Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇରାକର ଘରେଘରେ ନସରଲ୍ଲାହ ଜନ୍ମ

ବାଗଦାଦ୍: ଲେବାନନର ବେରୁତରେ ହିଜବୁଲ ନେତା ହାସନ ନସରଲ୍ଲାହଙ୍କ ମୃତ୍ୟୁ ପରେ ଇରାକରେ ଜନ୍ମ ହୋଇଥିବା ନବଜାତ ଶିଶୁଙ୍କ ନାମ ନସରଲ୍ଲାହ ରଖାଯାଉଛି। ଇରାକର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସାରା ଦେଶରେ ପ୍ରାୟ ୧୦୦ ନବଜାତକ "ନସରଲ୍ଲାହ" ନାମରେ ପଞ୍ଜୀକୃତ ହୋଇଛନ୍ତି। ଇସ୍ରାଏଲର ଏୟାର…

ଭାରତ ସମେତ ୫ ଦେଶରୁ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶର ଅନ୍ତରୀଣ ସରକାର ୫ ରାଷ୍ଟ୍ରଦୂତଙ୍କୁ ଫେରାଇ ନେଇଛି। ସମସ୍ତେ ଢାକା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି। ଜାତିସଂଘରେ ବାଂଲାଦେଶର ସ୍ଥାୟୀ ପ୍ରତିନିଧି ଥିବା ଅଷ୍ଟ୍ରେଲିଆ, ବେଲଜିୟମ ଏବଂ ପର୍ତ୍ତୁଗାଲ ଏବଂ ସଂଯୁକ୍ତ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ବ୍ୟତୀତ ଏଥିରେ…

ବଢ଼ିଲା ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମସ୍ୟା: ଦିଲ୍ଲୀ ପୋଲିସ ପଠାଇଲା ନୋଟିସ

ନୂଆଦିଲ୍ଲୀ: ବଢ଼ିବାରେ ଲାଗିଛି ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମସ୍ୟା l HIBOX ଆପ ସହିତ ଜଡିତ ଠକେଇ ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ପୋଲିସ ନୋଟିସ ପଠାଇଛି । ସେପଟେ ଏହି ମାମଲାରେ ଦିଲ୍ଲୀ ପୋଲିସ୍ ସାଇବର ସେଲ୍ ମାଷ୍ଟରମାଇଣ୍ଡକୁ ଗିରଫ କରିଛି l ଅଭିଯୁକ୍ତର ଚାରୋଟି ବ୍ୟାଙ୍କ…

ଈଶା ଫାଉଣ୍ଡେସନ୍‌ ଉପରେ ପୋଲିସ୍‌ ତଦନ୍ତ; ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସଦଗୁରୁ ଜାଗି ବାସୁଦେବଙ୍କୁ ଈଶା ଫାଉଣ୍ଡେସନରେ ପୋଲିସର ତଦନ୍ତ ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମ୍‌କୋର୍ଟ। ସେପ୍ଟେମ୍ବର ୩୦ରେ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ତାମିଲନାଡୁ ପୋଲିସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହା ଉପରେ ରୋକ୍‌ ଲଗାଇଛନ୍ତି…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ କେଜ୍ରିୱାଲ, ଏଇଠି ରହିବେ..

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଏନେଇ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିବାସ ଖାଲି କରିବେ କେଜ୍ରିୱାଲ । ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ସେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସାଂସଦ ଅଶୋକ ମିତ୍ତଲଙ୍କ ଘରେ ରହିବା ନେଇ ସୂଚନା…

ଡ୍ରେସିଂ କରାଇବା ବାହାନାରେ ଆସି ଡାକ୍ତରଙ୍କୁ ଗୁଳି ମାରିଲେ

ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର କାଲିନ୍ଦି କୁଞ୍ଜ ଅଞ୍ଚଳର ନୀମା ହସ୍ପିଟାଲରେ ଡାକ୍ତରଙ୍କୁ ହତ୍ୟା। ବୁଧବାର ବିଳମ୍ବିତ ରାତିରେ ଏହି ନର୍ସିଂହୋମ ଭିତରେ ଜଣେ ଡାକ୍ତରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଅଭିଯୁକ୍ତ ନାବାଳକ ଥିବା ଜଣାପଡିଛି । ଅଭିଯୁକ୍ତ ରାତି ପ୍ରାୟ ୧.୪୫ମି. ସମୟରେ…

ଫ୍ଲିପକାର୍ଟକୁ ମହଙ୍ଗା ପଡିଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା, ଗଣିବ ଏତିକି ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଆଜିକାଲି ଫ୍ଲିପକାର୍ଟ ଏବଂ ଆମାଜନ ସମେତ ଅନେକ ଇ-କମର୍ସ କମ୍ପାନୀର ସପିଂ ପ୍ଲାଟଫର୍ମରେ ସେଲ ଚାଲିଛି l ଏହି ପାର୍ବଣ ଉତ୍ସବରେ ପ୍ରତ୍ୟେକ ପ୍ଲାଟଫର୍ମରେ ପ୍ରାୟ ସବୁପ୍ରକାର ଜିନିଷରେ ଅନେକ ଅଫର ସହ ରିହାତି ମଧ୍ୟ ଉପଲବ୍ଧ l କିନ୍ତୁ ବେଳେ ବେଳେ ଦେଖିବାକୁ ମିଳେ ଯେ ଗ୍ରାହକ…

ଟଙ୍କା ହେରଫେର୍ ମାମଲାରେ ଆଜହାରୁଦ୍ଦିନଙ୍କୁ ଇଡି ସମନ

ହାଇଦ୍ରାବାଦ୍: ମହମ୍ମଦ ଆଜହାରୁଦ୍ଦିନଙ୍କୁ ଇଡିର ସମନ । ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଜହାରୁଦ୍ଦିନଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନରେ ଦୁର୍ନୀତି ମାମଲାରେ ସମନ ଜାରି କରିଛି ଇଡି ।…

ଗୁଳି ବାଜିବା ନେଇ ଗୋବିନ୍ଦାଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ କ୍ରାଇମ ବ୍ରାଂଚ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ଗୋଡରେ ମଙ୍ଗଳବାର ଦୁର୍ଘଟଣାବଶତଃ ଗୁଳି ବାଜିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲା ଏବଂ ସେ ଏବେ ସୁସ୍ଥ ଅଛନ୍ତି । ଡାକ୍ତର ତାଙ୍କ ଗୋଡରୁ ଗୁଳି ବାହାର କରି ସାରିଛନ୍ତି ଏବଂ ଖୁବ ଶୀଘ୍ର ତାଙ୍କୁ ଡିସଚାର୍ଜ କରାଯିବ ।…

ପୁଣି ବଡ ଯୁଦ୍ଧ!, ନସରଲ୍ଲାହ ମାଟିରେ ଲୀନ ହେବା ପୂର୍ବରୁ ବଦଲା ନେବ ହିଜବୋଲ୍ଲା…ଇସ୍ରାଏଲ ବି ପ୍ରସ୍ତୁତ….

ନୂଆଦିଲ୍ଲୀ: ଇସ୍ରାଏଲ ଏୟାରଷ୍ଟ୍ରାଇକରେ ନିହତ ହେବା ପରେ ଆସନ୍ତାକାଲି ହିଜବୁଲ୍ଲା ମୁଖିଆ ହସନ ନସରଲ୍ଲାହଙ୍କ ଶେଷକୃତ୍ୟ ସଂପର୍ଣ୍ଣ ହେବ ବୋଲି ସୂଚନା ମିଳିଛି । ସେପଟେ ମୁଖ୍ୟ ନେତାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିବା ହିଜବୁଲ୍ଲା ଏବେ ପ୍ରତିଶୋଧ ପରାୟଣ ହୋଇଉଠିଲାଣି । ହିଜବୁଲ୍ଲା ଇସ୍ରାଏଲ…