Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରଙ୍କ ବଡ ନିଷ୍ପତି, ମିନେରାଲ ୱାଟର ବଦଳରେ ପିଉଛନ୍ତି ଜହର

ନୂଆଦିଲ୍ଲୀ: ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ ବଜାରରେ ମିଳୁଥିବା ମିନେରାଲ ୱାଟର ଏବଂ ପ୍ୟାକେଜଡ୍ ୱାଟର । ଏପରି ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛି କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରଧିକରଣ (FSSAI)। ପ୍ୟାକେଜଡ୍ ୱାଟର ଏବଂ ମିନେରାଲ୍ ପାଣିକୁ ହାଇ ରିସ୍କ ଖାଦ୍ୟ ପଦାର୍ଥ…

ଜାଣିଛନ୍ତି କି ପୂଜା ପରେ ହାତରେ ବନ୍ଧାଯାଉଥିବା ରକ୍ଷାସୂତ୍ର ପଛର ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ଆମର ସନାତନ ପରମ୍ପରାରେ କୌଣସି ପୂଜାପାଠ ପରେ ପୂଜକ ଜଣକ ଆମ ହାତରେ ନାଲି, ହଳଦିଆ କିମ୍ବା ଏହି ଦୁଇରଙ୍ଗ ମିଶା ଏକ ସୂତାଟିଏ ହାତରେ ବାନ୍ଧି ଦେଇଥାନ୍ତି । ତାହାକୁ ଆମେ ରକ୍ଷାସୂତ୍ର କହିଥାଉ । ଏହି ରକ୍ଷାସୂତ୍ର ପଛରେ ଶାସ୍ତ୍ରରେ ମହତ୍ତ୍ଵ କ’ଣ ଏବଂ ଏହା ପଛରେ ବୈଜ୍ଞାନିକ କାରଣ…

ଭିଏତନାମରେ ଯୁବପିଢି ଭଡାରେ ଆଣନ୍ତି ପାର୍ଟନର, ଜାଣନ୍ତୁ କଣ ରହିଛି କାରଣ

ହାନୋଇ: ସମାଜରେ ଚାକିରି, ବିବାହ ଏବଂ ସନ୍ତାନ ଜନ୍ମ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ସ୍ଥିର ରହିଛି। ବାପା, ମା ମାନେ ମଧ୍ୟ ଏହି ସବୁ ନିୟମ ଦ୍ୱାରା ଆବଦ୍ଧ। ସେମାନେ ବି ଚାହାନ୍ତି ତାଙ୍କ ପର ପିଢି ସମାଜର ନିୟମ ଅନୁସାରେ ପରିଚାଳିତ ହେଉ, କିନ୍ତୁ ଜରୁରୀ ନୁହେଁ କି ଏହା ସମସ୍ତଙ୍କୁ ଠିକ୍…

ଡିସେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଛୁଟି ତାଲିକାରେ ଦିଅନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ବର୍ଷର ଶେଷ ମାସ ଡିସେମ୍ବରରେ ୧୭ଦିନ ବ୍ୟାଙ୍କ ବନ୍ଦ ରହିବ । ଡିସେମ୍ବର ୨୦୨୪ ରେ ଜାତୀୟ ଓ ସ୍ଥାନୀୟ ଛୁଟି କାରଣରୁ ଅଲଗା ଅଲଗା ସ୍ଥାନରେ ବ୍ୟାଙ୍କ 17 ଦିନ ବନ୍ଦ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜସ୍ବ ଓ୍ବେବସାଇଟରେ ଛୁଟିର ସୂଚନା ପ୍ରଦାନ କରିଛି । ଏହି ତାଲିକାରେ ଏହି…

ବାତ୍ଯା ଫେଙ୍ଗଲ ପ୍ରଭାବ; ରାସ୍ତାରେ ଭାସୁଛି ବସ୍

ଚେନ୍ନାଇ: ଦକ୍ଷିଣ ଭାରତରେ ବାତ୍ଯା ଫେଙ୍ଗଲ୍ ଅନେକ କ୍ଷୟକ୍ଷତି ଘଟାଇଛି। ଗତ ରବିବାର ତାମିଲନାଡୁ ଏବଂ ପୁଡୁଚେରୀରେ ବାତ୍ୟା ପହଞ୍ଚିବା ପରେ ଏହା ଦୁର୍ବଳ ହୋଇ ଏକ ଡିପ୍ ଡିପ୍ରେସନରେ ପରିଣତ ହୋଇଥିଲା। ଖବର ଅନୁଯାୟୀ, ଗତ ଶନିବାର ଏବଂ ରବିବାର ଦିନ ଏହି ବାତ୍ଯା ଯୋଗୁଁ ହୋଇଥିବା ବର୍ଷା…

