Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

India Issues Urgent Advisory: ଇରାନ ଉପରେ ଆକ୍ରମଣ; ଇସ୍ରାଏଲରେ ଥିବା ଭାରତୀୟମାନଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ତେହରାନ ସମେତ ୩୦ଟି ଇରାନ ସହର ଉପରେ ଆକ୍ରମଣ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।  ଏପଟେ ଭାରତ ଇସ୍ରାଏଲରେ ରହୁଥିବା ନିଜର…

ତାଲିବାନ ଆଗରେ ନଇଁବ କି ପାକିସ୍ତାନ? ରୁଷ-ଚୀନ୍‌ର ଏଣ୍ଟ୍ରି ପରେ ହଲଚଲ!

ନୂଆଦିଲ୍ଲୀ: ସୀମାରେ ଗର୍ଜୁଛି ତୋପ, ବର୍ଷୁଛି ଗୁଳି। ମୁହାଁମୁହିଁ ଆଫଗାନିସ୍ତାନ ଏବଂ ପାକିସ୍ତାନ । ଡୁରାଣ୍ଡ ଲାଇନ୍ କୁ ନେଇ ଦୁଇ ଦେଶ ମଧ୍ୟରେ ସାମରିକ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି। ଏହି ବିବାଦ ଏବେ ବିଶ୍ୱ ଶକ୍ତିଙ୍କ ଚିନ୍ତା ବଢ଼ାଇଦେଇଛି। ଏହି ମାମଲାରେ ଏବେ ରୁଷ ଏବଂ ଚୀନ୍…

ଏହି ଟ୍ରାଫିକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ, ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ !

ନୂଆଦିଲ୍ଲୀ: ଯଦି ଆପଣ ଗାଡ଼ି ଚଲାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏବେ କେବଳ ଫାଇନ୍ ଦେଲେ ନିସ୍ତାର ମିଳିବ ନାହିଁ । କେନ୍ଦ୍ର ସରକାର ଏବେ ସଡ଼କ ସୁରକ୍ଷାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଟ୍ରାଫିକ ନିୟମ ଭାଙ୍ଗିଲେ ଏବେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସରୁ ପଏଣ୍ଟ କଟିବ ଏବଂ…

Menaka Guruswamy: ଟିଏମସି ପ୍ରାର୍ଥୀ ମେନକା ଗୁରୁସ୍ୱାମୀ କିଏ? ବନିପାରନ୍ତି ଦେଶର ପ୍ରଥମ LGBTQ ସାଂସଦ…

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC) ମାର୍ଚ୍ଚ ୧୬ ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ତାର ଚାରି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମମତା ବାନାର୍ଜୀଙ୍କ ଦଳ ପ୍ରବୀଣ ଆଇନଜୀବୀ ମେନକା ଗୁରୁସ୍ୱାମୀ, ପୂର୍ବତନ ବଙ୍ଗଳା ଡିଜିପି ରାଜୀବ କୁମାର, ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବଂ…

Third Language Option: CBSEରେ ଷଷ୍ଠ ଶ୍ରେଣୀରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ପଢ଼ିବା…

ନୂଆଦିଲ୍ଲୀ: CBSE ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଷଷ୍ଠ ଶ୍ରେଣୀରୁ କେବଳ ଦୁଇଟି ନୁହେଁ, ବରଂ ୩ଟି ଭାଷା ପଢ଼ିବାକୁ ହେବ ବାଧ୍ୟତାମୂଳକ । ଜାତୀୟ ଶିକ୍ଷା ନୀତି- NEP 2020 ଅନୁସାରେ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ ହେବାକୁ ଯାଉଛି 'ନିଉ ଲାଙ୍ଗୁଏଜ୍…

Pakistan Afghanistan Clash: ରାତିସାରା ତାଲିବାନର ଆକ୍ରମଣ, ଜଳୁଛି ଇସଲାମବାଦ…୪୦ରୁ ଅଧିକ ସୈନିକଙ୍କ ମୃତ୍ୟୁ…

ନୂଆଦିଲ୍ଲୀ: ତାଲିବାନ ଆକ୍ରମଣରେ ଇସଲାମାବାଦ ଜଳୁଛି। ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷରେ ଉଭୟ ପକ୍ଷରୁ ରାତିସାରା ଆକ୍ରମଣ ଜାରି ରହିଛି। ପାକିସ୍ତାନୀ ତାଲିବାନ (ତେହରିକ-ଏ-ତାଲିବାନ ପାକିସ୍ତାନ ବା TTP) ବାହିନୀ ପାକିସ୍ତାନର ବାଜୌର ଜିଲ୍ଲାରେ ଏକ ଅତର୍କିତ ସାମରିକ ଆକ୍ରମଣ…

T20 World Cup: ସେମିଫାଇନାଲରେ କାହା ସହ ଲଢିବ ଭାରତ? ବାହାରିଯିବ ପାକିସ୍ତାନ!

ନୂଆଦିଲ୍ଲୀ: ସେମିଫାଇନାଲର ବହୁ ନିକଟରେ ଭାରତ କାହା ସହ ହେବ ମୁହାଁମୁହିଁ? ପୁଣି ମଇଦାନକୁ ଓହ୍ଲାଇବେ କି ଭାରତ-ପାକିସ୍ତାନ? ନା ବାଦ୍ ପଡିଯିବ ପାକିସ୍ତାନ? T20 ବିଶ୍ୱକପ୍ ୨୦୨୬ ଏବେ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦକ୍ଷିଣ ଆଫ୍ରିକା ସୁପର ୮ ପର୍ଯ୍ୟାୟରେ ଗ୍ରୁପ୍ ୧ ରୁ…

Plane Carrying Banknotes Crashes: ଜଳିଗଲା ଟଙ୍କା ବୋଝେଇ ବିମାନ, ବିଛାଡ଼ି ହୋଇ ପଡ଼ିଲା ଟଙ୍କା…୧୫ ଜଣଙ୍କର…

ନୂଆଦିଲ୍ଲୀ: ବୋଲିଭିଆ ରାଜଧାନୀ ଲା ପାଜ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି, ଯେଉଁଠାରେ ଏକ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ବିମାନବନ୍ଦର ନିକଟ ଏକ ରାଜପଥରେ ଖସି ପଡ଼ି ଅନେକ ପାର୍କିଂ…

2027 UP Assembly elections: ମାୟାବତୀଙ୍କ ମାଷ୍ଟରପ୍ଲାନ୍, ବଢ଼ିଲା ଯୋଗୀଙ୍କ ଚିନ୍ତା 

ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହୋଇଗଲାଣି ରଣନୀତି। ସବୁ ଦଳ ପ୍ରସ୍ତୁତି ଚଳାଇଥିବା ବେଳେ ବହୁଜନ ସମାଜ ପାର୍ଟି, BSP ସମସ୍ତଙ୍କୁ ପଛରେ ପକାଇ ନିଜର ଚାଲ୍ ଚଳାଇବା ଆରମ୍ଭ କରିଦେଇଛି। ବିଗତ କିଛି ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ଏବେ ପୁଣି…

Supreme Court-Banned NCERT Textbook: “କେହି ବି ବର୍ତ୍ତିବେ ନାହିଁ”, NCERT କୁ ସୁପ୍ରିମକୋର୍ଟଙ୍କ…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି NCERT ଏବଂ ଶିକ୍ଷା ମନ୍ତ୍ରଣାଳୟ ଉପରେ ପ୍ରବଳ ବର୍ଷିଛନ୍ତି । ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଭଳି ବିଷୟବସ୍ତୁ ସାମିଲ କରିବା ଘଟଣାରେ କୋର୍ଟ କହିଛନ୍ତି- "କେହି ବି ବର୍ତ୍ତିବେ ନାହିଁ"। ମୁଖ୍ୟ ବିଚାରପତିଙ୍କ କଡ଼ା…