Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାରେ ଟିକଟକ୍ ହେବ କି ବ୍ୟାନ ? ଆପ୍ ଅପସାରଣ କରିବାକୁ ଗୁଗୁଲ୍-ଆପଲକୁ ଲେଖାଗଲା ଚିଠି

ନୂଆଦିଲ୍ଲୀ :ଭାରତୀୟ-ଆମେରିକୀୟ ରାଜା କୃଷ୍ଣମୂର୍ତ୍ତିଙ୍କ ସମେତ ଆମେରିକାର ଦୁଇ ଜଣ ସାଂସଦ ଗୁଗୁଲ ଏବଂ ଆପଲକୁ ଚିଠି ଲେଖିଛନ୍ତି ଯେ ଟିକଟକକୁ ସେମାନଙ୍କ ଆପ ଷ୍ଟୋରରୁ ହଟାଇବାକୁ। ଏପ୍ରିଲରେ ରାଷ୍ଟ୍ରପତି ଜୋ ବାଉଡେନଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ବିଲ୍ ଆଇନରେ ପରିଣତ ହୋଇଥିଲା ,…

ସିଡି ଭାଙ୍ଗିଦେଲା ପ୍ରଶାସନ, ଜେସିବିରେ ଓହ୍ଲାଇଲେ କର୍ମଚାରୀ ଓ ଗ୍ରାହକ

ପାଟଣା: ବିହାରର ବକ୍ସରରେ ଏଭଳି ଏକ ଘଟଣା ଘଟିଛି। ଯାହାର  ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଲ୍ଡିଂର ପ୍ରଥମ ମହଲାରେ ଥିବା ବ୍ୟାଙ୍କକୁ ଯାଇଥିଲେ ଗ୍ରାହକ ଏବଂ କର୍ମଚାରୀମାନେ। ହେଲେ କାମ ସାରି ବାହାରିଲା ବେଳକୁ ତଳକୁ ଯିବା ପାଇଁ ଥିବା ସିଡି ଅଚାନକ ଭାଙ୍ଗି ଯାଇଥିଲା।…

ଦୁଇ ପୁଅ ସହ ଆତ୍ମହତ୍ଯା କଲେ ମା, ବୋହୂ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ

ଯୋଧପୁର: ଯୋଧପୁରର ଓସିଆନ ଥାନାରେ ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଯେଉଁଠି ମା ଏବଂ ଦୁଇ ଭାଇ ଆତ୍ମହତ୍ଯା କରିଛନ୍ତି। ପତ୍ନୀଙ୍କ ଦ୍ୱାରା ବାରମ୍ବାର ନିର୍ଯ୍ୟାତନା ହେତୁ ସେମାନେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ ମଙ୍ଗଳବାର ଦିନ ପରିବାରର ତିନିଜଣଙ୍କ ମୃତଦେହ ଉଦ୍ଧାର…

କଥା ଦେଇ କଥା ରଖିନାହାନ୍ତି କେଜ୍ରିଓ୍ବାଲ: ନିଜେ ସ୍ବୀକାର କଲେ….

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଦେିଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି କେଜ୍ରିଓ୍ବାଲ । ନିଜ ମୁହଁରେ ସ୍ବୀକାର କଲେ । କହିଲେ କରୋନା ଆଉ ବିଜେପି ପ୍ରତିଶ୍ରୁତି ପୂରଣ କରିବାରେ ବାଧା ସୃଷ୍ଟି କରିଛନ୍ତି । ତେବେ ଆଜି ଜାତୀୟ ଗଣମାଧ୍ୟମକୁ ନିଜର ସ୍ବତନ୍ତ୍ର ସାକ୍ଷାତକାର ଦେଇ…

ଅଲ୍ଲୁଙ୍କ ଆରେଷ୍ଟ ଫଛରେ ଥିଲା କି ରାଜନୈତିକ ଚାଲ୍?: ପୋଲିସର ପକ୍ଷ ନେଲେ ମୁଖ୍ୟମନ୍ତ୍ରୀ

ହାଇଦ୍ରାବାଦ୍: କାଲିଠୁ ଦେଶରେ ଭାଳେଣି ପଡିଛି । ତାହା ହେଲା ସାଉଥ୍ ସୁପରଷ୍ଟାର ତଥା ଦେଶର ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଗିରଫଦାରୀ । ତେଲେଙ୍ଗାନା ହାଇକୋର୍ଟର ଅନ୍ତରୀଣ ଜାମିନ୍ ପ୍ରଦାନ ପରେ ବି ରାତି ତମାମ ଜେଲରେ କାଟିଥିଲେ ଅଲ୍ଲୁ । ଆଜି ସକାଳୁ ସକାଳୁ ସେ ଜେଲରୁ ବାହାରି…

ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ନୂଆଦିଲ୍ଲୀର ଆପୋଲୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଶନିବାର ସୂତ୍ରରୁ ପ୍ରକାଶ। ଆଡଭାନିଙ୍କୁ ବର୍ତ୍ତମାନ ଅବଜଭେସନରେ ରଖାଯାଇଛି। ତାଙ୍କ…

ଅଜବ ରୀତିନୀତି: ମୃତଦେହକୁ ପାହାଡ କଡରେ ଟାଙ୍ଗି ଦିଅନ୍ତି ଏହି ଲୋକେ

ନୂଆଦିଲ୍ଲୀ: ଦୁନିଆରେ ଥିବା ବିଭିନ୍ନ ଧର୍ମର ଲୋକମାନେ ନିଜର ଭିନ୍ନ ଭିନ୍ନ ରୀତିନୀତି ଅନୁଯାୟୀ ସେମାନଙ୍କର ଜୀବନଯାପନ କରନ୍ତି । ହିନ୍ଦୁ ଧର୍ମରେ ଯେପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଶବଦାହ କରାଯାଏ ସେମିତି ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ମୃତ ଦେହକୁ କବର ଦିଆଯାଏ । ସେହିପରି…

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରେ ଚମକିଲେ ୩ ଭାରତୀୟ

ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି…

ରୋଷେଇ ତେଲ ବଢାଉଛି କ୍ୟାନସର ବିପଦ, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ରନ୍ଧନ ତେଲର ଅତ୍ୟଧିକ ବ୍ୟବହାର କର୍କଟ ରୋଗ ସୃଷ୍ଟି କରାଇପାରେ। ଆମେରିକା ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ରନ୍ଧନ ତେଲ କର୍କଟ ରୋଗ ସୃଷ୍ଟି କରିପାରେ। ଏହି ଅନୁସନ୍ଧାନ ମେଡିକାଲ ଜର୍ଣ୍ଣାଲ 'ଗୁଟ'ରେ ପ୍ରକାଶ ପାଇଛି। ଯେଉଁଥିରେ ସୂର୍ଯ୍ୟମୁଖୀ,…