Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ର ମହାଭାରତରେ ସନ ରାଇଜିଂ !

ନୂଆଦିଲ୍ଲୀ: ମହାରାଷ୍ଟ୍ର କୁରୁକ୍ଷେତ୍ରରେ ବରିଷ୍ଠ ନେତାଙ୍କ ପୁଅ ଝିଅ । ରାଜନୈତିକ ଭିରାସତକୁ ଆଗକୁ ନେବାକୁ ସମରସଜ୍ଜା । ବିରୋଧୀଙ୍କ ପାଇଁ ପଛରୁ ଗୋଟି ଚଳାଇବେ ବାପା । କେଉଁଠି ବାଜିରେ ଲାଗିଛି ପରିବାରର ସମ୍ମାନ ତ କେଉଁଠି କ୍ଷମତା ପାଇଁ ପରିବାର ସଦସ୍ୟ ହିଁ ମୁହାଁମୁହିଁ । ପ୍ରଥମ…

ମହିଳାଙ୍କ କଥା କହିବା ଉପରେ କଟକଣା ଲଗାଇଲା ତାଲିବାନ

କାବୁଲ: ଝିଅ ହୋଇଚ କମ୍ କଥା କୁହ, ମହିଳାଙ୍କୁ ନେଇ ଏଭଳି କଟକଣା ଜାରି କଲା ତାଲିବାନ । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ସବୁ ସୀମା ଅତିକ୍ରମ କରିଛି। ସ୍ଥିତି ଏଭଳି ଯେ ବର୍ତ୍ତମାନ ତାଲିବାନ ପକ୍ଷରୁ ମହିଳାଙ୍କ କଥାବାର୍ତ୍ତା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ଆଜିକା…

‘ଶେଷ ନିଃଶ୍ୱାସ ନେଉଛି ନକ୍ସଲବାଦ: ଏଥର ଦେଶ ଛାଡ଼ିବାକୁ ହେବ’

କେୱଡିଆ: ଆଜି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁଜରାଟର କେୱଡିଆରେ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ ଏକତା ଦିବସ ପ୍ୟାରେଡ଼ରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ସେଠାରେ ନିଜର ଅଭିଭାଷଣ ରଖିବା ସହ ଆତଙ୍କବାଦୀ ମାନଙ୍କୁ ବଡ଼ ଚେତାବନୀ ଦେଇଛନ୍ତି ମୋଦି। ଆତଙ୍କବାଦୀ ଙ୍କୁ…

ପୁଣି ସାଙ୍ଘାତିକ ସ୍ତରରେ ଦିଲ୍ଲୀର ବାୟୁର ମାନ: ରେଡ୍ ଜୋନରେ ୮ଟି ଷ୍ଟେସନ୍

ନୂଆଦିଲ୍ଲୀ: ଦୀପାବଳିର ଦିନକ ପୂର୍ବରୁ ପୁଣି ବିଗିଡିଲା ଦିଲ୍ଲୀର ବାୟୁର ମାନ । ଅତି ଖରାପ ସ୍ତରରେ ପହଞ୍ଚିଛି ବାୟୁ ଗୁଣବତ୍ତା । ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ା ଜାଳିବା ଫଳରେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି । ଫଳରେ ଦେଶର ରାଜଧାନୀର ୮ଟି ମନିଟରିଂ…

ଗୁଗୁଲ ଉପରେ ଜୋରିମାନା ଲଗାଇଲା ଋଷ, ବିଶ୍ବରେ ନାହିଁ ଏତେ ଟଙ୍କା

ନୂଆଦିଲ୍ଲୀ: ଗୁଗୁଲ ଉପରେ ଜୋରିମାନା ଲଗାଇଲା ଋଷ। ଗୁଗୁଲ ଉପରେ ଋଷର ଏକ କୋର୍ଟ ୨୦ ଟ୍ରିଲିୟନ ଡଲାର ଜୋରିମାନା କରିଛନ୍ତି। ଏହା ସମଗ୍ର ବିଶ୍ୱର ଜିଡିପି ୬୨୦ ଗୁଣରୁ ଅଧିକ ଅଟେ। ଏହାର ଅର୍ଥ ହେଉଛି ଯଦି ବିଶ୍ବର ସମସ୍ତ ଦେଶର ଜିଡିପିର ୬୨୦ ଗୁଣ ଯୋଗ କରାଯାଏ, ତେବେ କେବଳ ଏହି ପରିମାଣ ଜମା…

