Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଭେଟି, ମିଳିବ ୨୪ ଘଣ୍ଟିଆ ବିଜୁଳି

ଲକ୍ଷ୍ନୌ: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ଉପହାର । ଅକ୍ଟୋବର ୨୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ହେବନାହିଁ ବିଜୁଳି କାଟ । ଏଭଳି ଏକ ନିଷ୍ପତି ନେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଯୋଗୀ ଆଦିତ୍ୟନାଥ ସମସ୍ତ ଅଧିକାରୀମାନଙ୍କୁ…

ଇନ୍‌-ସ୍ପେସ୍‌ ଅଧୀନରେ ମହାକାଶ କ୍ଷେତ୍ର ପାଇଁ ୧ ହଜାର କୋଟିର ପାଣ୍ଠି ମଞ୍ଜୁରି: ସ୍ପେସ୍ ଷ୍ଟାର୍ଟଅପ୍‌କୁ କରିବ…

ନୂଆଦିଲ୍ଲୀ: ଭାରତର ମହାକାଶ କ୍ଷେତ୍ରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ପ୍ରଧା‌ନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧ ହଜାର କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ (ଭିସି) ପାଣ୍ଠିକୁ ଅନୁମୋଦନ କରାଯାଇଛି। ଯାହା ସ୍ପେସ ସେକ୍ଟରରେ ଷ୍ଟାର୍ଟଅପକୁ…

ସେନା ଗାଡି ଉପରେ ବଡ଼ଧରଣର ଆତଙ୍କୀ ଆକ୍ରମଣ: ୨ ଯବାନ ସହିଦ, ୨ ଶ୍ରମିକ ମୃତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ବରମୁଲ୍ଲା ଅନ୍ତର୍ଗତ ଗୁଲମର୍ଗରେ ବଡ଼ଧରଣର ଆତଙ୍କୀ ହମଲା ହୋଇଛି। ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ସହିଦ ହୋଇଛନ୍ତି। ସେହିପରି ସେନାରେ କାର୍ଯ୍ୟ କରୁଥିବା ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହା ବ୍ୟତୀତ…

ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା

ନୂଆଦିଲ୍ଲୀ: ଜଷ୍ଟିସ୍ ସଞ୍ଜୀବ ଖାନ୍ନା ହେବେ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି । ବର୍ତ୍ତମାନର ପ୍ରଧାନ ବିଚାରପତି ଅଛନ୍ତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ । ସେ ଅବସର ନେବା ପରେ ଜଷ୍ଟିସ ଖାନ୍ନା ନଭେମ୍ବର ୧୧ ତାରିଖରେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ । ସର୍ବୋଚ୍ଚ ନ୍ୟାୟାଳୟର ୫୧ତମ…

ଅଜବ ମ୍ୟାନେଜର, କହିଲେ ମୃତ୍ୟୁ ବ୍ୟତୀତ ଅନ୍ୟ କୌଣସି ବାହାନା ଚଳିବନି

ନୂଆଦିଲ୍ଲୀ: ଆମ ଜୀବନରେ ଅନେକ ଥର ଏମିତି ଘଟିଥାଏ ଯେ ଚାକିରି ଓ ସହକର୍ମୀମାନେ ମଧ୍ଯ ଭଲ ମିଳିଥାନ୍ତି କିନ୍ତୁ ମ୍ୟାନେଜର ସେପରି ନଥାନ୍ତି। ତୁମେ ଯେତେ ଭଲ କାମ କଲେ ମଧ୍ଯ ପ୍ରଶଂସା ମିଳି ନ ଥାଏ ୲ ବର୍ତ୍ତମାନ ସୋସିଆଲ ମିଡିଆରେ ସେହିଭଳି ଏକ ପୋଷ୍ଟ ଭାଇରାଲ୍ ହୋଇଛି। ଯାହାକୁ ପଢିବା ପରେ…

୫୦ ପଇସା ଫେରାଇଲାନି ପୋଷ୍ଟ ଅଫିସ୍, ଏବେ ଦେବ ୧୫ ହଜାର

ଚେନ୍ନାଇ: ଗ୍ରାହକଙ୍କୁ ୫୦ ପଇସା ନ ଫେରାଇବାରୁ କ୍ଷତିପୂରଣ ବାବଦରେ ଏକ ପୋଷ୍ଟ ଅଫିସକୁ ୧୫ ହଜାର ଟଙ୍କା ଫାଇନ ଦେବାକୁ ପଡିଛି। ଚେନ୍ନାଇର ଗିରୁଗମ୍ବାକ୍କମର ବାସିନ୍ଦା ମନସା ଡିସେମ୍ବର ୨୦୨୩ରେ ଚିଠି ପୋଷ୍ଟ କରିବାକୁ ପୋଲିଚାଲୁର ଡାକଘରକୁ ଯାଇଥିଲେ। ଡାକଘର ଫି ୨୯.୫୦ ଟଙ୍କା ଥିଲା…

କେତେ କୋଟିର ମାଲିକାଣୀ ପ୍ରିୟଙ୍କା ଗାନ୍ଧି? 