ସ୍ତ୍ରୀର ସାହାସକୁ ସଲାମ, ସ୍ଵାମୀକୁ ବାଘ ମୁହଁରୁ ଛଡାଇ ଆଣିଲା

ତେଲେଙ୍ଗାନା: ଜଣେ ମହିଳାଙ୍କ ସାହସିକତା ଯୋଗୁଁ ସ୍ଵାମୀଙ୍କ ବଞ୍ଚିଗଲା ଜୀବନ । ଗତ ଶନିବାର ତେଲେଙ୍ଗାନାର କୁମୁରାମ ଭୀମ ଆସିଫାବାଦ ଜିଲ୍ଲାରେ ବାଘ ଆକ୍ରମଣରେ ଜଣେ କୃଷକ ଆହତ ହୋଇଥିଲେ। ଏହି ଘଟଣା ସିରପୁର ମଣ୍ଡଳର ଡୁବାଗୁଡାରେ ଘଟିଛି। ଖବର ଅନୁସାରେ ବାଘର ଆକ୍ରମଣ ପରେ କୃଷକ ସୁରେଶଙ୍କ…

ସଂସଦରେ ‘ଦ ସାବରମତି ରିପୋର୍ଟ’ର ସ୍ପେଶାଲ୍ ସ୍କ୍ରିନିଂ

ନୂଆଦିଲ୍ଲୀ: ସଂସଦର ବାଲୟୋଗୀ ଅଡିଟୋରିୟମରେ ‘ଦ ସାବରମତି ରିପୋର୍ଟ’ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ମନ୍ତ୍ରୀ ଓ ସାଂସଦ ଏହି ଫିଲ୍ମ ଦେଖିବାକୁ ଆସିଛନ୍ତି।…

ଦେହଜୀବିଙ୍କୁ ମିଳିବ ଭତ୍ତା ସାଙ୍ଗକୁ ମାତୃତ୍ବ ଛୁଟି

ନୂଆଦିଲ୍ଲୀ: ଏଣିକି ସେକ୍ସ ଓ୍ବାକର୍ସ ବା ଦେହଜୀବି ବି ପାଇବେ ସାଧାରଣ ମହିଳା କର୍ମଚାରୀଙ୍କ ଭଳି ସୁବିଧା । ସେମାନଙ୍କୁ ବି ମିଳିବ ପେନସନ୍ ସାଙ୍ଗକୁ ମାତୃତ୍ବ ଛୁଟି । ଦେହଜୀବୀ ମହିଳାମାନଙ୍କ ଅଧିକାରକୁ ଅଧିକ ସୁରକ୍ଷିତ କରିବା ପାଇଁ କିଛି ଏପରି ପଦକ୍ଷେପ ନେବାକୁ ଯାଉଛନ୍ତି ବେଲଜିୟମ…

ଆପଣ ଜାଣନ୍ତି ଗୁଗୁଲ୍ ମ୍ୟାପ୍ କିପରି କାମ କରେ ଏବଂ କେଉଁଠାରୁ ରୁଟ୍ ତଥ୍ୟ ମିଳେ ?

ନୂଆଦିଲ୍ଲୀ: ଗୁଗୁଲ୍ ମ୍ୟାପ୍ସ ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ନେଭିଗେସନ୍ ଏବଂ ମ୍ୟାପିଂ ଉପକରଣ ମଧ୍ୟରୁ ଅନ୍ୟତମ | ଆପଣ ନିଶ୍ଚିତ ଭାବରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରୁଥିବେ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗୁଗୁଲ୍ ମ୍ୟାପ୍ ରୁଟ୍ ବିଷୟରେ ସୂଚନା କିମ୍ବା ତଥ୍ୟ କେଉଁଠୁ…

ମନ୍ତ୍ରୀଙ୍କ ବ୍ରେସଲେଟ୍ ଚେକ୍ କଲେ ନୀତିଶ କୁମାର, ଭିଡିଓ ଭାଇରାଲ

ପାଟଣା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଏକ ଭିଡିଓ ପୁଣି ଚର୍ଚ୍ଚାର ବିଷୟ ପାଲଟିଛି। ବିଧାନସଭାରେ ଶୁକ୍ରବାର ଦିନ ମନ୍ତ୍ରୀ ଅଶୋକ ଚୌଧୁରୀ ବିରୋଧୀଙ୍କ ପ୍ରଶ୍ନ ଉପରେ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଦେଉଥିବା ବେଳେ ତାଙ୍କ ବ୍ରେସଲେଟକୁ ଛୁଇଁ ଦେଖୁଥିବାର ନୀତୀଶ ନଜର ଆସିଛନ୍ତି।…