Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଢୁଛି ହିନ୍ଦୁଙ୍କ ବିରୋଧରେ ଅତ୍ୟାଚାର, ଗିରଫ ହେଲେ ହିନ୍ଦୁ ନେତା ଚିନ୍ମୟ କୃଷ୍ଣ ଦାସ ପ୍ରଭୁ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁ ନେତା ତଥା ଇସ୍କନ ସଦସ୍ୟ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ତାଙ୍କୁ ଗିରଫ କରାଯାଇଛି । ତେବେ ଦେଶଦ୍ରୋହ ମାମଲାରେ ପୋଲିସ ତାଙ୍କୁ ଗିରଫ କରି ଢାକା ବିମାନବନ୍ଦରରେ ଅଟକ…

ସମ୍ବିଧାନ ଦିବସ ୨୦୨୪: ଉନ୍ମୋଚିତ ହେବ ଭାରତ ସମ୍ବିଧାନ ଓ ତା’ର ଗୌରବମୟ ଯାତ୍ରାର ୨ଟି ପୁସ୍ତକ

ନୂଆଦିଲ୍ଲୀ: ଆଜି ହେଉଛି ୭୫ତମ ସମ୍ବିଧାନ ଦିବସ । ପ୍ରତି ବର୍ଷ ନଭେମ୍ବର ୨୬ ତାରିଖରେ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ରେ ଏହାକୁ ଭାରତରେ ଲାଗୁ କରାଯାଇଥିଲା । ୨୦୧୫ ମସିହାରେ…

ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ, ଉପସ୍ଥିତ ଥିଲେ ଶହେରୁ ଅଧିକ

ନୂଆଦିଲ୍ଲୀ: ଯାତ୍ରିବାହୀ ବିମାନରେ ଅଗ୍ନିକାଣ୍ଡ। ରବିବାର ତୁର୍କୀର ଅନ୍ତଲ୍ୟା ବିମାନବନ୍ଦରରେ ଏପରି ଏକ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। ବିମାନଟି ଅବତରଣ କରିବା ପରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ମୋଟ ୮୯ ଜଣ ଯାତ୍ରୀ ଥିଲେ। ତୁର୍କୀ ପରିବହନ ମନ୍ତ୍ରଣାଳୟ ଏହାକୁ ନେଇ ସ୍ପଷ୍ଟ କରିଛି।…

କିଏ ଧରିବ ମହାରାଷ୍ଟ୍ରର ମଙ୍ଗ? ଲାଗିରହିଛି ସସପେନ୍ସ! କାଲି ଇସ୍ତଫା ଦେବେ ସିନ୍ଦେ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏକନାଥ ଶିନ୍ଦେ । ସେ ଇସ୍ତଫା ଦେବା ପରେ ରାଜ୍ୟରେ ନୂତନ ସରକାର ଗଠନ ହେବ । ସିନ୍ଦେଙ୍କ ପରେ କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ତେବେ ଦେବେନ୍ଦ୍ର…

ସୈନ୍ୟବାହିନୀରୁ ଟ୍ରାନ୍ସଜେଣ୍ଡରଙ୍କୁ ହଟାଇପାରନ୍ତି ଟ୍ରମ୍ପ

ୱାଶିଂଟନ: ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ରହୁଥିବା LGBTQIA + ସମ୍ପ୍ରଦାୟ ପାଇଁ ସମସ୍ୟା ସୃଷ୍ଟି କରିବାକୁ ଯାଉଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ ଟ୍ରମ୍ପ ଆମେରିକାର ସେନାରେ କାର୍ଯ୍ୟରତ ସମସ୍ତ ଟ୍ରାନ୍ସଜେଣ୍ଡରଙ୍କୁ ବାହାର କରିବାକୁ ଚିନ୍ତା କରୁଛନ୍ତି।…

ସମ୍ବିଧାନରୁ ହଟିବନି ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ

ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସମ୍ବିଧାନର ପ୍ରସ୍ତାବନାରେ ୧୯୭୬ରେ ପାରିତ ହୋଇଥିବା ୪୨ ତମ ସଂଶୋଧନ ଅନୁଯାୟୀ "ସମାଜବାଦୀ" ଏବଂ "ଧର୍ମନିରପେକ୍ଷ" ଶବ୍ଦକୁ ହଟାଇବାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପ୍ରଧାନ…

ଆଦାନୀ ଗ୍ରୁପର ୧୦୦ କୋଟି ଟଙ୍କା ଫେରାଇଲେ ତେଲେଙ୍ଗାନା ସରକାର

ହାଇଦ୍ରାବାଦ: ଆମେରିକା ପକ୍ଷରୁ ଆଦାନୀ ଗ୍ରୁପ୍ ବିରୋଧରେ ଲାଞ୍ଚ ଅଭିଯୋଗ ପରେ ତେଲେଙ୍ଗାନାର କଂଗ୍ରେସ ସରକାର କମ୍ପାନୀକୁ ୧୦୦ କୋଟି ଟଙ୍କା ଫେରସ୍ତ କରିଛନ୍ତି। ଯୁବକମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ଏହି ପାଣ୍ଠି ବିନିଯୋଗ ହୋଇଥାନ୍ତା। ଯାହା ପାଇଁ କଂଗ୍ରେସ ସରକାର…

ନିର୍ବାଚନ ପୂର୍ବରୁ ବୟସ୍କଙ୍କୁ ବଡ ଉପହାର ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ କିଛି ଦିନ ପରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନର ଠିକ୍ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବଡ ଗୋଟି ଚଳାଇଛନ୍ତି । ହଜାର ହଜାର ବୃଦ୍ଧବୃଦ୍ଧାଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେଜ୍ରିୱାଲ । କେଜ୍ରିୱାଲ…

କାଙ୍ଗାଳ ହୋଇଯିବ କି ନେପାଳ? 

କାଠମାଣ୍ଡୁ: ନେପାଳରେ ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି। ୨୦୨୪ ଜୁଲାଇରୁ ନଭେମ୍ବର ମଧ୍ୟରେ ନେପାଳ ପ୍ରାୟ ୪୬୦ ବିଲିୟନ ଟଙ୍କାର କ୍ଷତି ସହି ସାରିଲାଣି। ତେବେ ଏହା  ମୁଖ୍ୟତଃ ଆମଦାନୀ ଏବଂ ରପ୍ତାନି ମଧ୍ୟରେ ଅସନ୍ତୁଳିତ ପରିସ୍ଥିତି ଯୋଗୁ ହୋଇଥିବା କୁହାଯାଉଛି। ତେବେ ଆର୍ଥିକ…

ଉଦ୍ଧବଙ୍କୁ ‘ଦୈତ୍ୟ’ ସହ ତୁଳନା କଲେ କଙ୍ଗନା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ର ରେଜଲ୍ଟ ପରେ ଉଦ୍ଧବ ଠାକରେଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରନାୱତ। ସେ ଉଦ୍ଧବଙ୍କ ପରାଜୟକୁ ତାଙ୍କ କର୍ମର ଫଳାଫଳ ବୋଲି ବର୍ଣ୍ଣନା କରିଛନ୍ତି। ଯେଉଁମାନେ ମହିଳା ଏବଂ ଅନ୍ୟମାନଙ୍କୁ ଅପମାନ କରନ୍ତି…