ୱାୟନାଡ: କଂଗ୍ରେସ ନେତା ତଥା ପୂର୍ବ ସାଂସଦ ରାହୁଲ ଗାନ୍ଧିଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ଆଗାମୀ ଲୋକସଭା ଉପନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କେରଳ ୱାୟନାଡରୁ ଉପନିର୍ବାଚନ ଲଢ଼ିବେ ପ୍ରିୟଙ୍କା। ନାମାଙ୍କନ ଭରିବା ସହିତ ନିଜର ଅଚଳାଚଳ ସମ୍ପତ୍ତିର ତଥ୍ୟ ପୈଠ…

ଗ୍ଲୋବାଲ ୱାର୍ମିଂର ହେବ ସମାଧାନ, ସହାୟକ ହୋଇପାରେ ହୀରା ଗୁଣ୍ଡ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି୲ ତେବେ ଏହା ଏକ ଚିନ୍ତାର ବିଷୟ ପାଲଟିଥିବା ବେଳେ ଏହି ସମସ୍ୟାର ମୁକାବିଲା ନେଇ ବୈଜ୍ଞାନିକମାନେ ନୂଆ ତଥ୍ଯ ଦେଇଛନ୍ତି। ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଯଦି ପ୍ରତିବର୍ଷ ପୃଥିବୀ ବାୟୁମଣ୍ଡଳର ଉପର ସ୍ତରରେ…

ଜୋମାଟୋ-ସ୍ୱିଗିରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢାଇଲା ପ୍ଲାଟଫର୍ମ ଫି’: ଗ୍ରାହକ ଅସନ୍ତୁଷ୍ଟ

ମୁମ୍ଵାଇ: ଯେବେଠାରୁ ଜୋମାଟୋ ଏବଂ ସ୍ୱିଗି ଆସିଛି ଲୋକେ ଘରେ ବସି ଆନ୍ଦନରେ ଖାଇବା ଅର୍ଡର କରି ଖାଉଛନ୍ତି। କିନ୍ତୁ ଏବେ ପାର୍ବଣ ଋତୁରେ ଫୁଡ୍ ଡେଲିଭରୁ କମ୍ପାନୀ ଜୋମାଟୋ ଏବଂ ସ୍ଵିଗି ପ୍ଲାଟଫର୍ମ ଫି ବୃଦ୍ଧି କରିଛନ୍ତି। ଯାହା ପରେ ବର୍ତ୍ତମାନ ଏହି ପ୍ଲାଟଫର୍ମ ଗୁଡିକରୁ ଖାଦ୍ୟ ଅର୍ଡର କରିବା…

ଲୋମହର୍ଷଣ ଘଟଣା: ୩ ମାସ ଧରି ନିଜ ମାଆର କଙ୍କାଳକୁ କରୁଥିଲା ପୂଜା, ଖାଇବାକୁ ଦେଉଥିଲା ଖାଦ୍ୟ…

ଗୌହାଟି: ଆସାମର ଗୌହାଟିରେ ଏକ ଆଶ୍ଚର୍ଯ୍ୟଜନକ ଭଳି ଘଟଣା ସାମ୍ନାକୁ ଆସିଛି, ଯିଏ ଏହା ଶୁଣିଛି ତାର ଭୟରେ ଲୋମ ଟାଙ୍କୁରି ଯାଉଛି। ଜଣେ ବ୍ୟକ୍ତି ଗତ ତିନି ମାସ ଧରି ନିଜ ମା’ର କଙ୍କାଳ ସହିତ ବାସ କରୁଥିଲା। ସେ ପ୍ରତିଦିନ ନିଜ ହାତରେ କଙ୍କାଳକୁ ଖାଇବାକୁ ଦେଉଥିଲା। ଆଶ୍ଚର୍ଯ୍ୟଜନକ କଥା ହେଲା…