Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

BRICS Summit 2026: ବ୍ରିକ୍ସ ସମ୍ମିଳନୀରେ ବିଶ୍ଵ ନେତା, କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିକ୍ସ ଶିଖର ସମ୍ମିଳନୀ ୨୦୨୬ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି। ବିଶ୍ୱର ନେତୃତ୍ୱ ନେଉଥିବା ଦେଶମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆମେରିକା ଏବଂ ୟୁରୋପ ଏହି ସମ୍ମିଳନୀକୁ ଅତି ଉତ୍ସାହର ସହିତ ଦେଖୁଛନ୍ତି। ଭାରତ ସହିତ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ…

ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତି ଏବଂ ଭୂ-ରାଜନୀତିରେ ବ୍ରିକ୍ସ ସମୂହର ଗୁରୁତ୍ୱ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସଶକ୍ତ ଏବଂ ବିକଶିତ ଭାରତର ଚିତ୍ର ଉପସ୍ଥାପନ କରିବା ସହ ବିଶ୍ୱ ବାଣିଜ୍ୟ ଏବଂ ସୁରକ୍ଷା…

ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

ଶ୍ରୀନଗର: ବନ୍ଦେ ମାତରମ୍ ଗାନକୁ ନେଇ ସହଯୋଗୀ ଦଳ କଂଗ୍ରେସ ଏବଂ ନ୍ୟାସନାଲ କନଫରେନ୍ସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଉପରେ ଶେଷରେ ମୁହଁ ଖୋଲିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। କଂଗ୍ରେସକୁ କଡ଼ା ସମାଲୋଚନା କରି ସେ ପ୍ରଶ୍ନ କରିଛନ୍ତି, "କଂଗ୍ରେସ କ'ଣ ଚାହୁଁଛି ଯେ…

ଏସବିଆଇ ବ୍ୟାଙ୍କରେ ଦିନଦ୍ୱିପ୍ରହରରେ ଲଙ୍କାଗୁଣ୍ଡ ମାଡ଼, ୪ ଲକ୍ଷ ଟଙ୍କା ଧରି ଫେରାର୍ ହେଉଥିବା ବେଳେ ଧରାପଡ଼ିଲା…

ନାଗପୁର: ମହାରାଷ୍ଟ୍ରର ନାଗପୁର ସହରରେ ଏକ ସାଂଘାତିକ ବ୍ୟାଙ୍କ ଲୁଟ୍ ଘଟଣା ସାମ୍ନାକୁ ଆସିଛି। ଏକ ଫିଲ୍ମ ଷ୍ଟାଇଲ୍‌ରେ ଜଣେ ଯୁବକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖାରେ ପଶି କର୍ମଚାରୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ପ୍ରାୟ ୪ ଲକ୍ଷ ଟଙ୍କା ଲୁଟି ନେଇଥିଲା । ତେବେ ଲୁଟେରା ଜଣକ…

ବାଲେଶ୍ୱରରୁ ଉଦ୍ଧାର ୫ ଛୁଆ ଓରାଙ୍ଗଉଟାନଙ୍କୁ ଫେରାଇ ନେବ ଇଣ୍ଡୋନେସିଆ: ଆରମ୍ଭ ହେଲା କୂଟନୈତିକ ପ୍ରକ୍ରିୟା

ନୂଆଦିଲ୍ଲୀ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ନିକଟରେ ଉଦ୍ଧାର ହୋଇଥିବା ୫ଟି ବିରଳ ଛୁଆ ଓରାଙ୍ଗଉଟାନଙ୍କୁ ସେମାନଙ୍କ ସ୍ୱଦେଶ ଫେରାଇ ନେବା ପାଇଁ ଇଣ୍ଡୋନେସିଆ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣର ବଳିପଡ଼ି ଭାରତରେ…

Delhi Security: ପୁଟିନ୍-ଜିନପିଙ୍ଗଙ୍କ ପାଇଁ ଅଭେଦ୍ୟ ସୁରକ୍ଷା, BRICS ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା ବଳୟ