ସୁନ୍ଦରଗଡ ଗଣ ହତ୍ୟା: ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ

ସୁନ୍ଦରଗଡ଼: ପରକୀୟାରୁ ୫ ଜଣଙ୍କୁ ହତ୍ୟା ଘଟଣା । ଅନୁଗୁଳ ବଅଁରପାଳରୁ ୧୩ ଜଣଙ୍କୁ ଉଠାଇ ଆଣିଲା ପୋଲିସ । ୧୩ ଜଣଙ୍କୁ ସଦର ଥାନା ଆଣି ପଚରାଉଚରା ଜାରି ରଖିଛି ପୋଲିସ । ଗତକାଲି କରମଡିହି ଗୀତାପଡ଼ାରେ ହତ୍ୟାକାଣ୍ଡ ହୋଇଥିଲା । ୨ ଯାଯାବର ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ହୋଇଥିଲା ଗଣହତ୍ୟା ।…

ହେଡଫୋନ୍‌ ଲଗାଇ ଟ୍ରାକରେ ବସିଥିଲେ ଯୁବକ, ଆଉ ତା’ପରେ…

ଭୋପାଳ: ମୋବାଇଲର ବହୁଳ ବ୍ୟବହାର ଦିନକୁ ଦିନ ବିପଦର କାରଣ ସାଜୁଛି । ଆଉ ମୃତ୍ୟୁମୁଖକୁ ଭିଡି ନେଉଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ । ହେଡଫୋନ୍‌ ଲଗାଇ ଯୁବକଜଣକ ରେଲୱେ ଟ୍ରାକ୍‌ ରେ ମୋବାଇଲ ଦେଖୁଥିବା ବେଳେ ତାଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌ । ମୃତକ ହେଲେ…

ରାଜ୍ୟ ସରକାରଙ୍କ ବଡ ଘୋଷଣା, ବର୍ଷେ ଯାଏଁ ରାଜ୍ୟରେ ମିଳିବନି ମାୟୋନିଜ

ହାଇଦ୍ରାବାଦ: ମୋମୋ ହେଉ କି ପାସ୍ତା ଅବା ଫ୍ରେଞ୍ଚ୍ ଫ୍ରାଇସ୍ ସବୁଥିରେ ମାୟୋନିଜ ପ୍ରାୟ ସମସ୍ତଙ୍କର ପସନ୍ଦ । ଫାଷ୍ଟଫୁଡ ଖାଇବ ସେ ବି ପୁଣି ବିନା ମାୟୋନିଜରେ ତାହା କଣ ହେଇପାରିବ । ଖାସ୍ କରି ମୋମୋ ରେ । ମାୟୋନିଜ ବିନା ମୋମୋ ସତେ ଯେପରି ଅଧୁରା । ଏବେ କିନ୍ତୁ ଆଉ ମିଳିବନି ମାୟୋନିଜ । ୧…

ସୀମାରୁ ସେନା ପ୍ରତ୍ୟାହାର ଶେଷ କଲେ ଭାରତ-ଚୀନ୍; ଫେରିଲା ୨୦୨୦ର ସ୍ଥିତି

ଲଦାଖ: ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ଅଞ୍ଚଳରେ ୪ ବର୍ଷରୁ ଅଧିକ ସମୟ ଧରି ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତିର ଅବସାନ ଘଟିଛି । ପୂର୍ବ ଲଦାଖର ଦେପସାଙ୍ଗ ଓ ଡେମଚୋକ ଅଞ୍ଚଳରୁ ସମ୍ପୂର୍ଣ୍ଣ ଭାବେ ସେନା ପ୍ରତ୍ୟାହାର କରିଛନ୍ତି ଭାରତ-ଚୀନ୍ । ବର୍ତ୍ତମାନ ଉଭୟ ଦେଶର ସେନା…

ରାଷ୍ଟ୍ରୀୟ ଏକତା ଦିବସ: ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅବଦାନକୁ ମନେ ପକାଉଛି ପୁରା ଦେଶ

ଭୋପାଲ: ଦେଶ ପାଳୁଛି ଆଇରନ୍ ମ୍ୟାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ । ଆଜିର ଦିନରେ ଅର୍ଥାତ୍ ୩୧ ଅକ୍ଟୋବରରେ ଭାରତରେ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ତାଙ୍କୁ ଭାରତର ଜାତୀୟ ଏକତାର ସ୍ଥପତି ଭାବରେ ସ୍ମରଣ କରାଯାଇଥାଏ। ଦେଶର ସୁରକ୍ଷା, ଏକତା ଏବଂ ଅଖଣ୍ଡତା ବଜାୟ ରଖିବା…