେ ଆଜି ଚଢ଼ାଉ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ପାଟନା, ବେଙ୍ଗାଲୁରୁ ଓ ଦିଲ୍ଲୀରେ…

ଅର୍ଥମନ୍ତ୍ରୀ ଥିବାବେଳେ ମନମୋହନ ସିଂ ନେଇଥିଲେ ଯୁଗାନ୍ତକାରୀ ପଦକ୍ଷେପ

ନୂଆଦିଲ୍ଲୀ: ଭାରତର ଅର୍ଥନୀତିକୁ ଏକ ନୂତନ ଦିଗ ଦେଇଥିବା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର ଗୁରୁବାର ରାତିରେ ୯୨ ବର୍ଷ ବୟସରେ ଦେହାନ୍ତ ଘଟିଛି । ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀ ଥିବାବେଳେ ସେ କିପରି ଭାରତର ଅର୍ଥନୀତିକୁ ମଜବୁତ କରିଥିଲେ । ବୈଦେଶିକ ମୁଦ୍ରା…