Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରମ୍ପଙ୍କ ବଡ଼ ଘୋଷଣା : ରିପବ୍ଲିକାନ୍ ଜିତିଲେ ପ୍ରତ୍ୟେକ ବରିଷ୍ଠ ଆମେରିକୀୟଙ୍କୁ ମିଳିବ ୫,୦୦୦ ଡଲାର

ଆମେରିକା: ଆଗାମୀ ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଘୋଷଣା କରିଛନ୍ତି। ଯଦି ରିପବ୍ଲିକାନ୍ ପାର୍ଟି ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଏବଂ ସେନେଟ୍‌ରେ ବିଜୟୀ ହୁଏ,…

ବାଂଲାଦେଶକୁ ଧୋକା ଦେଲା ଚୀନ୍ : ଚାଇନା ନିର୍ମିତ ଟ୍ୟାଙ୍କ ବିସ୍ଫୋରଣରେ ୨ ଯବାନ ସହିଦ

ଚଟ୍ଟଗ୍ରାମ: ବାଂଲାଦେଶ ସେନାର ଏକ ସାମରିକ ଅଭ୍ୟାସ ସମୟରେ ଅଘଟଣ ।ଚଟ୍ଟଗ୍ରାମସ୍ଥିତ ହାଥାଜାରୀ ଫିଲ୍ଡ ଫାୟାରିଂ ରେଞ୍ଜରେ ଗୁଳିଚାଳନା ଅଭ୍ୟାସ ଚାଲିଥିବା ବେଳେ ଚୀନ୍ ନିର୍ମିତ ‘ଟାଇପ୍-୫୯’ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କରେ ହଠାତ୍ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ବାଂଲାଦେଶୀ ସୈନିକଙ୍କ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ କରାଯାଇଥିବା ରିପୋର୍ଟକୁ ଖଣ୍ଡନ କଲା ECI

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୋଟର ତାଲିକାର ସ୍ପେଶାଲ୍ ସଘନ ସଂଶୋଧନ (SIR) ସମୟରେ ନାଁ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଥିବା ରିପୋର୍ଟକୁ ଖଣ୍ଡନ କରିଛି ଭାରତୀୟ ନିର୍ବାଚନ କମିଶନ (ECI)। ବିଭିନ୍ନ…

ବଙ୍ଗରେ ତେଜୁଛି ‘ଆମିଷ’ ବିବାଦ: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ରାଜ୍ୟ ବିଜେପି ମୁଖ୍ୟଙ୍କ ନିଶାନା,…

କୋଲକାତା: ପାଖେଇ ଆସୁଛି ଦୁର୍ଗା ପୂଜା। ଆଉ ଏହି ସମୟରେ ପଶ୍ଚିମବଙ୍ଗରେ ଆମିଷ ଖାଇବାକୁ ନେଇ ତେଜିଛି ବିବାଦ। ବଙ୍ଗାଳୀମାନେ କଣ ଖାଇବେ ତାହା କୌଣସି ବାବା ସ୍ଥିର କରିପାରିବେନି ବୋଲି କହି ବାଗେଶ୍ୱର ଧାମ ମୁଖ୍ୟ ପୁରୋହିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନିଶାନା କଲେ ରାଜ୍ୟ ବିଜେପି ସଭାପତି…

Red Fort blast:NIAର ଚାର୍ଜସିଟ୍‌ରେ ଚାଞ୍ଚଲ୍ୟକର ଖୁଲାସା;ଲାଲକିଲ୍ଲା ବିସ୍ଫୋରଣ ମାମଲାର ଏହି ୩ଟି ଦିଗ ଅତ୍ୟନ୍ତ…

ନୂଆଦିଲ୍ଲୀ:ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ଚାର୍ଜସିଟ୍‌ରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। NIA (ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା) ୧୩ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟରେ ଉଲ୍ଲେଖ ଥିବା ତଥ୍ୟ ଅନୁଯାୟୀ, ଲାଲକିଲ୍ଲା ବିସ୍ଫୋରଣର ମୁଖ୍ୟ…

ଲାଲକିଲ୍ଲା ଆତ୍ମଘାତୀ ବିସ୍ଫୋରଣ: ଡାକ୍ତର ଉମର ନବୀ ଥିଲା ମାଷ୍ଟରମାଇଣ୍ଡ, ୭୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ: ଗତ ବର୍ଷ ନଭେମ୍ବର ମାସରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ନିକଟରେ ଘଟିଥିବା ଭୟଙ୍କର କାର୍‌ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏକ ବଡ଼ ଏବଂ ଚାଞ୍ଚଲ୍ୟକର ଖୁଲାସା କରିଛି। ଏନଆଇଏ ପକ୍ଷରୁ ଦାଖଲ କରାଯାଇଥିବା ପ୍ରାୟ ୭,୫୦୦ ପୃଷ୍ଠାର ସମ୍ପୂର୍ଣ୍ଣ ଚାର୍ଜସିଟ୍‌ରେ…

ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଘୋଷଣା: ଶାସକ ଦଳର ମେଣ୍ଟ ନାମ ‘ସେକ୍ୟୁଲାର୍ ସୋସିଆଲ୍ ଜଷ୍ଟିସ୍ ଭିକ୍ଟ୍ରି…

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ମୁଖ୍ୟମନ୍ତ୍ରୀ ତଥା ଲୋକପ୍ରିୟ ଅଭିନେତା ସି. ଜୋସେଫ୍ ବିଜୟ ଏକ ନୂତନ ଅଧ୍ୟାୟର ଆରମ୍ଭ କରିଛନ୍ତି । ବୁଧବାର ଦିନ ଶାସକ ଦଳ 'ତାମିଲଗା ଭେଟ୍ରି କାଝାଗମ୍' ପକ୍ଷରୁ ଏହାର ନୂଆ ରାଜନୈତିକ ମେଣ୍ଟର ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । କଂଗ୍ରେସ ଏବଂ…

Trade war:ଆମେରିକା କାନାଡାର ଏହି ସମସ୍ତ ସାମଗ୍ରୀ ଉପରେ ଲଗାଇଲା କଟକଣା; ଉଭୟ ଦେଶ ମଧ୍ୟରେ ବଢିଲା ଟ୍ରେଡ ଓ୍ବାର

ନୂଆଦିଲ୍ଲୀ:ଆମେରିକା ଏବଂ କାନାଡା ମଧ୍ୟରେ ବାଣିଜ୍ୟ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ କାନାଡାରୁ କିଛି ସାମଗ୍ରୀ ଉପରେ ଉପରେ କଟକଣା ଏବଂ ଟାରିଫ୍ ଘୋଷଣା କରିଛି। ଏହି ପଦକ୍ଷେପ କାନାଡା ଦ୍ୱାରା ଆମେରିକୀୟ ଉତ୍ପାଦ ଉପରେ…

Oxygen Cylinder Blast:ଅନଲୋଡ୍ ବେଳେ ଖସିପଡ଼ିଲା ଅମ୍ଳଜାନ ସିଲିଣ୍ଡର…ବିସ୍ଫୋରଣରେ ଜଣଙ୍କ ମୃତ୍ୟୁ, ୪ ଆହତ

ନୂଆଦିଲ୍ଲୀ:ଦକ୍ଷିଣ-ପୂର୍ବ ଦିଲ୍ଲୀର ଓଖଲା ଶିଳ୍ପାଞ୍ଚଳ (ଫେଜ୍-୧)ରେ ବୁଧବାର ସକାଳେ ଏକ ବଡ଼ ଧରଣର ଦୁଃଖଦ ଦୁର୍ଘଟଣା ଘଟିଛି। ଓଖଲା ଫେଜ୍-୧ ସ୍ଥିତ D-23 ଠାରେ ଥିବା 'ଏସ୍‌ଏମ୍ ଟ୍ରେଡର୍ସ' (SM Traders) ଗୋଦାମ ବାହାରେ ବ୍ୟବସାୟିକ ଅମ୍ଳଜାନ ସିଲିଣ୍ଡରଗୁଡ଼ିକ ଓହ୍ଲାଯାଉଥିବା ସମୟରେ,…

Graduate Crisis: ଡିଗ୍ରୀ ଅଛି, କାହିଁକି ନାହିଁ ଚାକିରି? ନୀତି ଆୟୋଗର ବଡ଼ ଖୁଲାସା, ‘ସାର୍ଟିଫିକେଟ୍ ନୁହେଁ,…

ନୂଆଦିଲ୍ଲୀ: ଦିନ ଥିଲା ଡିଗ୍ରୀ ହାତରେ ଥିଲେ ଚାକିରି ମିଳିବାର ଆଶା ଦୃଢ଼ ଥିଲା। ଏମିତି ବି ଦିନ ଥିଲା ସାଧାରଣ ୧୦ମ ପାସ୍ କରୁଥିବା ବ୍ୟକ୍ତିଟି ବି ସରକାରୀ ଚାକିରୀ ପାଇଁ ମନୋନୀତ ହେଉଥିଲା । ଆଉ ଡିଗ୍ରୀ ପାସ୍ କଲେ ଲୋକେ ଏହାକୁ ଏକ ବଡ ଉପଲବ୍ଧି ବୋଲି ଭାବୁଥିଲେ । କିନ୍ତୁ ବଦଳୁଥିବା…