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ପାଦେ ପାଦେ ସୁରକ୍ଷା। ରାତିପାହିଲେ BRICS ଶିଖର ସମ୍ମିଳନୀ । ଏଥିପାଇଁ ଦିଲ୍ଲୀ ମୁହାଁ ବିଶ୍ବନେତା । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନୂଆଦିଲ୍ଲୀରେ ପହଞ୍ଚି ସାରିଥିବା ବେଳେ ଶନିବାର ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ। ଦୁଇ ବିଶ୍ୱନେତାଙ୍କ…

Man With Uterus: ବାପା ହୋଇପାରିବେ କି ନାହିଁ କରିବାକୁ ଯାଇଥିଲେ ଟେଷ୍ଟ…ଜଣାପଡିଲା ପେଟରେ ଅଛି ଗର୍ଭାଶୟ!

ନୂଆଦିଲ୍ଲୀ: ୨୪ ବର୍ଷୀୟ ଯୁବକଙ୍କର ଅଛି ଗର୍ଭାଶୟ! ଟେଷ୍ଟରେ ବାହାରିଲା କିଛି ଏମିତି…ଡାକ୍ତର ବି କାବା! ପୁରୁଷଙ୍କ ପେଟରେ ଗର୍ଭାଶୟ? ଚିକିତ୍ସା ବିଜ୍ଞାନରେ ବେଳେବେଳେ ଏଭଳି ଘଟଣା ସାମ୍ନାକୁ ଆସେ, ଯାହା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ। ଦିଲ୍ଲୀର ଜଣେ ୨୪ ବର୍ଷୀୟ ଯୁବକଙ୍କ…

BRICS Gala Dinner: ଜିନପିଙ୍ଗ-ପୁଟିନଙ୍କ ସହିତ…ବିଶ୍ୱନେତା ଖାଇବେ ଭାରତୀୟ ସ୍ୱାଦ! BRICS ଗାଲା ଡିନର ପଛରେ…

ନୂଆଦିଲ୍ଲୀ: ବିଶ୍ୱନେତାଙ୍କ ଥାଳିରେ ପରଷା ଯିବ ଭାରତୀୟ ସ୍ୱାଦ! BRICS ଡିନରରେ ଦେଶୀ ଦମ୍! ଜାଣନ୍ତୁ ଏଥର ମୋଦିଙ୍କ ଡିନରରେ କ’ଣ ରହିବ ଆଇଟମ୍? ରାତିପାହିଲେ ବସିବ ବ୍ରିକ୍ସ ସମ୍ମିଳନୀ । ଦିନସାରା ଚାଲିବ ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଶ୍ୱ ରାଜନୀତି ଉପରେ ହେବ ଆଲୋଚନା। କିନ୍ତୁ…

BRICS Media kit: ବ୍ରିକ୍ସ ମିଡିଆ କିଟରେ କୋରାପୁଟ କଫି…ଅନ୍ତର୍ଜାତୀୟ ଅତିଥିଙ୍କୁ ‘ଇଣ୍ଡିଆ କାହାଣୀ’ କହୁଛି…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବସିବାକୁ ଯାଉଛି ୧୮ତମ BRICS ସମ୍ମିଳନୀ। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀ ପାଇଁ ବିଶ୍ୱର ବିଭିନ୍ନ ଦେଶରୁ ସାମ୍ବାଦିକମାନେ ଦିଲ୍ଲୀରେ ପହଞ୍ଚୁଛନ୍ତି। ଏହାରି ଭିତରେ ଭାରତ ସରକାର ପକ୍ଷରୁ ସାମ୍ବାଦିକମାନଙ୍କ ପାଇଁ…

Putin in Delhi: ଭାରତରେ ଭ୍ଲାଦିମିର ପୁଟିନ, ମୋଦିଙ୍କ ସହ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁଖୋଇରୁ କ୍ରୁଡ୍ ଅଏଲ…

ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ତାଙ୍କ ବିମାନ ଦିଲ୍ଲୀର ପାଲମ୍ ଏୟାରଫୋର୍ସ ଷ୍ଟେସନରେ ଅବତରଣ କରିଥିଲା। ବିମାନବନ୍ଦରରେ ବିଦେଶ ରାଜ୍ୟମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ…